ଚୀନ, ଜାପାନରୁ ଆସିଲେ ଆରଟି ପିସିଆର  ଟେଷ୍ଟ ବାଧ୍ୟତାମୂଳକ

ବିମାନ ବନ୍ଦରରେ କଡାକଡ଼ି କୋରୋନା କଟକଣା ଭୁବନେଶ୍ୱର,//TATKAL ODISHA ବିମାନ ବନ୍ଦରରେ କଡାକଡି ହୋଇଛି କୋରୋନା କଟକଣା I ଚୀନ, ଜାପାନରୁ ଆସିଲେ ଆରଟି ପିସିଆର  ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି I ହଂକଂ, ଥାଇଲାଣ୍ଡ, ଦକ୍ଷିଣ କୋରିଆରୁ ଆସିଲେ ବି

ସ୍ୱର୍ଗପୁରରେ ଚିତ୍ରକୁଟ ଆଶ୍ରମର ମହନ୍ତ ସର୍ବେଶ୍ୱର ମହାରାଜା

ଭୁବନେଶ୍ୱର//TATKAL ODISHA// ଭୁବନେଶ୍ୱର ସ୍ଥିତ ଚିତ୍ରକୂଟ ଆଶ୍ରମର ମହନ୍ତ ସ୍ୱାମୀ ଶ୍ରୀ ଶ୍ରୀ ସର୍ବେଶ୍ୱର ଦାସ ମହାରାଜ ଶନିବାର ସକାଳ ସାଢ଼େ 7ରେ ଇହଲୀଳା ସମ୍ବରଣ କରିଛନ୍ତି I ମୃତ୍ୟୁ ବେଳକୁ ତାଙ୍କୁ 72 ହୋଇଥିବା ଜଣାପଡ଼ିଛି I ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି ବୋଲି

ବିଧାୟକଙ୍କ ଦରମା,ଭତ୍ତା ବୃଦ୍ଧି, ‘କେଁ’ ପୁରାଇଲେ ମୁଣ୍ଡା

ଭୁବନେଶ୍ୱର,//TATKAL ODISHA// - ବିଧାନସଭା ପରାମର୍ଶଦାତ୍ତା କମିଟି ବୈଠକ ଉପସ୍ଥାନରେ ସ୍ୱାକ୍ଷର କରିଛି, ହେଲେ ଚୁଡ଼ାନ୍ତ ପ୍ରସ୍ତାବ ମୁଁ ଦେଖିନାହିଁ ।- ମୁଁ ପ୍ରତିନିଧିତ୍ୱ କରୁଥିବା ରାଜନୈତିକ ଦଳ ‘ସିପିଏମ୍‌’ ବିଧାୟକଙ୍କ ବେତନ, ଭତ୍ତା ଓ ପେନସନ୍ ରାଶି ବୃଦ୍ଧିକୁ ସର୍ବଦା

ଧାର୍ଯ୍ୟ ସମୟରେ ସରିବ ‘କ୍ୟାପିଟାଲ ରିଜିଅନ ରିଙ୍ଗ ରୋଡ’ ନିମନ୍ତେ ଜମି ଅଧିଗ୍ରହଣ

ଭୁବନେଶ୍ୱର,//TATKAL ODISHA// ଭୁବନେଶ୍ୱର ସ୍ମାର୍ଟ ସିଟି ଚତୁଃପାର୍ଶ୍ୱରେ ପ୍ରସ୍ତାବିତ 'କ୍ୟାପିଟାଲ ରିଜିଅନ ରିଙ୍ଗ ରୋଡ' ନିମନ୍ତେ ଜମି ଅଧିଗ୍ରହଣ ଦ୍ରୁତଗତିରେ ଆଗେଇ ଚାଲିଛି I ତାହା ଧାର୍ଯ୍ୟ ସମୟରେ ସରିବ I ରାଜସ୍ବ ବିଭାଗର ନିୟମିତ ସମୀକ୍ଷା ବୈଠକ ପରେ ତାହା ସମ୍ଭବ ହୋଇଛି I

ଡ. ଅଚ୍ୟୁତ ସାମନ୍ତଙ୍କୁ 50 ତମ ଡକ୍ଟରେଟ

ଉତ୍କଳ ବିଶ୍ୱବିଦ୍ୟାଳୟ କଲା ସମ୍ମାନିତ ଭୁବନେଶ୍ୱର//TATKAL ODISHA / Kiit ଓ kissର ପ୍ରତିଷ୍ଠାତା ଡ ଅଚ୍ୟୁତ ସାମନ୍ତଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟରୁ ମିଳିଛି ସମ୍ମାନଜନକ ଡକ୍ଟରେଟ। ଭାରତରେ ଏପର୍ଯ୍ୟନ୍ତ କେହି ୫୦ଟି ସମ୍ମାନସୂଚକ ଡକ୍ଟରେଟ ପାଇନଥିଲେ!

ଓଡ଼ିଶାରେ ହକିର ଇତିହାସ, ହକି ବିଶ୍ୱକପର ଆୟୋଜନକୁ ଏନସିଇଆରଟି ପାଠ୍ୟପୁସ୍ତକରେ ସାମିଲ କରାଯିବ

ପୁରୁଷ ହକି ବିଶ୍ୱକପ- ୨୦୨୩ କୁ ନେଇ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ୨୦୩୬ରେ ଯେପରି ରାଜ୍ୟରୁ ୧୦୦ ଅଲମ୍ପିଆନ ବାହାରିପାରିବେ, ଏଥିପାଇଁ ସମସ୍ତେ ମିଳିମିଶି କାମ କରିବା• ହକି ବିଶ୍ୱକପରେ ଓଡ଼ିଶାର କଳା,ଐତିହ୍ୟ ଓ ପରମ୍ପରାକୁ ସର୍ବୋଚ୍ଚ ବ୍ରାଣ୍ଡିଂ କରିବା

ବିଶ୍ୱକପ ହକିରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ ଆମନ୍ତ୍ରିତ

ପୁରୁଷ ହକି ବିଶ୍ବକପ୍ ଆୟୋଜନ ତଥା ବିଭିନ୍ନ କାର୍ଯ୍ୟକ୍ରମର ସୁପରିଚାଳନା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ଲଗାତର ଭାବେ ଦ୍ବିତୀୟ ଥର ପାଇଁ ବିଶ୍ବକପ୍‌ ଆୟୋଜନ ଓଡିଶାର ଗୌରବ ବଢାଇଛି ସରକାରଙ୍କୁ ଧନ୍ୟବାଦ ଦେଲେ ସବୁ ଦଳ

ଜେଏସପି ଫାଉଣ୍ଡେସନର ଦକ୍ଷତା ବିକାଶ ସହାୟତା କାର୍ଯ୍ୟକ୍ରମ: ଓଡିଶାରୁ ୩୦୧୯ ମହିଳା ମନୋନୀତ

ଜେଏସପି ଫାଉଣ୍ଡେସନର ଉଚ୍ଚଶିକ୍ଷା ଏବଂ ଦକ୍ଷତା ବିକାଶ ସହାୟତା କାର୍ଯ୍ୟକ୍ରମରେ ୫୧୦୦+ ଅଧିକ ମହିଳା ଏବଂ ବାଳିକା ସାମିଲ · ତିନୋଟି ରାଜ୍ୟରୁ ୫୧୨୨ ଅଧିକ ମହିଳା ଏବଂ ବାଳିକାଙ୍କୁ ସେମାନଙ୍କର ଉଚ୍ଚ ଶିକ୍ଷା ଏବଂ ଦକ୍ଷତା

୧୯ ସହରରେ ଡ୍ରିଙ୍କ ଫ୍ରମ ଟ୍ୟାପ ପ୍ରକଳ୍ପ: ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ସାଢେ ପାଞ୍ଚ ଲକ୍ଷ ଲୋକ ୨୪ ଘଣ୍ଟିଆ ସ୍ବଚ୍ଛ ପାଣି ପାଇଲେପ୍ରତି ପରିବାରକୁ ଭଲ ପିଇବା ପାଣି ଯୋଗାଇବା ମୋର ସ୍ବପ୍ନ ଓ ମୋ ସରକାରର ପ୍ରାଥମିକତା – ମୁଖ୍ୟମନ୍ତ୍ରୀ ବୁନ୍ଦାଏ ବି ପାଣି ନଷ୍ଟ ନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ ସମସ୍ତଙ୍କ ମୁହଁରେ ହସ, ପାଣି ପାଇଁ

ଜନଜାତିଙ୍କ କଲ୍ୟାଣ ପାଇଁ ଅନୁଦାନ ୯୧ ହଜାର କୋଟିରେ ପହଞ୍ଚିଛି

ମୋଦୀ ସରକାରରେ ଜନଜାତିଙ୍କ ପାଇଁ ଆର୍ଥିକ ସହାୟତା, ଶିକ୍ଷା, ରୋଜଗାର, ସ୍ୱରୋଜଗାର, ସାଂସ୍କୃତିକ ଉତଥାନ ଓ ପରିଚୟକୁ ସର୍ବାଧିକ ଗୁରୁତ୍ୱ- ଧର୍ମେନ୍ଦ୍ର • ଦୀର୍ଘ ୭୫ ବର୍ଷ ଧରି ଅବହେଳିତ ଜନଜାତି ସମାଜ ପ୍ରତି ଥିବା ଦାୟିତ୍ୱକୁ ପୂରଣ କରୁଛନ୍ତି ପ୍ରଧାନମନ୍ତ୍ରୀ• ଓଡ଼ିଶାର ଜନଜାତି

ଜେଲ ୱାର୍ଡରଙ୍କ ଅବହେଳା ଯୋଗୁଁ ଗୋବିନ୍ଦ କଲେ ଆତ୍ମହତ୍ୟା: ରିପୋର୍ଟ

ଭୁବନେଶ୍ୱର,//TATKAL ODISHA// ମମିତା ମେହେର ହତ୍ୟା ମାମଲାରେ ଜେଲରେ ଥିବା ଗୋବିନ୍ଦ ସାହୁଙ୍କ ମୃତ୍ୟୁ ହେଲା କିପରି? ସେ ଆତ୍ମହତ୍ୟା କରିଛନ୍ତି ନା' ମାରି ଦିଆଯାଇଛି? ଏହା ଉପରେ ଆସିଛି ପ୍ରାରମ୍ଭିକ ରିପୋର୍ଟ ଆସିଛି I କଣ୍ଟାବାଞ୍ଜି ଜେଲ ୱାର୍ଡରଙ୍କୁ ଏଥିପାଇଁ ଦାୟୀ କରାଯାଇଛି

ମମିତା ମେହେର ହତ୍ୟା ମାମଲାରେ ଜେଲରେ ଥିବା ଗୋବିନ୍ଦ ସାହୁଙ୍କ ରହସ୍ୟ ଜନକ ମୃତ୍ୟୁ ?

କଣ୍ଟାବାଞ୍ଜି,ବଲାଙ୍ଗୀର, ଭୁବନେଶ୍ୱର//TATKAL ODISHA // ମମିତା ମେହେର ହତ୍ୟା ମାମଲାରେ ଜେଲରେ ଥିବା ଗୋବିନ୍ଦ ସାହୁଙ୍କ ରହସ୍ୟଜନକ ମୃତ୍ୟୁ ହୋଇଛି I ସେ ଆତ୍ମହତ୍ୟା କରିଛନ୍ତି ବୋଲି ସନ୍ଦେହ କରାଯାଇଛି। " ପ୍ରମାଣ ନଷ୍ଟ ପାଇଁ ଗୋବିନ୍ଦଙ୍କୁ ଜାଣିଶୁଣି ହତ୍ୟା କରାଯାଇଛି ବୋଲି

ନୂଆ ରୂପ ନେଉଛି  ଜୟଦେବ ଜନ୍ମପୀଠ ‘କେନ୍ଦୁଲି’

- ଡିସେମ୍ବର ୨୩ ସୁଦ୍ଧା ପ୍ରେକ୍ଷାଳୟ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ - ପୀଠରେ ଥିବା ମନ୍ଦିର ଓ ପୁଷ୍କରିଣୀର ପୁନରୁଦ୍ଧାର ଖୁବଶୀଘ୍ର ଭୁବନେଶ୍ୱର//TATKAL ODISHA // ନୂଆ ରୂପ ନେଉଛି ଜୟଦେବ ଜନ୍ମପୀଠ 'କେନ୍ଦୁଲି' I ୧୭ ଏକର ପରିମିତ ଜମିରେ ଥିବା 

ରାଉରକେଲା ଷ୍ଟାଡିଅମ, ବିମାନ ବନ୍ଦର ନିର୍ମାଣ ସଂପୂର୍ଣ୍ଣ

ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ ରାଉରକେଲା ଗସ୍ତ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସହିତ ରାଉରକେଲା ବିମାନ ବନ୍ଦର ଏବଂ ବିଭିନ୍ନ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା ଜାନୁଆରୀ ୧୩ରେ ପ୍ରଥମ ମ୍ୟାଚ ଭାରତ ଓ ସ୍ପେନ ମଧ୍ୟରେ, ଆସନ୍ତା ୨୪ରୁ ନୂତନ

ତଳମୁହାଁ ପାରଦ,ଥରୁଛି ଓଡ଼ିଶା

ଭୁବନେଶ୍ୱର// TATKAL ODISHA // ପ୍ରଥମ ଥର ପାଇଁ ରାଜ୍ୟରେ କିଛି ସ୍ଥାନରେ ପାରଦ ୫℃ ତଳେ ରହିଛି I ଉତ୍ତରା ପବନ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ତଳ ମୁହାଁ ହୋଇଛି I ଆଗାମୀ ଛବିଶ ଘଣ୍ଟା ଭିତରେ ପାରଦ ଆହୁରି କମିବ I ହାଡଭଙ୍ଗା ଶୀତ ଅଧିକ ହେବ I ଶୀତରେ ଥରିବ