ଆରପାରିରେ ସାମ୍ବାଦିକ ଓ ପ୍ରଯୋଜକ ଆଳୟ ମହାନ୍ତି

ଭୁବନେଶ୍ବର//TATKAL ODISHA // ବିଶିଷ୍ଟ ସାମ୍ବାଦିକ,ସମାଜସେବୀ, ଓଡ଼ିଆ ଚଳଚିତ୍ର ପ୍ରଯୋଜକ ଆଳୟ ମହାନ୍ତି ଆଉ ଇହଜଗତରେ ନାହାନ୍ତି । ଭୁବନେଶ୍ବର କ୍ୟାପିଟାଲ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ପରଲୋକ ଗମନ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା।

ପ୍ରତାପ ନନାଙ୍କୁ ନିମୁନିଆ, ଏମ୍ସ ସ୍ଥାନାନ୍ତର

ନୀଳଗିରି,ବାଲେଶ୍ୱର//TATKAL ODISHA// ନିମୁନିଆରେ ଆକ୍ରାନ୍ତ ହୋଇ ଫକୀର ମୋହନ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ କୌଣସି ଉନ୍ନତି ପରିଲକ୍ଷିତ ନ ହେବାରୁ ବରିଷ୍ଠ ବିଜେପି ନେତା, ନୀଳଗିରିର ଆଗଧାଡ଼ିର ନେତା ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ(ପ୍ରତାପ

କୁମାର ଭାଇଙ୍କ ଆଦର୍ଶ ପ୍ରଚାର ପାଇଁ ଗଲ୍‌ଫ ଦେଶରେ ଖୋଲାଯିବ ଶୋଭନୀୟ ଶିକ୍ଷାଶ୍ରମ

ବୌଦ୍ଧପୀଠ ଉଦୟଗିରି ଆନ୍ତର୍ଜାତିକ ଶୋଭନୀୟ ଉତ୍ସବ-୨୦୨୩ ଆୟୋଜିତ ଯାଜପୁର,ଭୁବନେଶ୍ୱର,//TATKAL ODISHA// ସମାଜରେ ଏବେ ଯେଭଳି ଅଶୋଭନୀୟତା, ଅସହିଷ୍ଣୁତା ଓ ଅସାମାଜିକ ମାତ୍ରାଧିକ ଭାବେ ବୃଦ୍ଧି ପାଇ ଚାଲିଛି ତା’ର ନିୟନ୍ତ୍ରଣ ପାଇଁ ପୂଜଶ୍ରୀ କୁମାର ଭାଇଙ୍କ ଅଦର୍ଶରେ

୪ରେ ରାଜକିଶୋର ନାୟକ ସ୍ମାରକୀ ଗାନ୍ଧୀ ବକ୍ତୃତା

ଭୁବନେଶ୍ବର,//TATKAL ODISHA// ଆସନ୍ତା ୪ ତାରିଖ ପୂର୍ବାହ୍ନ ୧୦ ଘଟିକା ସମୟରେ ପାଟକୁରା ଗାନ୍ଧୀ ଭାବେ ପରିଚିତ ରାଜକିଶୋର ନାୟକଙ୍କ ତ୍ରୟୋଦଶ ସ୍ମାରକୀ ଗାନ୍ଧୀ ବକ୍ତୃତା କାର୍ଯ୍ଯକ୍ରମ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ହେବ। ଚଳିତ ବର୍ଷ ପାଇଁ ବିଷୟ ବସ୍ତୁ ହେଉଛି “ଗାନ୍ଧୀ

ନବ ଉତ୍କଳର ନିର୍ମାତା: ଡ. ହରେକୃଷ୍ଣ ମହତାବ

*ତିରୋଧାନ ଦିବସରେ ସ୍ମୃତିଚାରଣ ଶ୍ରୀକାନ୍ତ ଦାଶ 2 ଜାନୁଆରୀ I ଓଡ଼ିଶାର ଅନ୍ୟତମ ବରପୁତ୍ର ଉତ୍କଳ କେଶରୀ ଡ଼କ୍ଟର ହରେକୃଷ୍ଣ ମହତାବଙ୍କ ତିରୋଧାନ ଦିବସ | ନବ ଉତ୍କଳର ନିର୍ମାତା ଭାବେ ଓଡିଶା ଇତିହାସରେ ତାଙ୍କ ନାମ ସ୍ମରଣୀୟ | ଜବାହର ଲାଲ ନେହେରୁ, ରାଧାକ୍ରିଷ୍ଣନ ଓ ଅନ୍ୟ

ଲୋକେ ଖୁସ, ଦେଖିଲେ ଲୋକସେବା ଭବନ ଗାର୍ଡନ

ନୂଆବର୍ଷରୁ ପ୍ରବେଶ ଅନୁମତି ଜାନୁଆରୀର ସବୁ ଛୁଟି ଦିନ ଦର୍ଶକଙ୍କ ପାଇଁ ଖୋଲା ସମୟ ଅପରାହ୍ନ ଚାରିଟାରୁ ସନ୍ଧ୍ୟା ଛଟା ଭୁବନେଶ୍ବର// TATKAL ODISHA /ପୂର୍ବରୁ ରାଜଭବନ ବଗିଚା ସାଧାରଣ ଲୋକଙ୍କ ପାଇଁ ଖୋଲା ଥିଲା I ଏବେ ଲୋକସେବା ଭବନ ପ୍ରଥମ କରି ଖୋଲା ହୋଇଛି I

ଶୋଭନୀୟ ସମାଜ ପାଇଁ ଜରୁରୀ-‘ସୃଷ୍ଟି, ଶିକ୍ଷା ଓ ମାନବିକତା’

ଉଦୟଗିରିରେ ଆନ୍ତର୍ଜାତିକ ଶୋଭନୀୟ ଉତ୍ସବ-2023 ଉଦୟଗିରି//TATKAL ODISHA// ସୃଷ୍ଟି, ଶିକ୍ଷା ଓ ମାନବିକତା I ଜୀବନରେ ଏଇ ତିନୋଟି ମାର୍ଗ ଶୋଭନୀୟ ସମାଜ ପାଇଁ ଅନିବାର୍ଯ୍ୟ I ପୂଜ୍ୟଶ୍ରୀ କୁମାର ଭାଇ ବହୁ ବର୍ଷ ପୂର୍ବରୁ ଏହାକୁ ଅନୁଭବ କରି 'ଯୁଗଶ୍ରଷ୍ଟା ଶୋଭନୀୟ ଶିକ୍ଷାଶ୍ରମ'

ନୂଆବର୍ଷରେ ସତ୍ୟବ୍ରତ ସାହୁଙ୍କ କଣ୍ଠରେ ଭଜନ..ଫୁଲ ଟିକେ ମୋତେ କର..

ଭୁବନେଶ୍ୱର//TATKAL ODISHA// ଫୁଲଟିଏ ମୋତେ କର ମହାପ୍ରଭୁ... ଏଭଳି ଏକ ଭାବ ଓ ଭକ୍ତିର ଭଜନ ବୋଲିଛନ୍ତି ବରିଷ୍ଠ ପ୍ରଶାସକ ତଥା ବିଶିଷ୍ଟ କଣ୍ଠଶିଳ୍ପୀ ସତ୍ୟବ୍ରତ ସାହୁ I ପୁରାତନ ରଚନାରୁ ଏହି ଭକ୍ତିଗୀତକୁ ବାରମ୍ବାର ଶୁଣନ୍ତୁ ଆଉ ଭାବରେ ତଲ୍ଲୀନ ହୁଅନ୍ତୁ...

ନୂଆ ବର୍ଷର ପ୍ରଥମ ସାପ୍ତାହ : କେମିତି ଫଳପ୍ରାପ୍ତି?

ଏ ସପ୍ତାହର ରାଶିଫଳଶ୍ରୀଦୋଳଗୋବିନ୍ଦ ପଣ୍ଡା, ଜ୍ୟୋତିର୍ବିଦ୍ୟାବାରିଧି *****************************************(ଏ ସପ୍ତାହର ରାଶିଫଳ: ୦୨-୦୧-୨୩ ସୋମବାରଠାରୁ ୦୮-୦୧-୨୩ ରବିବାର ପର୍ଯ୍ୟନ୍ତ)******************************************* ମେଷ: ସୋମବାରଠାରୁ ବୁଧବାର

ମନୋଜ କୁମାର ମହାପାତ୍ରଙ୍କ 2022 ବର୍ଷର ଶେଷ ଗଳ୍ପ ‘ଗଞ୍ଜା ରଜା’

*ଗଞ୍ଜା ରଜା* *ମନୋଜ କୁମାର ମହାପାତ୍ର* କିରିବୁରୁ ବେସକେମ୍ପ ପାଖ ଦେଇ ବୋହି ଯାଉଥିବା କାରୋ ନଦୀ କୂଳରେ ହରମଠ ଗାଁରେ ରଇବାରିର ଜନ୍ମ l ଏଇନେ ତାର ବୟସ ଷାଠିଏ ପାର ହେଲେଣି l ଗାଁ ପାଖ ମାଇନ୍ସରେ ତାର ବାପ ପ୍ରଥମେ ଶ୍ରମିକଟିଏ ହେଇ କାମ କରୁଥିଲା,ତାପରେ ସ୍ୱାମୀ ଓ

ଜାନୁଆରୀ ୩୧ ସୁଦ୍ଧା ସରକାରୀ କର୍ମଚାରୀ ପ୍ରଦାନ କରିବେ ନିଜର ବାର୍ଷିକ ସମ୍ପତ୍ତି ତାଲିକା

ଭୁବନେଶ୍ୱର// TATKAL ODISHA// ଜାନୁଆରୀ ୩୧ ସୁଦ୍ଧା ସରକାରୀ କର୍ମଚାରୀମାନେ ନିଜର ବାର୍ଷିକ ସମ୍ପତ୍ତି ତାଲିକା ପ୍ରଦାନ କରିବେ I ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ସଚିବ ଶଶାଙ୍କ ଶେଖର ଦାଶଙ୍କ ଦସ୍ତଖତ୍‌ରେ ଶନିବାର ପ୍ରକାଶିତ ହୋଇଛି କଡ଼ା ନିର୍ଦେଶନାମା I

ବଡ଼ଦିନରେ ବଡ଼ସ୍ୱପ୍ନ

'ଉଡ୍ର'ର ନିଆରା କାର୍ଯ୍ୟକ୍ରମ ଭୁବନେଶ୍ୱର,//TATKAL ODISHA// ବଡଦିନ ଅବସରରେ “ଉଡ୍ର” ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ “ବଡଦିନ ବଡ ସ୍ୱପ୍ନ” ଏକ ନିଆରା କାର୍ଯ୍ୟକ୍ରମ ଭୁବନେଶ୍ୱର ପଳାଶପଲ୍ଲୀ ସ୍ଥିତ ଓଡିଶା ବଧିର ଆସୋସିଏସନ୍‍ ଠାରେ ଆୟୋଜନ କରାଯାଇଥିଲା । “ଉଡ୍ର”

ପ୍ରସନ୍ନ କୁମାର ହୋତା, ଦେବଦାସ ଛୋଟରାୟଙ୍କ ‘ଇତର କାହାଣୀ’-2

//TATKAL ODISHA//ସମୀକ୍ଷା : ଶ୍ରୀକାନ୍ତ ଦାଶ ପୁସ୍ତକ ସମୀକ୍ଷା :-ଇତର କାହାଣୀସଂକଳକ- ପ୍ରସନ୍ନକୁମାର ହୋତା ଓ ଦେବଦାସ ଛୋଟରାୟଭାଗ -2ଅନେକ କାହାଣୀ ପଢ଼ିଛି, ହେଲେ ', ଇତର କାହାଣୀ 'ବହି ପଢିଲା ପରେ ଅନୁଭବ କଲି ମୋ ପଢ଼ା ଅସମ୍ପୂର୍ଣ୍ଣ | ବୟସ୍କ ମାନଙ୍କ ପ୍ରେମ କାହାଣୀ ଯେ ଏତେ

ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରିବାରେ ଓଡ଼ିିଶା ଦେଶରେ ନଂ୧

ଉପଭୋକ୍ତା ସଶକ୍ତିକରଣ, ଉପଭୋକ୍ତା ଅଧିକାରର ସାର୍ବଜନୀନତା ଜରୁରୀ: ମନ୍ତ୍ରୀ ଭୁବନେଶ୍ୱର,//TATKAL ODISHA// ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ଼ ନିଷ୍ପତ୍ତି ବଳରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ (ଏନ୍‌ଏଫ୍‌ଏସ୍‌ଏ)-୨୦୨୨ ରାଙ୍କିଙ୍ଗ୍ ଅନୁଯାୟୀ ଖାଦ୍ୟ ନିରାପତ୍ତା ସୁନିଶ୍ଚିତ

ପାଇଖାନା ନିର୍ମାଣ ହୋଇନି, ଠିକାଦାର ଟଙ୍କା ନେଇ ପାର

ଥାନାରେ ଏତେଲା ସତ୍ୱେ ପୋଲିସ ମାଡ଼ିମକଚି ବସିଛି ରାକେଟରେ ଜ଼ିଲ୍ଲା ପ୍ରଶାସନ ସମ୍ପୃକ୍ତି ଥିବା ଅଭିଯୋଗ ନୟାଗଡ,//TATKAL ODISHA// ବିପିଏଲ ପରିବାର ପାଇଁ ଆସିଥିବା ପାଇଖାନା ନିର୍ମାଣ ହୋଇନି, ଅଥଚ ସେ ବାବଦକୁ ଲକ୍ଷlଧିକ ଅର୍ଥ ଚଳୁକରି ଠିକାଦାର ପାର ହୋଇଛି I ଏଭଳି