ହୃଦଘାତରେ ଚାଲିଗଲେ ଯୁବ ସାମ୍ବାଦିକ ଚିରଞ୍ଜିତ ରାଜଗୁରୁ

ବ୍ରହ୍ମପୁର//TATKAL ODISHA// ଆଉ ଏକ ଦୁଃଖଦ ଖବର ଆମର ହସ୍ତଗତ ହୋଇଛି I ବ୍ରହ୍ମପୁର ସହରର ଜଣେ ଜଣାଶୁଣା ଯୁବ ସାମ୍ବାଦିକ ଚିରଞ୍ଜିତ ରାଜଗୁରୁ ହୃଦଘାତ ପରଲୋକ ଗମନ କରିଛନ୍ତି I ମୃତ୍ୟୁ ବେଳକୁ ତାଙ୍କୁ 44 ହୋଇଥିଲା I ସେ ଜୀବନରେ ଶେଷ ଯାଏ 'ସକାଳ' ଖବର କାଗଜର ଗଞ୍ଜାମ

ଆରପାରିରେ ଅଭିନେତା ମିହିର ଦାସଙ୍କ ସାନ ପୁଅ ଅକ୍ଲାନ୍ତ

ଭୁବନେଶ୍ୱର//TATKAL ODISHA// ପୁଣି ଏକ ଦୁଃଖଦ ଖବର I ଓଡ଼ିଆ ଫିଲ୍ମ ଜଗତର ଆଗଧାଡ଼ିର ବାର୍ଷିଆନ ଅଭିନେତା ସ୍ବର୍ଗତଃ ମିହିର ଦାସଙ୍କ ସାନପୁଅ ଅକ୍ଲାନ୍ତ ଦାସ ଆଉ ଇହଜଗତରେ ନାହାନ୍ତି । ସେ ଭୁବନେଶ୍ୱରର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଗମନ କରିଛନ୍ତି I ମୃତ୍ୟୁ ବେଳକୁ

ରାଧାଶ୍ୟାମ ମହାନ୍ତିଙ୍କ ମିନିଗଳ୍ପ-‘ପାପପୁଣ୍ୟ’

//TATKAL ODISHA//ଗଳ୍ପ// ଡ୍ରଇଂରୁମରେ ଜେଜେ ନାତି ବସି ଟିଭି ଦେଖୁଥିଲେ । ଜେଜେଙ୍କ ପାନଖିଆ ପାକୁଆ ପାଟିରୁ ହଠାତ ଲାଳ ଠୋପେ ତାଙ୍କ ପଞ୍ଜାବୀ ଉପରେ ଖସି ପଡ଼ିଲା । ଏହା ଦେଖି ନାତି ଟୋକା ତାଳିମାରି ଠୋ ଠୋ

ନେତାଜୀ ବଙ୍ଗୀୟ ନୁହଁନ୍ତି, ଷୋଳଅଣା ଓଡ଼ିଆ

//TATKAL ODISHA//ନେତାଜୀଙ୍କ ଓଡ଼ିଶା ପ୍ରୀତି// ନେତାଜୀ ସୁଭାଷ ବୋଷ କଟକର ଓଡ଼ିଆ ବଜାରରେ ଜନ୍ମ ତଥା କଲେଜିଏଟ ସ୍କୁଲରେ ପାଠ ପଢି ଦେଶପ୍ରେମୀ ଶିକ୍ଷକମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଶ୍ବସ୍ତରୀୟ ନେତୃତ୍ବର ଅଧିକାରୀ ହୋଇଥିଲେ ଏକଥା କହିବା ବାହୁଲ୍ୟ। "ମୋତେ

ଓଡ଼ିଶାର ଅନାଲୋଚିତ ଇତିହାସକୁ ବିଶ୍ୱ ଦରବାରରେ ପହଞ୍ଚାଯିବ

• ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅବସରରେ ଝାରସୁଗୁଡା ଓ ସୁରେନ୍ଦ୍ର ସାଏଙ୍କ ଜନ୍ମମାଟି ଖିଣ୍ଡା ସ୍ଥିତ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେଲେ ଝାରସୁଗୁଡା/ସମ୍ବଲପୁର,//TATKALODISHA ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ

ରାଜ ଗୋଁଣ୍ଡ ବୀର ସୁରେନ୍ଦ୍ର ସାଏ 

//TATKAL ODISHA// ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି// *********************************************** ରାଜ ଗୋଁଣ୍ଡ ବୀର ସୁରେନ୍ଦ୍ର ସାଏଙ୍କ ଲୋମହର୍ଷକ ଜୀବନଗାଥା ଉପରେ ପକାଶିତ ଓ ଜିତେନ୍ଦ୍ର ପଟ୍ଟନାୟକଙ୍କ ଦ୍ୱାରା ଲିଖିତ ଗୋଁଣ୍ଡ ଜୀବନ ଓ ସଂସ୍କୃତି ଉପରେ ଗବେଷଣାତ୍ମକ

ନୂଆ ସପ୍ତାହର ରାଶିଫଳ: ଦେଖନ୍ତୁ ଜ୍ୟୋତିର୍ବିଦ୍ୟାବାରିଧି ଦୋଳଗୋବିନ୍ଦ ପଣ୍ଡାଙ୍କ ଗଣନା

//TATKAL ODISHA//HARASCOPE// *******************************************(ଏ ସପ୍ତାହର ରାଶିଫଳ: ୨୩-୦୧-୨୩ ସୋମବାରଠାରୁ ୨୯-୦୧-୨୩ ରବିବାର ପର୍ଯ୍ୟନ୍ତ) ଚନ୍ଦ୍ରସ୍ଥିତି: ଚନ୍ଦ୍ର ସୋମବାର ଦିବା ୦୧:୫୧ ପର୍ଯ୍ୟନ୍ତ ମକରରେ, ତା’ପରେ ବୁଧବାର ଦିବା ୦୨:୩୦

ବରିଷ୍ଠ OAS ଶ୍ୟାମ ଭକ୍ତ ମିଶ୍ର ଓପିଏସ୍‌ସିର ନୂଆ ସଦସ୍ୟ

ଭୁବନେଶ୍ୱର// TATKAL ODISHA // ବରିଷ୍ଠ OAS ତଥା ବୟନିକାର ପରିଚାଳନା ନିର୍ଦ୍ଦେଶକ ଓ ରାଜ୍ୟ ହସ୍ତତନ୍ତ ନିର୍ଦ୍ଦେଶକ ଶ୍ୟାମ୍‌ଭକ୍ତ ମିଶ୍ରଙ୍କୁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି)ର ନୂଆ ସଦସ୍ୟ ଭାବେ ନିଯୁକ୍ତି ପାଇଛନ୍ତି । ଶନିବାର ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ

ବଢ଼ିଲା ଅନୁଦାନପ୍ରାପ୍ତ ବେସରକାରୀ କଲେଜ କର୍ମଚାରୀଙ୍କ ଗ୍ରାଣ୍ଟ-ଇନ୍ ଏଡ୍

୧୨ଟି ପ୍ରସ୍ତାବରେ ଲାଗିଲା କ୍ୟାବିନେଟ୍ ମୋହର ଭୁବନେଶ୍ୱର//TATKAL ODISHA// ବଢ଼ିଲା ଅନୁଦାନପ୍ରାପ୍ତ ବେସରକାରୀ କଲେଜ କର୍ମଚାରୀଙ୍କ ଗ୍ରାଣ୍ଟ-ଇନ୍ ଏଡ୍ I ଏନେଇ ରାଜ୍ୟ କ୍ୟାବନେଟରେ ମୋହର ଲାଗିଛି I ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା

ଯାଜପୁରରେ ଆନ୍ତର୍ଜାତିକ କ୍ରାଫ୍ଟ ସମ୍ମିଳନୀ : ୧୫ ଦେଶ ଅଂଶଗ୍ରହଣ

ଓଡ଼ିଶା ହେବ ‘ଗ୍ଲୋବାଲ୍ ହଟ୍‌ସ୍ପଟ୍‌’: ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର,//TATKAL ODISHA// ଯାଜପୁର ବ୍ୟାସନଗରରେ ଆରମ୍ଭ ହୋଇଛି ଦୁଇ ଦିନିଆ ଅନ୍ତର୍ଜାତୀୟ କ୍ରାଫ୍ଟ ସମ୍ମିଳନୀ । ଏଥିରେ ୧୫ଟି ଦେଶ ଅଂଶଗ୍ରହଣ କରିଛନ୍ତି । ମୋଟ୍ ୧୦ଟି ଅଧିବେଶନରେ ୫୦ ପ୍ରତିନିଧି, ୨୦ରୁ ଅଧିକ

ପତାକା ଉତ୍ତୋଳନ: 20ଟି ସ୍ଥାନରେ ମନ୍ତ୍ରୀ,2ରେ ଆରଡିସି,10ରେ ଜିଲ୍ଲାପାଳ

ଭୁବନେଶ୍ୱର//TATKAL ODISHA// ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ରାଜ୍ୟର ବିଭିନ୍ନ ସ୍ଥାନରେ ଜାତୀୟ ପତାକା ଉତ୍ତୋଳନ ପାଇଁ ମନ୍ତ୍ରୀ, ଆରଡିସି ଓ ଜିଲ୍ଲାପାଳମାନଙ୍କ ନାମ ପ୍ରକାଶ ପାଇଛି I କୋଡିଏ ସ୍ଥାନରେ 20 ମନ୍ତ୍ରୀ ପତାକା ଉତ୍ତୋଳନ କରିବେ I ସେହିପରି ଦୁଇଟି ସ୍ଥାନରେ ଆରଡିସି

ଭାରତର କମାଲ: ହକି ବିଶ୍ୱକପରେ ୱାଲ୍ସକୁ 4-2ରେ ହରାଇଲା

ଭୁବନେଶ୍ୱର//TATKAL ODISHA// ଭାରତୀୟ ପୁରୁଷ ହକି ଟିମ ତାର ଦବଦବା ଜାରି ରଖିଛି I ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମରେ ହୋଇଥିବା ପୋଲ ଡି ନିର୍ଣ୍ଣାୟକ ମ୍ୟାଚରେ ଭାରତ ୱାଲ୍ସକୁ 4-2 ଗୋଲରେ ପରାସ୍ତ କରିଛି I ଭାରତ ଏବେ 7 ପଏଣ୍ଟ ପାଇଛି I କ୍ୱାଟର ଫାଇନାଲ ପାଇଁ ରାସ୍ତା ସଫା

ଏକାଥରେ 167 OASଙ୍କ ବଦଳି

ଭୁବନେଶ୍ୱର//TATKAL ODISHA// ଓଏଏସ୍ ଅଫିସର ସ୍ତରରେ ବଡ଼ଧରଣର ଅଦଳବଦଳ ହୋଇଛି । ଏକାଥରେ ମୋଟ୍ 167 ଓଏଏସ ବଦର୍ଛନ୍ତି । ଏଥିରେ 79 ନୂଆ ତହସିଲଦାର ଅନ୍ତର୍ଭୁକ୍ତ । ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଏନେଇ ତିନୋଟି ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରଥମ

ଓରସାକକୁ ସମ୍ମାନଜନକ ଗୋଲଡ ସ୍କଚ ଆୱାର୍ଡ

ଭୁବନେଶ୍ୱର,//TATKAL ODISHA // ଓଡ଼ିଶା ମହାକାଶ ଉପଯୋଗ କେନ୍ଦ୍ର (ଓରସାକ) ଚଳିତ ବର୍ଷ ପାଇଁ ସମ୍ମାନଜନକ ଗୋଲଡ ସ୍କଚ ଆୱାର୍ଡ ପାଇବାକୁ ମନୋନୀତ ହୋଇଛି I ଏହି ପୁରସ୍କାର ଦୁଇଟି କ୍ଷେତ୍ର ପାଇଁ ମିଳିଛି Iବିନା ଜମିରେ ଚାଷ କରୁଥିବା ନକଲି ଚାଷୀଙ୍କୁ ସାଟେଲାଇଟ ଜିଆଇଏସ ଜରିଆରେ