କେନ୍ଦ୍ର ବଜେଟ : ଆୟକର ସୀମା 5ରୁ 7ଲକ୍ଷ ବୃଦ୍ଧି

ନୂଆଦିଲ୍ଲୀ//TATKAL ODISHA// ମଧ୍ୟମ ବର୍ଗଙ୍କ ପାଇଁ ବଡ଼ ଘୋଷଣା I 7 ଲକ୍ଷ ପର୍ଯ୍ୟନ୍ତ ଆୟରେ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ I 2023-24 ବଜେଟ ଉପସ୍ଥାପନା କରି ଏହା ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତା ରମଣ I ବଜେଟ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ

କେନ୍ଦ୍ର ବଜେଟ: ଅଟୋ ମୋବାଇଲ, ସାଇକେଲ, ଖେଳନା ଶସ୍ତା

ସବ କା ସାଥ, ସବକା ବିକାଶକୁ ଗୁରୁତ୍ୱ ନୂଆଦିଲ୍ଲୀ//TATKAL ODISHA// କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ର ସାଧାରଣ ବଜେଟ ଉପସ୍ଥାପନା କରିଛନ୍ତି I ଭାରତ ବିଶ୍ୱରେ ପଞ୍ଚମ ବୃହତ୍ତମ ଅର୍ଥ ବ୍ୟବସ୍ଥା I ବିଶ୍ୱରେ ମାନ୍ଦାବସ୍ଥା ସତ୍ୱେ ଭାରତରେ ସ୍ଥିତି ସୁଦୃଢ I

ଫେବ୍ରୁଆରୀ ୧୦ରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି

- ରମାଦେବୀ ବିଶ୍ୱବିଦ୍ୟାଳୟ କନ୍‌ଭୋକେସନ୍‌ରେ ଯୋଗଦେବେ ଭୁବନେଶ୍ୱର//TATKALODISHA ପୁଣି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ ଫେବ୍ରୁଆରୀ ୧୦ରେ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ

ଏକାଥରେ ବଦଳିଲେ 35 ORS ଅଧିକାରୀ

ଭୁବନେଶ୍ୱର//TATKAL ODISHA// ଏକାଥରେ 35 ଓଡ଼ିଶା ରାଜସ୍ୱ ଅଧିକାରୀ (ORS) ବଦଳିଛନ୍ତି I ଏଥିରେ ଅଧିକାଂଶ ଉପଜିଲ୍ଲାପାଳ ଓ ତହସିଲଦାର ଅଛନ୍ତି I ଏନେଇ ରାଜସ୍ବ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି... ଦେଖନ୍ତୁ ବଦଳି ତାଲିକା.... ORS TRANSFER

ବଦଳିଲେ ଝାରସୁଗୁଡା ଏସପି, ବ୍ରଜରାଜନଗର ଏସଡିପିଓ

ଭୁବନେଶ୍ୱର//TATKAL ODISHA // ଝାରସୁଗୁଡ଼ା ଏସପି ରାହୁଲ ଜୈନ୍ ବଦଳିଛନ୍ତି I ସେହିପରି ବ୍ରଜରାଜନଗର ଏସଡିପିଓ ଗୁପ୍ତେଶ୍ୱର ଭୋଇଙ୍କୁ ବି ହଟାଇ ଦିଆଯାଇଛି । ଉଭୟଙ୍କୁ ରାଜ୍ୟ ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । ନବ ଦାସ ହତ୍ୟା ପାଇଁ ରାଜ୍ୟ ସରକାର ଏପରି ପଦକ୍ଷେପ ଗ୍ରହଣ

ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର//TATKAL ODISHA// ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଅତିରିକ୍ତ ଭାବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଦାୟିତ୍ୱରେ ରହିବେ I ଏନେଇ ରାଜ୍ୟ ସରକାର ରାଜଭବନକୁ ଲିଖିତ ଭାବେ ଜଣାଇଥିବା ପରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅନମୋଦନ ଦେଇଛନ୍ତି I ଆଜି ସନ୍ଧ୍ୟା

ନବ ଦାସଙ୍କୁ ନବୀନଙ୍କ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର//TATKAL ODISHA// ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବର୍ଗତ ନବ କିଶୋର ଦାସଙ୍କ ବାସଭବନକୁ ଯାଇ ପୁଷ୍ପଗୁଚ୍ଛ ଦେଇ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି I ପରେ ନବଙ୍କ ପୁଅଙ୍କୁ ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି I ଏହାପରେ

ଶେଷରେ ଆଖି ବୁଜିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ

ଭୁବନେଶ୍ୱର//TATKAL ODISHA// ଶେଷରେ ଜୀବନ ସହ ସଂଗ୍ରାମ କରି ଆରପାରିକୁ ଚାଲିଗଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ। ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତ୍ୱେ ସେ ବଞ୍ଚିପାରିନାହାନ୍ତି । ତାଙ୍କୁ ମୃତ ଘୋଷଣା କରାଯାଇଛି । "ମୁଖ୍ୟମନ୍ତ୍ରୀ ନବୀନ

ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ :ଦେଖନ୍ତୁ LIVE ଭିଡିଓ

ଝାରସୁଗୁଡା//TATKAL ODISHA// ଝାରସୁଗୁଡା ବିଧାୟକ ତଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ରେ ମୁମୁର୍ଷୁ ହୋଇଥିବା ସୂଚନା ମିଳିଛି I ଝାରସୁଗୁଡା ଗାନ୍ଧୀ ଛକରେ ତାଙ୍କୁ ଗୁଳି ହୋଇଛି I "ଏଏସଆଇ ଗୋପାଳ ଦାସ ଗୁଳି ମାରିଥିବା ଏସଡିପିଓଙ୍କ ସୂଚନା..

ମନୋଜ କୁମାର ମହାପାତ୍ରଙ୍କ ନୂଆ ଗପ :’ଜେଜେ ହାତଗଢ଼ା ମୂର୍ତ୍ତି’

ଗଳ୍ପ *ଜେଜେ ହାତଗଢା ମୂର୍ତ୍ତି* *ମନୋଜ କୁମାର ମହାପାତ୍ର* ଏମିତି ଜଣେ ଲୋକ କୋଲକାତାରେ ନାହିଁ ଯିଏ ରୁବି ପ୍ରାଇଭେଟ ହସ୍ପିଟାଲକୁ ନ ଜାଣିଛି l ହସ୍ପିଟାଲଟି ଚିକିତ୍ସା ପ୍ରଯୁକ୍ତିବିଦ୍ୟାର ଅତ୍ୟାଧୁନିକ ଉପକରଣ ଦ୍ୱାରା ଯେପରି ସଜ୍ଜିତ, ସେମିତି ତାର ବିଭିନ୍ନ

ରୋବୋଟ ଦ୍ୱାରା ଆଣ୍ଠୁ ପ୍ରତ୍ୟାରୋପଣ, ଓଡ଼ିଶାରେ ପ୍ରଥମ

ସମ୍ ହସ୍ପିଟାଲ୍‌ରେ ଅସ୍ତ୍ରୋପଚାର ସମ୍ପାଦିତ ଭୁବନେଶ୍ୱର,//TATKAL ODISHA // ଓଡ଼ିଶାରେ ପ୍ରଥମ ଥର ପାଇଁ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲରେ ଶନିବାର ରୋବୋଟ ସାହାଯ୍ୟରେ ଆଣ୍ଠୁ ପ୍ରତ୍ୟାରୋପଣ ଅସ୍ତ୍ରୋପଚାର କରାଯାଇଛି । ରୋବୋଟିକ୍

ଆରପାରିରେ କବି ହୁସେନ ରବି ଗାନ୍ଧୀ

କଟକ/TATKAL ODISHA//  ଓଡ଼ିଶା ସାହିତ୍ୟ ଏକାଡେମିର ପୂର୍ବତନ ସଭାପତି ତଥା ବିଶିଷ୍ଟ କବି, ସାହିତ୍ୟିକ, ରାଜନେତା ହୁସେନ ରବି ଗାନ୍ଧୀ ଆଉ ଇହଜଗତରେ ନାହାନ୍ତି I କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ପରଲୋକ ଗମନ କରିଛନ୍ତି I

ମା ‘ବାଗଦେବୀ ଆବାହନ: କାହିଁକି ଦିନରେ ଶୁଭକାର୍ଯ୍ୟ ହୁଏ?

ଶ୍ରୀକାନ୍ତ ଦାଶ // TATKAL ODISHA// ଐତିହ୍ୟ ଖୋଜ// ଆଜି ପବିତ୍ର ଶ୍ରୀପଞ୍ଚମୀ | ବିଦ୍ୟାଦାୟିନୀ ବାଗଦେବୀ ମା'ସରସ୍ୱତୀଙ୍କ ଆବାହନୀ ସଙ୍ଗୀତରେ ସାରା ଜଗତ ବିଭୋର | ବିଶେଷ କରି କରୋନା ଯନ୍ତ୍ରଣାରେ ଜର୍ଜରିତ ସଂସାର ମାଙ୍କ 'ଆଶୀର୍ବାଦରୁ ଧୀରେ ଧୀରେ ଯନ୍ତ୍ରଣାମୁକ୍ତ

ଏମ୍ସ ଡେପୁଟେସନ ରଦ୍ଦ, ସଚ୍ଚିଦାନନ୍ଦ ମହାନ୍ତି ଡିଏମଇଟି ନୂଆ ନିର୍ଦେଶକ

ଭୁବନେଶ୍ୱର//TATKAL ODISHA// ସ୍ଥାନୀୟ ସିଜୁଆ ଠାରେ ଥିବା ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁରବିଜ୍ଞାନ ସଂସ୍ଥାନ ବା ଏମ୍ସକୁ ଯାଇଥିବା ପ୍ରଫେସର (ଡାକ୍ତର) ସଚ୍ଚିଦାନନ୍ଦ ମହାନ୍ତିଙ୍କ ଡେପୁଟେସନ ନିର୍ଦେଶନାମା ରଦ୍ଦ ହୋଇଛି I ସେ ସେଠାରେ ସୁପରିଣ୍ଟେଡେଣ୍ଟ ଭାବେ କାର୍ଯ୍ୟ ସମ୍ପାଦନ

ବିଜେପିକୁ ବାଏ ବାଏ, ଧରିବେ ବିଆରଏସ ମଙ୍ଗ 

କହିଲେ, ବିଜେପି ତାଙ୍କୁ ଅଣଦେଖା କରିଛି ଭୁବନେଶ୍ୱର,//TATKAL ODISHA// : ସବୁ କଳ୍ପନା-ଜଳ୍ପନାର ଅନ୍ତ ଘଟିଛି I ଶେଷରେ ରାଜନୀତିର ଦୋଛକିରେ ଥିବା ଗମାଙ୍ଗ ବାପା-ପୁଅ ବିଜେପିକୁ ବାଏ ବାଏ କରି ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି I ଯାହା ଜଣାପଡୁଛି