ଜୟନାରାୟଣଙ୍କ ପୁଣି ବିସ୍ପୋରଣ : ଶାସକ ଦଳର ୪୬ ବିଧାୟକଙ୍କ ନାଁରେ ୧୮୦ ମାମଲା

ଭୁବନେଶ୍ୱର,//TATKAL ODISHA// ଶାସକ ଦଳର ୪୬ ଜଣ ବିଧାୟକଙ୍କ ନାଁରେ ୧୮୦ ମାମଲା ରହିଛି। ୬ ଜଣଙ୍କ ନାଁରେ ୩୦୭, ୫ ଜଣଙ୍କ ନାଁରେ ଅସଦାଚରଣ ମାମଲା ରହିଛି I ବିଧାନସଭା ଶୂନ୍ୟକାଳରେ ଜୟନାରାୟଣ ମିଶ୍ର ପୁଣି ଏଭଳି ଢଙ୍ଗରେ ବିସ୍ପୋରଣ କରିଛନ୍ତି I ସେ କହିଛନ୍ତି ଯେ, ଯଦି ମୁଁ

ଝାରସୁଗୁଡାର ଗୋଁଣ୍ଡୱାନା ଛକକୁ ‘ବୀର କରୁଣାକର ସିଂହ ନାଏକ ଛକ’ ନାମରେ ନାମିତ ହେଉ

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ ନୂଆଦିଲ୍ଲୀ/ଭୁବନେଶ୍ୱର//TATKAL ODISHA// ଝାରସୁଗୁଡା ଜିଲ୍ଲା ଗୋଁଣ୍ଡୱାନା ଛକକୁ ‘ବୀର କରୁଣାକର ସିଂହ ନାଏକ ଛକ’ ଭାବେ ନାମିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ଅନୁରୋଧ

ନବ ହତ୍ୟା ମାମଲାରେ ହାଇକୋର୍ଟଙ୍କ ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ରାଜ୍ୟ ସରକାରଙ୍କ ପାଖରେ ଅଛି କି? : ବିଜେପିର ପୁଣି…

ନବ ଦାସଙ୍କ ହତ୍ୟାକାଣ୍ଡକୁ ମିଛରେ କୋର୍ଟ ମନିଟର୍ଡ କହି କାହିଁକି ବାରମ୍ବାର ଭୂଆଁ ବୁଲାଉଛନ୍ତି ରାଜ୍ୟ ସରକାର: ପୀତାମ୍ବର ଭୁବନେଶ୍ୱର,//TATKAL ODISHA// ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ଆଜି ୨୪ଦିନ ବିତି ଗଲାଣି । ଏହିଭଳି ଜଘନ୍ୟ ହତ୍ୟାକାଣ୍ଡର ମୁଖ୍ୟ

ନବ ଦାସ ହତ୍ୟାକାଣ୍ଡ ଭଳି ସମ୍ବେଦନଶୀଳ ଘଟଣାରେ ରାଜନୀତି କରିବା ଉଚିତ ନୁହେଁ : ମୁଖ୍ୟମନ୍ତ୍ରୀ

ବିଧାନସଭାରେ ନବୀନ ପଟ୍ଟନାୟକଙ୍କର ବକ୍ତବ୍ୟ ଭୁବନେଶ୍ୱର,// TATKAL ODISHA// ଓଡିଶାର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା ଏହି ଗୃହର ସଦସ୍ୟ ନବକିଶୋର ଦାସଙ୍କର ମୃତ୍ୟୁ ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଦୁଃଖ ଓ ବେଦନାଦାୟକ । ଯେତେବେଳେ ଆମେ ଏ ଗୃହରେ ଏକାଠି ହେଲେ, ସେତେବେଳେ ଆମେ

ବଢ଼ି ଚାଲିଛି ତୁର୍କୀ ଓ ସିରିଆ ଭୂକମ୍ପ ମୃତ୍ୟୁ ସଂଖ୍ୟା

ମୃତ୍ୟୁ ସଂଖ୍ୟା 4000 ହଜାର ଟପିପାରେ ନୂଆଦିଲ୍ଲୀ//TATKAL ODISHA // ତୁର୍କୀ ଓ ସିରିଆ ଭୂକମ୍ପରେ ବଢ଼ି ଚାଲିଛି ମୃତ୍ୟୁସଂଖ୍ୟା I ଏଯାବତ ୩,୮୦୦ ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ବରଣ କରିଥିବା ବେଳେ ୧୫ ହଜାରରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଥିବା ସୂଚନା I ଧ୍ୱଂସ ଭଗ୍ନାବଶେଷ

କେମିତି କଟିଵ ଏଇ ସାପ୍ତାହ? ଦେଖନ୍ତୁ ଜ୍ୟୋତିର୍ବିଦ୍ୟାବାରିଧି ଶ୍ରୀଦୋଳଗୋବିନ୍ଦ ପଣ୍ଡାଙ୍କ ଗଣନା

//TATKAL ODISHA // ଏ ସପ୍ତାହର ରାଶିଫଳଶ୍ରୀଦୋଳଗୋବିନ୍ଦ ପଣ୍ଡା, ଜ୍ୟୋତିର୍ବିଦ୍ୟାବାରିଧି(ଏ ସପ୍ତାହର ରାଶିଫଳ: ୦୬-୦୨-୨୩ ସୋମବାରଠାରୁ ୧୨-୦୨-୨୩ ରବିବାର ପର୍ଯ୍ୟନ୍ତ) ********************************************

ସୌମ୍ୟଙ୍କ ନୀରବତା ଭଙ୍ଗ : ଚେଙ୍ଗି ଦେଲେ କି ?

ଭୁବନେଶ୍ୱର,//TATKAL ODISHA// ରିପୋର୍ଟ : ମାନସ ରଞ୍ଜନ ପାତ୍ର ବେଶ୍ କେଇ ଦିନ ନିରବତା ପରେ ବିଜେଡିର ବରିଷ୍ଠ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ପୁଲିସ୍ ଡିଜିଙ୍କୁ କଟାକ୍ଷ କରିିବା ସହ ନବ ଦାସ ହତ୍ୟା ଘଟଣାରେ ସରକାରଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି । ଏପରିକି

ଆରପାରିରେ କୋକିଳ କଣ୍ଠି ବାଣୀ ଜୟରାମ

ଭୁବନେଶ୍ୱର, କଟକ//TATKAL ODISHA// ଆଉ ଇହ ଜଗତରେ ନାହାନ୍ତି କୋକିଳା କଣ୍ଠି ବାଣୀ ଜୟରାମ I ମୃତ୍ୟୁ ବେଳକୁ ତାଙ୍କର ବୟସ 75 ବର୍ଷ ହୋଇଥିଲା I ୩୦ ନଭେମ୍ବର ୧୯୪୫ରେ ଜନ୍ମ ଲାଭ କରିଥିଲେ ବାଣୀ ଜୟରାମ I ତାମିଲନାଡୁର ଭେଲୋରଠାରେ ଏକ ବ୍ରାହ୍ମଣ

ପଗଡ଼ି ପୁରୁଷ- ଶତାବ୍ଦୀର ସୂର୍ଯ୍ୟ

ଉତ୍କଳ ଗୌରବ ମଧୁସୂଦନ:ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳି 1848 ମସିହା ଏପ୍ରିଲ 28 I ଓଡିଶା ଇତିହାସରେ ଏକ ସ୍ୱର୍ଣ୍ଣିମ ଦିବସ | ଏହିଦିନ କଟକ ଜିଲ୍ଲା, ସତ୍ୟଭାମା ପୁର ଗ୍ରାମରେ ପିତା ଚୌଧୁରୀ ଶ୍ରୀ ଲୋକନାଥ ଦାସ ଓ ମାତା ପାର୍ବତୀ ଦେବୀଙ୍କ କୋଳମଣ୍ଡନ କରି ଭୂମିଷ୍ଠ ହୋଇଥିଲେ

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କର୍ଣ୍ଣାଟକର ନୂଆ ପ୍ରଭାରୀ

ନୂଆଦିଲ୍ଲୀ//TATKAL ODISHA// କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କର୍ଣ୍ଣାଟକ ଦାୟିତ୍ବ ଦିଆଯାଇଛି I କର୍ଣ୍ଣାଟକ ନିର୍ବାଚନ ପାଇଁ ଧର୍ମେନ୍ଦ୍ର ନୂଆ ପ୍ରଭାରୀ ଭାବେ କାର୍ଯ୍ୟ ସମ୍ପାଦନ କରିବେ I ଧର୍ମେନ୍ଦ୍ରଙ୍କୁ ପ୍ରଭାରୀ ଭାବରେ ନିଯୁକ୍ତି ପ୍ରଦାନ କରିଛନ୍ତି

ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେଙ୍କ ଭାଗ୍ୟ ଏବେ ସୁତା ଖିଅରେ?

6ରେ ଚୂଡାନ୍ତ ଫଇସଲା ସୁନ୍ଦରଗଡ଼,ଭୁବନେଶ୍ୱର, କଟକ//TATKAL ODISHA// ବିଜେପି ନେତ୍ରୀ ତଥା ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେଙ୍କ ଭାଗ୍ୟ ଏବେ ସୁତା ଖିଅରେ? ଅଫିସ ଅଫ ପ୍ରଫିଟ' ବିବାଦରେ ସେ ଛନ୍ଦି ହୋଇ ହରଡ଼ଘଣାରେ ପଡିଛନ୍ତି?? ଆସନ୍ତା 6ରେ ଫଇସଲା ହୋଇଯିବ I

ଫେବୃଆରୀ ୨୧ରୁ ବିଧାନସଭା : ୨୪ରେ ଆଗତ ହେବ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ

ଭୁବନେଶ୍ୱର://TATKAL ODISHA//  ବିଧାନସଭା ବଜେଟ ଅଧିବେଶନ ଫେବୃଆରୀ ୨୧ରୁ ଆରମ୍ଭ ହୋଇ ଏପ୍ରିଲ ୬ରେ ଶେଷ ହେବ। ଫେବୃଆରୀ ୨୪ରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଗତ କରିବେ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ।ଅଧିବେଶ ଆରମ୍ଭ ଦିନ ମହାମହିମ ରାଜ୍ୟପାଳ ଗଣେଶୀ ଲାଲ ଗୃହକୁ ସମ୍ବୋଧନ କରିବେ। 

ଜୟପୁରର ବିକ୍ରମଦେବ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା  

ଭୁବନେଶ୍ୱର //TATKAL ODISHA// ଜୟପୁରର ପ୍ରସିଦ୍ଧ ଉଚ୍ଚଶିକ୍ଷାନୁଷ୍ଠାନ ବିକ୍ରମଦେବ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଅବିଭକ୍ତ

ପୁଣି 170 ORS ଅଧିକାରୀଙ୍କ ବଦଳି

ଦୁଇଟି ବିଜ୍ଞପ୍ତି ପ୍ରକାଶ ଭୁବନେଶ୍ୱର//TATKAL ODISHA// ରାଜ୍ୟ ସରକାର ପୁଣି ଏକାଥରେ 170 ଗ୍ରୁପ -ବି ଓଡ଼ିଶା ରାଜସ୍ୱ ଅଧିକାରୀ (ORS)ଙ୍କୁ ବଦଳି କରିଛନ୍ତି I ଏହି ବଦଳି ତାଲିକାରେ ଅଧିକାଂଶ ଆସିଷ୍ଟାଣ୍ଟ କଲେକ୍ଟର ଓ ଆସିଷ୍ଟାଣ୍ଟ ତହସିଲଦାର ଅଛନ୍ତି I ଏନେଇ ରାଜସ୍ବ ଓ

ନବ ଦାସ ହତ୍ୟା ମାମଲା: ପୂର୍ବତନ ବିଚାରପତି ଜେ ପି ଦାସ କରିବେ ତଦନ୍ତ ତଦାରଖ

ଭୁବନେଶ୍ୱର//TATKAL ODISHA// ନବ କିଶୋର ଦାସଙ୍କୁ ଗୁଳିମାଡ଼ ମାମଲାରେ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଜେ ପି ଦାସ ତଦନ୍ତ ତଦାରଖ କରିବେ I ହାଇକୋର୍ଟ ରେଜିଷ୍ଟ୍ରାର ରାଜ୍ୟ ସରକାରଙ୍କୁ ଚିଠି ଦେଇ ଅବଗତ କରିଛନ୍ତି I  ପୂର୍ବରୁ ରାଜ୍ୟ ସରକାରଙ୍କ ଗୃହ ବିଭାଗ