ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତିଙ୍କୁ ଆଇୟୁପିଏସି ପୁରସ୍କାର : ସବୁ ମହଲରୁ ଶୁଭେଛାର ସୁଅ

ପୁନେ, ଭୁବନେଶ୍ୱର//TATKAL ODISHA// ଭାରତର ସମ୍ମାନଜନକ ଆଇୟୁପିଏସି ପୁରସ୍କାର ପାଇବେ ଭାବା ପରମାଣବିକ ଗବେଷଣା କେନ୍ଦ୍ରରେ କାର୍ଯ୍ୟରତ ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତି । ଏହି ପୁରସ୍କାର ପାଇବାରେ ସେ ହେବେ ଦେଶର ପ୍ରଥମ ମହିଳା। ରସାୟନ ବିଜ୍ଞାନ କ୍ଷେତ୍ରରେ କୃତିତ୍ୱ ପାଇଁ

ପଦ୍ମ ଧରିଲେ ଓଡ଼ିଆ ଅଭିନେତ୍ରୀ ଜିନା

ଭୁବନେଶ୍ୱର,ବାଲେଶ୍ୱର,//TATKAL ODISHA// ଓଡ଼ିଆ ଭେଟରାନ ଅଭିନେତ୍ରୀ ମହାଶ୍ୱେତା ରାୟ, ଅପରାଜିତା ମହାନ୍ତିଙ୍କ ସହ ସିନେ କଳାକାର ପିଙ୍କି ପ୍ରଧାନ, ଅଶ୍ରୁମୋଚନ ମହାନ୍ତି, ଅନୁ ଚୌଧୁରୀ, ଶ୍ରୀତମ୍ ଦାସ ଓ ଅଖିଳ ପଟ୍ଟନାୟକ ଭଳି ଓଡ଼ିଆ l ଅଭିନେତ୍ରୀ ଜିନା ସାମଲ ପଦ୍ମ ଧରିଛନ୍ତି

ଓଡ଼ିଆ ଭାଷା ଦିବସ: ଆତ୍ମ ସମୀକ୍ଷାର ଦିନ

ଶ୍ରୀକାନ୍ତ ଦାଶ ଓଡ଼ିଆ ଭାଷା ଦିବସଆଜି ଓଡ଼ିଆ ଭାଷା ଦିବସ | ହେଲେ ଆମ ପ୍ରିୟ ମାତୃଭାଷା ପ୍ରତି କାହାର ଦରଦ ନାହିଁ | ଦରଦ ଓ ଭଲ ପାଇବା ଥିଲେ ସରକାରୀ, ବେସରକାରୀ, ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଆଗରେ ଓଡ଼ିଆ ନାମ ଫଳକ ଶୋଭା ପାଉଥାନ୍ତା, ଯାହା ହେଉନି | ଏମିତି କି ଆମ ପ୍ରଶାସନର

ନବ ଦାସ ହତ୍ୟା ନେଇ ଝଡ଼, ଗୃହ ଅଚଳ

ମୁଖ୍ୟମନ୍ତ୍ରୀଙ୍କ ଇସ୍ତପା ଦାବି କଲେ କଂଗ୍ରେସ ସଦସ୍ୟ ଭୁବନେଶ୍ୱର//TATKAL ODISHA// ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟା ପ୍ରସଙ୍ଗରେ ବିରୋଧୀ ବିଜେପି ଓ କଂଗ୍ରେସ ସଭ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ଅଚଳ ହୋଇଛି I ବିଧାନସଭାକୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ

ମରିଚିକୋଟ ଲକ୍ଷ୍ମୀ ମାର୍କେଟ କଂପ୍ଲେକ୍ସରେ ନିଆଁ, ଶ୍ରୀକ୍ଷେତ୍ର ଧୂଆଁମୟ

ପୁରୀ //TATKAL ODISHA// ପୁରୀ ମରିଚିକୋଟ ଛକ ଲକ୍ଷ୍ମୀ ମାର୍କେଟ କଂପ୍ଲେକ୍ସ ନିଆଁ ଅଣାୟତ୍ତ ହୋଇଛି I ଅଗ୍ନିକାଣ୍ଡକୁ ୧୨ ଘଣ୍ଟା ବିତିଥିଲା ବେଳେ ଏବେ ବି ଧୂଆଁ ବାହାରୁଛି I ଫଳରେ ଶ୍ରୀକ୍ଷେତ୍ର ଧୂଆଁମୟ ହୋଇଛି I ଦୂରରୁ ଶ୍ରୀମନ୍ଦିର ମଧ୍ୟ ଦୃଶ୍ୟମାନ ହେଉନି I

ନିଆରା ହୋଲି : ପୂଜ୍ୟପୂଜା କଲେ ସମାଜସେବିକା ଶାନ୍ତା

ବାଲେଶ୍ୱର //TATKAL ODISHA// ଭାଇଚାରା, ଆତ୍ମୀୟତାକୁ ଉଜ୍ଜୀବିତ ରଖିବାର ପର୍ବ ହେଉଛି ହୋଲି l ସେହିପରି ମହିଳା ସଶକ୍ତିକରଣ ବାର୍ତ୍ତା ନେଇ ପାଳିତ ହେଉଛି ଅନ୍ତର୍ଜାତୀୟ ମହିଳା ଦିବସ I ଦୁଇଟି ଯାକ ଉତ୍ସବ ସମାନ ଦିନରେ ପଡିଥିବାରୁ ଏହାକୁ ନିଆରା ଢଙ୍ଗରେ ପାଳିଛନ୍ତି

ଆରପାରିରେ ବିଶିଷ୍ଟ ବୈଜ୍ଞାନିକ ଡ. ପିକେ ଜେନା

ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ଶେଷ କୃତ୍ୟ ଭୁବନେଶ୍ୱର //TATKAL ODISHA// ପବିତ୍ର ଦୋଳ ପୁର୍ଣିମାରେ ଆରପାରିକୁ ଚାଲିଗରେ ବିଶିଷ୍ଟ ବୈଜ୍ଞାନିକ ଡ଼ ପ୍ରଫୁଲ୍ଲ କୁମାର ଜେନା I ୨୭ ଡିସେମ୍ବର ୧୯୩୧ରେ ଜନ୍ମ ଗ୍ରହଣ କରିଥିବା ସ୍ବର୍ଗତ ଜେନା ଜଣେ ଧାତବ ବିଜ୍ଞାନୀ

ଆଠଶହ ବର୍ଷ ତଳୁ ଓଡ଼ିଶାରେ ପାଳିତ ହେଉଛି ଦୋଳ ଯାତ୍ରା

ଓଡ଼ିଆ ଜନ ଜୀବନର ପର୍ବ ଦୋଳ ଓ ହୋଲି ଶ୍ରୀକାନ୍ତ ଦାଶ ଓଡିଶାରେ ପାଳିତ ହେଉଥିବା ପର୍ବ ମଧ୍ୟରେ ଦୋଳ ଓ ହୋଲି ପର୍ବ ସ୍ୱତନ୍ତ୍ର ଓ ଅନନ୍ୟ |ଏହା ଫଗୁ ଦଶମୀରୁ ଆରମ୍ଭ ହୋଇଯାଏ |ଏହା ସ୍ନେହ,ସଦିଚ୍ଛା, ପାରମ୍ପରିକ ସୌହାର୍ଦ୍ଦ୍ୟ ଓ ଭାଇଚାରାର ପ୍ରତୀକ | ପୃଥିବୀରେ ଋତୁରାଜ

ନୂଆ ସପ୍ତାହର ରାଶିଫଳ, ଜ୍ୟୋତିର୍ବିଦ୍ୟାବାରିଧି ଶ୍ରୀଦୋଳଗୋବିନ୍ଦ ପଣ୍ଡାଙ୍କ ଗଣନା ଦେଖନ୍ତୁ…

+++++++++++++++++++++++++++++++++++++(ଏ ସପ୍ତାହର ରାଶିଫଳ: ୦୬-୦୩-୨୩ ସୋମବାରଠାରୁ ୧୨-୦୩-୨୩ ରବିବାର ପର୍ଯ୍ୟନ୍ତ)++++++++++++++++++++++++++++++++++ ମେଷ: ସୋମ ଓ ମଙ୍ଗଳବାର ପଞ୍ଚମ ଚନ୍ଦ୍ର ସାଧାରଣତଃ ମିଶ୍ରିତ ଫଳ ଦେଇଥାଏ- କୃଷ୍ଣପକ୍ଷରେ ଅଶୁଭ ଓ ଶୁକ୍ଳପକ୍ଷରେ ଶୁଭ।

କଥାକାର ମନୋଜ କୁମାର ମହାପାତ୍ରଙ୍କ ଗଳ୍ପ-11: ‘ଲଣ୍ଠନ’

ଗଳ୍ପ// ଲଣ୍ଠନ //TATKAL ODISHA// ++++++++++++++++++++++++++++++++ ମନୋଜ କୁମାର ମହାପାତ୍ର +++++++++++++++++++++++++++++++++ ମାଟୁ ଉପରକୁ ଯିବା ପାଇଁ ଏକମାତ୍ର ବାଟ ଥିଲା କାଠ ସିଡିଟା l ସେଥିରେ ପୁଣି ଚାରିଟା ପାହାଚ l ଛୋଟ ପିଲାଙ୍କୁ ସିଡ଼ି

ସତ୍ୟବ୍ରତ ସାହୁଙ୍କ କଣ୍ଠରେ ଆଉ ଏକ ମନଛୁଆଁ ଗୀତ.. ‘ଆସିଛି ଦୋଳ ପୁନେଇଁ’..

//TATKAL ODISHA// ପ୍ରତି ଥର ଭଳି ଏଥର ବି ବରିଷ୍ଠ ପ୍ରଶାସକ ଓ ବିଶିଷ୍ଟ ଗାୟକ ସତ୍ୟବ୍ରତ ସାହୁ ମନ ଛୁଇଁଲା ଭଳି ଗୀତ ଆପଣଙ୍କୁ ଭେଟି ଦେଇଛନ୍ତି I ଦୋଳ ପୁନେଇଁ ଉପରେ ଏହି ଗୀତ ପର୍ଯ୍ୟବେସିତ- ଶୁଣନ୍ତୁ...'ବରଷକେ ଥରେ ଆସିଛି ଦୋଳ ପୁନେଇଁ '...

ମିଳନ କାନନଗୋ ବିଜେଡି ଲିଗାଲ ଫ୍ରଣ୍ଟ ନୂଆ ସଭାପତି : ତାଲିକାରେ କେଉଁମାନେ ଦେଖନ୍ତୁ..

ଭୁବନେଶ୍ୱର//TATKAL ODISHA// ହାଇକୋର୍ଟର ବରିଷ୍ଠ ଆଇନଜୀବୀ ମିଳନ କାନନଗୋ ବିଜେଡି ଲିଗାଲ ଫ୍ରଣ୍ଟ ସଭାପତି ଭାବେ ନିଯୁକ୍ତି ପାଇଛନ୍ତି I ସେହିପରି ସମ୍ପାଦକ ଭାବେ ଶୁଭଂଶୁ ଶେଖର ମହାନ୍ତି ନିଯୁକ୍ତି ପାଇଥିବା ବେଳେ ସାତ ଜଣ ଉପସଭାପତି,4 ଜଣ ଉପଦେଷ୍ଟା ଓ 33 ସାଙ୍ଗଠନିକ ଜିଲ୍ଲା

ଖୁସି ଆଣିଦେଇଛି ବଜେଟ : ଶାନ୍ତା ଦାସ

ବାଲେଶ୍ୱର// TATKAL ODISHA// ରାଜ୍ୟ ସରକାର, 2023-24 ଆର୍ଥିକ ବର୍ଷ ପାଇଁ 2ଲକ୍ଷ 30 ହଜାର କୋଟି ଟଙ୍କାର ବଜେଟ ଅନୁମୋଦନ କରିଛନ୍ତି l ଯାହାକି ବିଗତ ବର୍ଷ ତୁଳନାରେ 15 % ଅଧିକ ଅଟେ lମୁଁ ଏହି ବଜେଟ ବ୍ୟୟବରାଦରେ ଖୁସି ଅଛି l କାହିଁ ନା ଏଥିରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଗତ

ଦୁଇ ମିଡିଆ ସଂସ୍ଥା ବିରୋଧରେ ଅମର ଆଣିଲେ ସ୍ବାଧୀକାର ଭଙ୍ଗ ପ୍ରସ୍ତାବ

ଭୁବନେଶ୍ୱର,TATKAL ODISHA// ଦି ନିୟୁ ଇଣ୍ଡିଆନ ଏକ୍ସପ୍ରେସ ଏବଂ ଓଡ଼ିଶା ଟିଭି (OTV) ବିରୋଧରେ ବିଜେଡି ବିଧାୟକ ଅମର ଶତପଥୀ ଗୃହରେ ସ୍ବାଧୀକାର ଭଙ୍ଗ ପ୍ରସ୍ତାବ ଆଣିଛନ୍ତି I   ଗତକାଲି ସନ୍ଧ୍ୟାରେ ନବ ଦାସ ହତ୍ୟା ନେଇ ଆସିଥିବା  'ମୋସନ' ଆଲୋଚନାରେ  ଜଣେ ସରକାରୀ

ଚାଷୀ ଆତ୍ମହତ୍ୟା ନେଇ ବିରୋଧୀଙ୍କ ହାଙ୍ଗାମା, ଗୃହ ମୁଲତଵୀ

ଭୁବନେଶ୍ୱର//TATKAL ODISHA// ଆଇନଶୃଙ୍ଖଳା ଓ ନବ ଦାସ ହତ୍ୟା ନେଇ ବିରୋଧୀଙ୍କ ହାଙ୍ଗାମା ଯୋଗୁଁ ବଜେଟ ଅଧିବେଶନର ପ୍ରଥମ ଦୁଇ ଦିନ ଗୃହ ସୁରୁଖୁରୁରେ ଚାଲି ପାରି ନ ଥିଲା I ହେଲେ ତୃତୀୟ ଦିନ ଦିନତମାମ ଗୃହ ବେଶ ସ୍ୱାଭାବିକ ଥିଲା I ମାତ୍ର ଚତୁର୍ଥ ଦିନରେ ବିରୋଧୀ