ଆନନ୍ଦ ମହାପାତ୍ରଙ୍କ ‘ପଖାଳ’ ଅନୁଭୂତି

ଭୁବନେଶ୍ୱର//TATKAL ODISHA// ଆଜିକାଲି ଡାକ୍ତରଙ୍କ ପାଖକୁ କୌଣସି ପେଟ ଗୋଳମାଳ ଜନିତ ସମସ୍ୟା ନେଇ ଗଲେ ପ୍ରାୟତଃ ପ୍ରୋବାଇଓଟିକ ନାମକ ଏକ ଔଷଧ ଖାଇବାକୁ ସେମାନେ ପରାମର୍ଶ ଦେଉଛନ୍ତି। ଦେଶ ବିଦେଶରେ ଏହା ଏକ ଲାଇଫ ଷ୍ଟାଇଲ ଡ୍ରଗର ମାନ୍ୟତା ପାଇଲାଣି। ବିଜ୍ଞାନର ଛାତ୍ର ଭାବରେ

ମାଟ୍ରିକ ପ୍ରଶ୍ନପତ୍ର ଲିକ୍ ନେଇ ହଙ୍ଗମା, ଗୃହ ଅଚଳ

ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି ଭୁବନେଶ୍ବର//TATKAL ODISHA// ପ୍ରଶ୍ନକାଳ ଆରମ୍ଭରୁ ହିଁ ହୋହଲ୍ଲା କରିଥିଲେ ବିରୋଧୀ।ବିଧାନସଭା ପ୍ରଶ୍ନକାଳରେ ଉଠିଲା ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗ । ବିରୋଧୀ ଦଳ ନେତାମାନେ ଗୃହରେ ମାଟ୍ରିକ ପ୍ରଶ୍ନପତ୍ର ଲିକ୍

ନୂଆ ସପ୍ତାହର ରାଶିଫଳ: ଦେଖନ୍ତୁ ଜ୍ୟୋତିର୍ବିଦ୍ୟାବାରଧି ଶ୍ରୀଦୋଳଗୋବିନ୍ଦ ପଣ୍ଡାଙ୍କ ଗଣନା

//TATKAL ODISHA// ଏ ସପ୍ତାହର ରାଶିଫଳଶ୍ରୀଦୋଳଗୋବିନ୍ଦ ପଣ୍ଡା, ଜ୍ୟୋତିର୍ବିଦ୍ୟାବାରିଧି(ଏ ସପ୍ତାହର ରାଶିଫଳ: ୨୦-୦୩-୨୩ ସୋମବାରଠାରୁ ୨୬-୦୩-୨୩ ରବିବାର ପର୍ଯ୍ୟନ୍ତ) ମେଷ: ସୋମବାରଠାରୁ ମଙ୍ଗଳବାର ମଧ୍ୟାହ୍ନ ପର୍ଯ୍ୟନ୍ତ ମନର ଆଶା ପୂରଣ ହେବ। ବ୍ୟବସାୟ-ବାଣିଜ୍ୟ ଓ

ମହାଗିରି ପାହାଡ଼ର ‘ଅଶୋକ ଝର’, ଓଃ କି ସୁନ୍ଦର!

ଆସନ୍ତୁ ବୁଲିଯିବା *ଯାଜପୁର ରୋଡ //TATKAL ODISHA // ଦୂରରୁ ପ୍ରାଚୀର ଭଳି ଲମ୍ବି ଯାଇଛି ନିଳ ପାହାଡ଼..ଚତୁଃର୍ଦିଗରେ ବ୍ୟାପ୍ତ ହୋଇଛି ଆକାଶକୁ ଛୁଇଁଥିବା ଶାଳ, ପିଆଶାଳ ଭଳି ବିରାଟ ବୃକ୍ଷରାଜି, କେତେ ରକମର ଜଙ୍ଗଲୀ ଗୁଳ୍ମରେ ଆଚ୍ଛାଦିତ ହୋଇଛି ଏଇ କ୍ଷେତ୍ର I ଆଉ ସେଇ

ମାୟାଧର ମିଜାଇଲ-୩: ଗଣଆନ୍ଦୋଳନ : ସେଦିନ ଓ ଆଜି–କେତେ ତଫାତ୍‍ !

ମାୟାଧର ନାୟକ //TATKAL ODISHA// ଆମେ ଜାଣନ୍ତି, ଟ୍ରେଡ୍‌ୟୁନିୟନ ଓ ଗଣତାନ୍ତ୍ରୀକ ଆନ୍ଦୋଳନ ଧାରା ଅତି ପୁରୁଣା ଓ ଚିରାଚରିତ । ଶହେବର୍ଷ ପୂର୍ବେ ସେତେବେଳର ପୁଞ୍ଜିବାଦର ଉତ୍ପତ୍ତି ଓ କ୍ରମୋନ୍ନତିକୁ ବିରୋଧ କରିବା ପାଇଁ ଶ୍ରମିକ ଆନ୍ଦୋଳନ ଜନ୍ମ ନେଇଥିଲା । ବର୍ତ୍ତମାନର

ସମବାୟ ସଂସ୍ଥା ଅଧ୍ୟକ୍ଷ : ପୋଛିନେଲା ବିଜେଡି

ଦେଖନ୍ତୁ 15 ସମବାୟ ସଂସ୍ଥାର ତାଲିକା ଭୁବନେଶ୍ୱର//TATKAL ODISHA // ରାଜ୍ୟର ସମସ୍ତ 15 ଶୀର୍ଷ ସମବାୟ ସଂସ୍ଥାର ଅଧ୍ୟକ୍ଷ ପଦକୁ ହାତେଇ ନେଇଛି ବିଜୁ ଜନତା ଦଳ i ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ରବିବାର ନିର୍ବାଚନ ଫଳ ପ୍ରକାଶ ପାଇଛି I ଏନେଇ ଖୁସି ବ୍ୟକ୍ତ କରି

ସଚିବ, ଜିଲ୍ଲାପାଳ ସ୍ତରରେ ଅଦଳବଦଳ ଖୁବଶୀଘ୍ର, ତାଲିକା ପ୍ରସ୍ତୁତ?

ଭୁବନେଶ୍ୱର// TATKAL ODISHA // ସଚିବ ଓ ଜିଲ୍ଲାପାଳ ସ୍ତରରେ ଖୁବଶୀଘ୍ର ଏକ ଅଦଳବଦଳ ହେବାକୁ ଯାଉଛି I ଏହି ବଦଳି ତାଲିକା ଖୁବଶୀଘ୍ର ପ୍ରକାଶ ପାଇବ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି I କିଏ କେଉଁଠିକୁ ବଦଳି ହେବେ ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଚୂଡାନ୍ତ ନିଷ୍ପତ୍ତି

୨୩ରେ ନବୀନଙ୍କୁ ଭେଟିବେ ଦିଦି !

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ମମତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ ଭୁବନେଶ୍ୱର,//TATKAL ODISHA// ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସଭାନେତ୍ରୀ ମମତା ବାନାର୍ଜୀ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ୨୩ରୁ ଗସ୍ତ କାର୍ଯ୍ୟକ୍ରମ ଆରମ୍ଭ

ମାୟାଧର ମିଜାଇଲ-୨ : ‘ଗଣଆନ୍ଦୋଳନର ମାର୍ଗଦର୍ଶନ’

//TATKAL ODISHA//ନିୟମିତ ସ୍ତମ୍ଭ// ମାୟାଧର ନାୟକ ବର୍ଷବର୍ଷ ଧରି ଅନେକ ଆନ୍ଦୋଳନ ସତ୍ୱେ କାହିଁକି ବିପ୍ଳବର ବ୍ୟର୍ଥତା, କାହିଁକି ଆନ୍ଦୋଳନଗୁଡ଼ିକର ମରୀଚିକା ଆଡ଼କୁ ମହାଯାତ୍ରା, କାହିଁକି ଅନ୍ଧାରୀ ଶାସନକୁ ମୁକାବିଲା କରି ହେଉନି ? ଏଇସବୁ ପ୍ରଶ୍ନ ଏବେବି ମନରେ ଖେଳିବୁଲୁଛି ।

ସମାଜସେବୀ ଶାନ୍ତା ଦାସଙ୍କୁ ମିଳିଲା ଗ୍ରାଣ୍ଡ କୁଇନ୍ସ ଲିଡରସିପ ଆୱାର୍ଡ

ଭୁବନେଶ୍ୱର//TATKAL ODISHA// ସମାଜସେବା ଓ ରାଜନୀତିରେ ପାଦ ରଖିଥିବା ରେମୁଣା ଅଞ୍ଚଳର ସମିତି ସଭ୍ୟା ତଥା ସମାଜସେବୀ ଶ୍ରୀମତୀ ଶାନ୍ତା ଦାସଙ୍କୁ ଗ୍ରାଣ୍ଡ କୁଇନ୍ସ ଲିଡରସିପ ସମ୍ମାନରେ ସମ୍ମାନିତ କରାଯାଇଛି I ବିଗତ କିଛି ବର୍ଷ ହେବ ରେମୁଣା ଅଞ୍ଚଳରେ ସମାଜସେବା କ୍ଷେତ୍ରରେ

ମାୟାଧର ମିଜାଇଲ-1:’ସତ୍ୟ ହିଁ ସାହିତ୍ୟର ଷଠୀଘର’

//TATKAL ODISHA// View Point ମାୟାଧର ନାୟକ ସତ୍ୟ ହିଁ ସାହିତ୍ୟର ଷଠୀଘର । ସାହିତ୍ୟ ଏବେ ଯେଉଁଠି ମନର କଥା ଆଉ ମୁହଁର କଥା ମଧ୍ୟରେ ତାଳମେଳ ନରଖି କେବଳ ମଖମଲୀ ମୁଖାର କଥା ପାଲଟିଯାଇଛି, ସେଠି ପ୍ରଶ୍ନର ଓକାଲତ୍‌ନାମା ରଦ୍ଦ ଏବଂ ଉତ୍ତରଗୁଡ଼ାକ କାଠଗଡ଼ା ଡେଇଁ ଫେରାର୍

ପଶ୍ଚିମା ଝଡ଼ର ପ୍ରଭାବ: 24 ଘଣ୍ଟାରେ ବର୍ଷା, ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର,//TATKAL ODISHA//: ପଶ୍ଚିମା ଝଡ଼ ପ୍ରଭାବରେ  ସାରା ରାଜ୍ୟ ପାଗ କୋହଲା ହୋଇଛି I ଆକାଶ ମେଘାଚ୍ଛନ୍ନ I ଆଗାମୀ ଛବିଶ ଘଣ୍ଟା ଭିତରେ ଉପକୂଳ ଓ ଅଭ୍ୟନ୍ତରୀଣ ଓଡ଼ିଶାରେ ହାଲକା ବର୍ଷା ହେବ I ହେଲେ ପବନର ବେଗ ୪୦ରୁ ୫୦ କିମି ରହିବ। ଏଭଳି ପାଗ ୧୮ ତାରିଖ ଯାଏଁ ଲାଗି ରହିବ I

ଅତାବିରା ଏନଏସି ନିର୍ବାଚନ ପାଇଁ ଅତନୁ ସବ୍ୟସାଚୀ ବିଜେଡି ପର୍ଯ୍ୟବେକ୍ଷକ

ତାଲିକାରେ ଆଉ 5 ନେତା ଭୁବନେଶ୍ୱର//TATKAL ODISHA// ବରଗଡ଼ ଜିଲ୍ଲା ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ନିର୍ବାଚନ ପାଇଁ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ବିଜେଡି ପକ୍ଷରୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ପାଇଛନ୍ତି । ତାଙ୍କ ସହ ଅନ୍ୟ ଦୁଇ ଜଣ

ବିଜେଡି ବିଧାୟକ ଅନନ୍ତ ଦାସ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର,//TATKAL ODISHA// ବାଲେଶ୍ବର ଜିଲ୍ଲା ଭୋଗରାଇର ବିଜେଡି ବିଧାୟକ ଅନନ୍ତ ଦାସ ଗୁରୁତ୍ତର ଭାବେ ଅସୁସ୍ଥ ହୋଇଥିବା ଜଣାପଡ଼ିଛି। ତତ୍କାଳ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହସ୍ପିଟାଲ ପକ୍ଷରୁ କିଛି ଡାକ୍ତରଙ୍କୁ ନେଇ ଏକ

ନୂଆ ସପ୍ତାହର ନୂଆ ରାଶିଫଳ :କେମିତି ବିତିବ? ଜାଣନ୍ତୁ…

******************************** ଏ ସପ୍ତାହର ରାଶିଫଳଶ୍ରୀଦୋଳଗୋବିନ୍ଦ ପଣ୍ଡା, ଜ୍ୟୋତିର୍ବିଦ୍ୟାବାରିଧି ********************************* ମେଷ: ସୋମ ଓ ମଙ୍ଗଳବାର ଅଷ୍ଟମ ଚନ୍ଦ୍ର ହେତୁ ସାବଧାନତା ଅବଲମ୍ବନୀୟ। ଅବାଞ୍ଛିତ ଘଟଣା, ଅସୁସ୍ଥତା, ମାନସିକ ଅବସାଦ,