ରାଜ୍ୟର ସବୁ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ: ମୁଖ୍ୟମନ୍ତ୍ରୀ

ଖୋର୍ଦ୍ଧାରେ ‘ବିଜୁ ମହାବୀର ଜୟପୁର ଫୁଟ୍‌ ସେଣ୍ଟର’ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର//TATKAL ODISHA// ଓଡିଶାର ସବୁ ଭିନ୍ନକ୍ଷମ ମାନଙ୍କୁ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଯୋଗାଇ ଦେବାର ଲକ୍ଷ୍ୟ ରହିଛି । ଖୁବଶୀଘ୍ର ଏହି ପ୍ରକ୍ରିୟା ଆରମ୍ଭ ହେବ I

ସରୋଜ ସାମଲ ନୂଆ I&PR ନିର୍ଦେଶକ

ଭୁବନେଶ୍ୱର// TATKAL ODISHA// ନିକଟରେ ଝାରସୁଗୁଡା ଜିଲ୍ଲାପାଳ ପଦବୀରୁ ବଦଳି ହୋଇଥିବା ସରୋଜ କୁମାର ସାମଲ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନୂଆ ନିର୍ଦେଶକ ଭାବେ ଅବସ୍ଥାପିତ ହୋଇଛନ୍ତି I ସୂଚନା ଓ ଲୋକ ସମ୍ପର୍କ ନିର୍ଦେଶକ ପଦବୀରେ ଥିବା ଇନ୍ଦ୍ରମଣି ତ୍ରିପାଠୀ ଅତିରିକ୍ତ ଭାବେ

ଭୁବନେଶ୍ବରରେ ଖୁବଶୀଘ୍ର ୩ ଅଗ୍ନିଶମ ସେବା କେନ୍ଦ୍ର

ଅନମୋଦନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ଅଗ୍ନିଶମ ସେବା କେନ୍ଦ୍ର ନିୟୋଜିତ ହେବେ ୪୫ ନୂଆ କର୍ମଚାରୀ ଭୁବନେଶ୍ୱର//TATKAL ODISHA// ଭୁବନେଶ୍ବରରେ ୩ଟି ନୂଆ ଅଗ୍ନିଶମ ସେବା କେନ୍ଦ୍ର (Fire Station) ପ୍ରତିଷ୍ଠା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ

ନୂଆ ରାଶିଫଳ : ଜ୍ୟୋତିର୍ବିଦ୍ୟାବାରିଧି ଶ୍ରୀଦୋଳଗୋବିନ୍ଦ ପଣ୍ଡାଙ୍କ ଗଣନା

//TATKAL ODISHA // ଏ ସପ୍ତାହର ରାଶିଫଳ ++++++++++++++++++++++++++++++ *****************************************ମେଷ: ସୋମବାର ମନର ଆଶା ପୂରଣ ହେବ। ବ୍ୟବସାୟ-ବାଣିଜ୍ୟ ଓ ଶିଳ୍ପୋଦ୍ୟୋଗରେ ଲାଭ ଅର୍ଜନ କରିବେ। ଅଟକିରହିଥିବା ଅର୍ଥର ପୁନରାବର୍ତ୍ତନ ଅସମ୍ଭବ

ପତ୍ନୀ ସରସ୍ବତୀ ଦେବୀଙ୍କ ସ୍ମୃତି ଆଲେଖ୍ୟ : ‘ସାରଦା ଓ ନିଃଶବ୍ଦ କବିତା’

//TATKAL ODISHA// ++++++++++ ସରସ୍ବତୀ ଦେବୀ ++++++++++ ସାରଦା ଆଜକୁ ସାତବର୍ଷ ହେବ ପୃଥିବୀରୁ ବିଦାୟ ନେଇ ଅନ୍ୟ ଏକ ଅପହଞ୍ଚ ଇଲାକାର ଅଧୀଶ୍ଵର ହୋଇସାରିଛନ୍ତି । ସେ ଚାଲିଯିବା ପରେ ତାହା ପରିବାର ପାଇଁ ଓ ଖାସ କରି ମୋ ପାଇଁ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି କରିଛି I -

ଗାଁ ଲୋକଙ୍କୁ ଉତ୍ତମ ଚକିତ୍ସା ସୁବିଧା

//TATKAL ODISHA// କଟକ, ନିଶ୍ଚିନ୍ତକୋଇଲି ଗ୍ରାମାଞ୍ଚଳର ଲୋକଙ୍କୁ ଉତ୍ତମ ଚକିତ୍ସା ସୁବିଧା ଯୋଗାଇଦେବା ଲକ୍ଷ୍ୟରେ ବ୍ରଜଗୋରି ଟ୍ରଷ୍ଟ ପକ୍ଷରୁ ମେଗା ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜନ କରାଯାଇଛି I କଟକ ଜିଲ୍ଲା ନିଛିନ୍ତକୋଇଲି ଖଣ୍ଡାସାହି ହରପ୍ରିୟା ଉଚ୍ଚ ମାଧ୍ୟମିକ

ଅରବିନ୍ଦ ଦାସଙ୍କ ନିଆରା ଗପ -‘କୋଳଥ ସ୍ମୃତି’

★★★★★★(#ଅରବିନ୍ଦ ଦାସ) **************କୋଳଥ ଅନେକ କିଛି ମନେ ପକେଇ ଦିଏ….. ଅଟୋରୁ ଓଲ୍ହାଇ ଘର ଭିତରେ ପଶିଲାବେଳେମିସେସ ରାଓଙ୍କ ହାତରୁ ଅସାବଧାନତାବଶତଃ ବ୍ୟାଗଟି ଖସିପଡିବାରୁ ସେଥିରେ ଥିବା ଗୋଟିଏ କାଗଜ ଠୁଙ୍ଗା ଫାଟିଯାଇ ତା ଭିତରୁ କୋଳଥ ଡାଲି ତଳେ ବିଛୁଡ଼ି ହୋଇପଡିଯିବାରୁ

ମାୟାଧର ମିଜାଇଲ-6:’ଭୋଗଦଖଲର ଭୋକୀବୈକୁଣ୍ଠ !’

TATKAL ODISHA ମାୟାଧର ନାୟକ ଅତି ସାମାନ୍ୟ ଦଲକାଏ ପବନରେ ଭାଙ୍ଗିପଡେ ତାସ୍‍ଘର । ଅଚାନକ ବତାସୀ ପବନର ଝାପଟରେ ଭୁଷୁଡିପଡେ ବାଲିଘର । ହେଲେ ବେଳେବେଳେ ଏମିତି ବି ହୁଏ – ଭାଙ୍ଗିପଡୁଥିବା ମସ୍ତବଡ ମାର୍ବଲ୍‍ ପଥରଗଢା ଇମାରତ୍‍ର ଇଜ୍ଜତ୍‍

ଓଡ଼ିଆ ସମେତ ୧୩ଟି ଆଞ୍ଚଳିକ ଭାଷାରେ ସିଏପିଏଫ କନଷ୍ଟେବଳ ପରୀକ୍ଷା

ଯୁବଶକ୍ତିଙ୍କ ପାଇଁ ସୁଯୋଗର ନୂତନ ଦ୍ୱାର ଖୋଲିବ- ଧର୍ମେନ୍ଦ୍ର ପ୍ରଧାନ • ଐତିହାସିକ ନିଷ୍ପତି ପାଇଁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ• ଗ୍ରାମାଞ୍ଚଳର ଯୁବବର୍ଗମାନେ ଏହି ନିଷ୍ପତି ଦ୍ୱାରା ଅନେକାଂଶରେ ଉପକୃତ ହେବେ• ଏହି ନିଷ୍ପତି ସବୁ

ମହାବିଷୁବ ସଂକ୍ରାନ୍ତି, ଶ୍ରୀମନ୍ଦିର ଓ ମହାବୀର ପୂଜା

ଶ୍ରୀକାନ୍ତ ଦାଶ //TATKAL ODISHA// ମହାବିଷୁବ ସଂକ୍ରାନ୍ତି - ଓଡିଆ ଜନଜୀବନର ପର୍ବ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଅମୁଲ୍ୟ କୃତି "ପୂର୍ଣ୍ଣ ଚନ୍ଦ୍ର ଭାଷାକୋଷ" ଅନୁସାରେ ସୂର୍ଯ୍ୟନାରାୟଣ ବର୍ଷକୁ ଦୁଇଥର ବିଷୁବ ରେଖା ଉପରେ ଅବସ୍ଥାନ କରନ୍ତି |ଥରେ ବସନ୍ତ କାଳରେ ଓ ଆଉଥରେ

ମହା ବିଷୁବ ସଂକ୍ରାନ୍ତି: କେବେ, କାହିଁକି ଓ କିପରି?

ବୀଣାପାଣି ତ୍ରିପାଠୀ //TATKAL ODISHA// ବୈଶାଖ କୃଷ୍ଣ ନବମୀ ତିଥି । ଓଡ଼ିଆ ନବବର୍ଷର ପ୍ରଥମ ଦିନ । ସଂକଟମୋଚନ ବୀର ହନୁମାନଙ୍କ ଜନ୍ମ ଦିବସ । ସନାତନ ହିନ୍ଦୁ ଧର୍ମାନୁସାରେ ପଣା ସଂକ୍ରାନ୍ତି କିମ୍ବା ମହା ବିଷୁବ ସଂକ୍ରାନ୍ତି । ବୈଶାଖର ଆଦ୍ୟ ପର୍ବରେ ରୌଦ୍ରତାପ ପ୍ରଖର ।

୧୮ ହଜାରରୁ ଉର୍ଦ୍ଧ୍ୱ ଚୁକ୍ତି ଭିତ୍ତିକ ଶିକ୍ଷକ ହେବେ ନିୟମିତ

ଭୁବନେଶ୍ୱର// TATKAL ODISHA// ରାଜ୍ୟରେ ନିୟମିତ ହେବେ ଚୁକ୍ତିଭିତ୍ତିକ ଶିକ୍ଷକ-ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ନିୟମିତ ନେଇ ବିଜ୍ଞପ୍ତି ପ୍ରକାଶ-ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ-୧୮ ହଜାରରୁ ଉର୍ଦ୍ଧ୍ୱ ଚୁକ୍ତି ଭିତ୍ତିକ ଶିକ୍ଷକ ଉପକୃତ ହେବେ-ନିୟମିତ ହେବା ଦାବିରେ

ପ୍ରତି ପଞ୍ଚାୟତରେ ପାଇଁ 15, 000 ଟଙ୍କାର ରିଭଲଭିଂ ଫଣ୍ଡ

ହରିଶ୍ଚନ୍ଦ୍ର ସହାୟତା ରାଶିରେ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୦,କୋଟି ଟଙ୍କା ମଞ୍ଜୁର ଭୁବନେଶ୍ବର//TATKAL ODISHA// ଗରିବ ଲୋକମାନେ ଯେପରି ତାଙ୍କ ପ୍ରିୟଜନଙ୍କ ଅନ୍ତେଷ୍ଟିକ୍ରିୟା ସଂପାଦନରେ କୌଣସି

ଟଙ୍କଧର ତ୍ରିପାଠୀ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ

ଭୁବନେଶ୍ୱର,//TATKAL ODISHA//ବିଜେପିିର ଯୁବନେତା ଟଙ୍କଧର ତ୍ରିପାଠୀ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଦଳର ପ୍ରାର୍ଥୀ ହୋଇଛନ୍ତି । ତାଙ୍କ ନାମ ରାଜ୍ୟ ବିିଜେପି ସୁପାରିଶ କରିଥିଲା । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ଅନୁମୋଦନ କ୍ରମେ ବୁଧବାର ବିଳମ୍ବିତ ରାତ୍ରିରେ

ଅପ୍ରେଲ ୧୫ରୁ ଜୁନ ୧୪: ସମୁଦ୍ରରେ ମାଛଧରା ମନା

ଭୁବନେଶ୍ୱର,//TATKAL ODISHA// ପ୍ରଜନନ ସମୟରେ ସମୁଦ୍ରରେ ମାଛ ଧରିବା ମନା । ଏହା ଉପରେ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି । ପ୍ରତିବର୍ଷ ଭଳି ଚଳିତ ବର୍ଷ ଅପ୍ରେଲ ୧୫ରୁ ଜୁନ୍ ୧୪ ଯାଏ ୬୧ ଦିନ ବିଭିନ୍ନ ପ୍ରଜାତିର ମାଛ ସଂଖ୍ୟାରେ ବୃଦ୍ଧି ନିମନ୍ତେ ଓଡ଼ିଶା ଉପକୂଳରେ