ବଦଳିଲେ 118 ଓଏସ ଅଧିକାରୀ

ଅଧିକାଂଶ ତହସିଲଦାର, ବିଡ଼ିଓ ଭୁବନେଶ୍ୱର//TATKAL ODISHA// ମୋହନ ମାଝୀଙ୍କ ସରକାର ଗୁରୁବାର ବରିଷ୍ଠ ଓଏଏସ ଅଫିସରସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ଏକାଥରେ 118 ଓଏଏସଙ୍କ ବଦଳି ହୋଇଛି I ଏଥିରେ ଅଧିକାଂଶ ତହସିଲଦାର ଓ ବିଡ଼ିଓ I ଦେଖନ୍ତୁ ବଦଳି ତାଲିକା...

ଜଷ୍ଟିସ ସଞ୍ଜୀବ ଖାନ୍ନା ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ//TATKAL ODISHA// ଜଷ୍ଟିସ ସଞ୍ଜୀବ ଖାନ୍ନା ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି I ଏନେଇ ତାଙ୍କ ନାମ ସୁପାରିସ ହୋଇଛି I ନଭେମ୍ବର ୧୧ରେ ଅବସର ନେବେ ଏବର ପ୍ରଧାନ ବିଚାରପତି ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡ I ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ କାର୍ଯ୍ୟକାଳ

ଜହ୍ନି ଫୁଲ ଠୋ ଠା, କାକୁଡି ଫୁଲ ଠୋ ଠା

🙏 କୁମାରପୂର୍ଣ୍ଣିମା 🙏 ଓଡିଶାର ସଂସ୍କୃତି ବହୁ ପ୍ରାଚୀନ |ଏହି ପ୍ରାଚୀନ ସଂସ୍କୃତିରେ ନାନା ପ୍ରଥା -ନାନା ପରମ୍ପରା ପ୍ରଚଳିତ ହୋଇ ଆସିଛି | ବାର ମାସରେ ତେର ପର୍ବ " ଉତ୍କଳୀୟ ସଂସ୍କୃତିର ବୈଶିଷ୍ଟ୍ୟ | ଅନେକ ପର୍ବ ପର୍ବାଣି ଓ ଉତ୍ସବମଧ୍ୟରେ କୁମାରୋତ୍ସବ ଅନ୍ୟତମ

3 ଏଆଇ ଟେକ୍ନୋଲୋଜି : ସମାଧାନ କରିବ ସ୍ୱାସ୍ଥ୍ୟ, କୃଷି ଓ ସହରରେ ଥିବା ଆହ୍ୱାନ

• ୩-ଟି ଏଆଇ-ଉତ୍କର୍ଷ କେନ୍ଦ୍ର ଗଠନ ପାଇଁ ୯୯୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୋଦୀ ସରକାର ନୂଆଦିଲ୍ଲୀ/ଭୁବନେଶ୍ୱର,//TATKAL ODISHA// ସ୍ୱାସ୍ଥ୍ୟସେବା, କୃଷି ଓ ସହରରେ ଥିବା ପ୍ରମୁଖ ସମସ୍ୟାର ସମାଧାନ ବାହାର କରିବା ପାଇଁ ଏଆଇ ଟେକ୍ନୋଲୋଜିକୁ ବିକଶିତ କରିବା ଦିଗରେ

କାହିଁକି ରାବଣ ପୋଡ଼ି?

********** ଶ୍ରୀରାମ ଦାଶ *********** ରାବଣ ପୋଡି ଏକ ଭୁଲ ପରର୍ମ୍ପରା।ସେ ଜଣେ ଶିବଭକ୍ତ, ବି ଶ୍ରବା ଋଷିଙ୍କ ପୁତ୍ର, ବ୍ରହ୍ମ ଜ୍ଞାନୀ,ତାର ମାତା ଅସୁର କୁଳ ସମ୍ଭବା,ପିତା ବ୍ରାହ୍ମଣ । ସେ ବ୍ରାହ୍ମଣ କାର୍ଯ୍ୟ ଜାଣିଥିବାରୁ ପ୍ରଭୁ ମର୍ଯ୍ୟାଦା ପୁରୁଷୋତ୍ତମ ତାଙ୍କ

କୁଆଡ଼େ ଗଲେ ‘ପି’?

++++++++++++++++++++++++++++ ପୂଜାରୁ ପୂଜା.. I ବର୍ଷକର ହିସାବ ନିକାଶ I ଯେମିତି ଉତ୍ଥାନ, ସେମିତି ପତନ ! ଯେମିତି ତମ୍ବିତୋଫାନ, ସେମିତି ବି ଅନ୍ୟ ଚକ୍ଷୁରେ ହୀନିମାନ!! ସେ ହେଉଛନ୍ତି 'ପି' ଓରଫ ପାଣ୍ଡିଆନ I ତାଙ୍କୁ ନେଇ ଲୋକଙ୍କ ମନରେ ଏବେ ଅନେକ ପ୍ରଶ୍ନ I କ'ଣ କରୁଛନ୍ତି

ସ୍ମୃତିର ସନ୍ତକ… ଶୁଣନ୍ତୁ ସତ୍ୟବ୍ରତ ସାହୁଙ୍କ କଣ୍ଠରେ ଖୋକା ଭାଇଙ୍କ ଗୀତ

କ୍ଷୟ ଯାହାର ନାହିଁ ସେ ଅକ୍ଷୟ କଟକ, ଭୁବନେଶ୍ୱର //TATKAL ODISHA// ଖୋକା ଭାଇ I ଅକ୍ଷୟ ମହାନ୍ତି I ୧୨ ଅକ୍ଟୋବର ୧୯୩୬ରେ ଜନ୍ମ ଗ୍ରହଣ କରିଥିବା ଖୋକା ଭାଇ ପ୍ରତିଟି ଓଡ଼ିଆଙ୍କ ପ୍ରାଣରେ.. ଗୀତରେ.. ଗଳ୍ପରେ..ଓ

ଦଶ ଦୋଷରୁ ମଣିଷକୁ ମୁକ୍ତି ଦେଇଥାଏ ‘ଦଶହରା’

ପୀଠ ଵା ମଣ୍ଡପରେ ଦୁର୍ଗତିନାଶିନୀ ମା' ଦୁର୍ଗାଙ୍କୁ ଦର୍ଶନ କରି ମନସ୍କାମନା ପୂର୍ଣ୍ଣ କରନ୍ତୁ.. ଦଶହରାମଣିଷ ଜୀଵନ କୋଳାହଳମୟ, ଜଟିଳ, ଜଞ୍ଜାଳପୂର୍ଣ୍ଣ | କର୍ମମୟ ଜୀଵନର ଜଟିଳତାକୁ ଲଘୁ କରି ଜୀଵନକୁ ମାଧୁର୍ଯ୍ୟପୂର୍ଣ୍ଣ କରିବାକୁ ମଣିଷ ସୃଷ୍ଟି କରିଛି ବାର ମାସରେ ତେର ପର୍ବ

ସେବା ଓ କର୍ମର ପ୍ରତିକ ଉତ୍କଳମଣି ଗୋପବନ୍ଧୁ

ଚିର ପ୍ରବହମାନ ସଭ୍ୟତାର ସ୍ରୋତରେ କେତେ ମଣିଷ ଜନ୍ମ ନିଅନ୍ତି, ବଞ୍ଚନ୍ତି ଓ ମୃତ୍ୟୁ ବରଣ କରନ୍ତି ତାର ହିସାବ କେହି ରଖନ୍ତି ନାହିଁ | ମାତ୍ର ଏ ଧାରାରେ କେତେକ ଲୋକ ଜନ୍ମନିଅନ୍ତି, ଯେଉଁମାନେ ନିଜ ଆଲୋକରେ ଅନ୍ୟ ମାନଙ୍କୁ ଆଲୋକିତ କରନ୍ତି, ନିଜ ଉତ୍ତାପରେ, ଅନ୍ୟର ଶୀତଳତାକୁ ଦୁରେଇ

ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪% ବୃଦ୍ଧି

ଭୁବନେଶ୍ୱର,//TATKAL ODISHA// ରାଜ୍ୟ ସରକାର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କରିଛନ୍ତି । ଦଶହରା ଭେଟି ଦେଇଛନ୍ତି ରାଜ୍ୟ ସରକାର ।  ବୁଧବାର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପୂର୍ବରୁ ସରକାରୀ କର୍ମଚାରୀମାନେ ୪୬ ପ୍ରତିଶତ ମହାଙ୍ଗା ଭତ୍ତା ପାଇଥିଲେ।

ସରକାରୀ କର୍ମଚାରୀଙ୍କ ଗ୍ରାଚ୍ୟୁଟି ସୀମା, ୧୫ ଲକ୍ଷରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା ୧ ଜନୁଆରୀ ୨୦୨୪ରୁ ଲାଗୁ ଭୁବନେଶ୍ୱର//TATKAL ODISHA// ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ଗ୍ରାଚ୍ୟୁଟିର ସୀମା ୧୫ ଲକ୍ଷ ଟଙ୍କାରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି ହୋଇଛି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବଡ଼ ଘୋଷଣା

ଟଙ୍କପାଣି ପାର୍ଶ୍ଵ ନଦୀରେ ବୁଲୁଛି ବିରାଟ କୁମ୍ଭୀର, ଲୋକେ ଆତଙ୍କିତ

ଭୁବନେଶ୍ୱର// TATKAL ODISHA// ଟଙ୍କପାଣି ପାର୍ଶ୍ଵ କୁଆଖାଇ ନଦୀରେ ବୁଲୁଛି ଏକ ବିରାଟ କୁମ୍ଭୀର I ଫଳରେ ନଦୀ ପାର୍ଶ୍ଵ ଗାଁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି I ହେଲେ କୁମ୍ଭୀରଟି କେମିତି ଆସିଲା ଓ କେଉଁଠୁ ଆସିଲା ତାହା ଜଣା ପଡ଼ିନାହିଁ I ସୂଚାନୁସାରେ ଗତକାଲି ଅର୍ଥାତ ଶନିବାର

ସୋସିଆଲ ମିଡିଆ ଆମ ସମୟର ସବୁଠାରୁ ଶକ୍ତିଶାଳୀ ମାଧ୍ୟମ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର//TATKAL ODISHA// ସୋସିଆଲ ମିଡିଆ ଆମ ସମୟର ସବୁଠାରୁ ଶକ୍ତିଶାଳୀ ମାଧ୍ୟମ ହୋଇ ଉଭା ହୋଇଛି। ଏଥିରେ ଜଣେ ଜଣେ ବ୍ୟକ୍ତିଙ୍କ ନିଜସ୍ୱ ମତ ଅନେକ ସମୟରେ ଲୋକପ୍ରିୟ ହୋଇ ବହୁଲୋକଙ୍କ ମତରେ ପରିଣତ ହୋଇଥାଏ। ବହୁଲୋକଙ୍କୁ ସଚେତନ କରିପାରିଥାଏ ଏବଂ ଲୋକଙ୍କ ଚିନ୍ତାଧାରାକୁ ମଧ୍ୟ

ମରାଠି, ବେଙ୍ଗଲି, ପାଲି, ପ୍ରାକୃତି, ଅହମିଆ ଭାଷାକୁ ମିଳିଲା ଶାସ୍ତ୍ରୀୟ ମାନ୍ୟତା

କେନ୍ଦ୍ର କ୍ୟାବିନେଟରେ ମୋହର ଶାସ୍ତ୍ରୀୟ ଭାଷା ସଂଖ୍ୟା ହେଲା 11 ନୂଆଦିଲ୍ଲୀ//TATKAL ODISHA// ମରାଠି, ବେଙ୍ଗଲି, ପାଲି, ପ୍ରାକୃତି, ଅହମିଆ ଭାଷାକୁ ମିଳିଲା ଶାସ୍ତ୍ରୀୟ ମାନ୍ୟତା I ଏନେଇ କେନ୍ଦ୍ର କ୍ୟାବିନେଟ ମୋହର ବାଜିଛି ।

ଆମ ସଂସ୍କୃତିରେ ପିତୃପକ୍ଷ

ଆମ ସଂସ୍କୃତିରେ ପିତୃପକ୍ଷପିତା ଧର୍ମ, ପିତା ସ୍ୱର୍ଗ, ପିତା ହିଁ ପରମ ତପ8,ପିତରି ପ୍ରୀତିମାପନ୍ନେ ପ୍ରିୟନ୍ତେ ସର୍ବ ଦେବତା |“ ଉପରୋକ୍ତ ଶ୍ଳୋକରୁ ଜଣାପଡେ ଯେ ପିତୃ ଉପାସନା ଆଗରେ ସମସ୍ତ ଦେବାଦେବୀଙ୍କ ଉପାସନା ମଳିନ ପଡ଼ିଯାଏ | ଏହି ଶ୍ଳୋକର ଅର୍ଥ ହେଲା “ପିତା ମୋର ଧର୍ମ, ପିତା