ବାଚସ୍ପତି ପଦରୁ ଇସ୍ତଫା ଦେଲେ ବିକ୍ରମ କେଶରୀ ଆରୁଖ

ଭୁବନେଶ୍ୱର//TATKAL ODISHA// ବାଚସ୍ପତି ବିକ୍ରମ ଆରୁଖ ବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି I କଣ ପାଇଁ ସେ ଏଭଳି ଗୁରୁତ୍ୱପୂର୍ଣ୍ଣ ସାମ୍ଭିଧାନିକ ପଦବୀ ଛାଡ଼ିଲେ ତାହା ଅସ୍ପଷ୍ଟ ରହିଛି I ତେବେ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଲେ ବୋଲି ବାଚସ୍ପତିଗଣମାଧ୍ୟମକୁ ସୂଚନା

ମାୟାଧର ମିଜାଇଲ-11: ଛଇ ଛାଡିଯିବ ଛକେ ଛକେ ଛ’ ଦିନକେ

ଛଇ ଛାଡିଯିବ ଛକେ ଛକେ ଛ’ ଦିନକେମାୟାଧର ନାୟକ ଅଜବ ଏ ଦୁନିଆ । ସତ୍ୟ, ତ୍ରେତୟା, ଦ୍ୱାପର ଯୁଗରେ ଯେଉଁମାନେ ଛଇ ଦେଖାଇ ଥରହର କରୁଥିଲେ – ସେମାନଙ୍କ ଛାଲ ଛାଡିଗଲା । ପୁରାଣରୁ ଏସବୁ କଥା ଶୁଣୁଛେ । ଏ ଘୋର କଳିକାଳଯୁଗରେ ଗଲା ତିନିଯୁଗର ଛଇଛଟକବାଲାଙ୍କ ସବୁଗୁଣରୁ ହଜାରଗୁଣ ଅଧିକ ଛଟକିଆ

ଟିକସ ଫାଙ୍କି ଅଭିଯୋଗ, ସନାତନ ମହାକୁଡ଼ଙ୍କ ଘରେ ଆଇଟି ରେଡ

ଭୁବନେଶ୍ୱର, କେନ୍ଦୁଝର //TATKAL ODISHA// ଟିକସ ଫାଙ୍କି ଅଭିଯୋଗରେ ଓଡ଼ିଶାର ଅନ୍ୟତମ ବାହୁବଳୀ ନେତା ଓ ପୂର୍ବତନ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ଘରେ ଆଟି ରେଡ୍ ହୋଇଛି । ଏକସଙ୍ଗେ ଭୁବନେଶ୍ୱର, ଯୋଡ଼ା ଓ କେନ୍ଦୁଝର ଭଳି 10 ଜାଗାରେ ଚଢ଼ଉ କରାଯାଇଛି I

ବଦଳିଲେ ଦୁଇ IAS: ସିଦ୍ଧାର୍ଥ ଦାସ ନୂଆ କ୍ରୀଡ଼ା ନିର୍ଦ୍ଦେଶକ

ଭୁବନେଶ୍ୱର//TATKAL ODISHA// ବଦଳିଛନ୍ତି ଦୁଇ IAS I ସିଦ୍ଧାର୍ଥ ଦାସ ନୂଆ କ୍ରୀଡ଼ା ନିର୍ଦ୍ଦେଶକ ଭାବେ ବଦଳି ଥିଲାବେଳେ ଦୀପଙ୍କର ମହାପାତ୍ରଙ୍କୁ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ପରିଚାଳନା ନିର୍ଦ୍ଦେଶକ ବଦଳି କରାଯାଇଛି I ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ

କଡ଼ା ସୁରକ୍ଷା ମଧ୍ୟରେ ଚାଲିଛି ଭୋଟ, ଦାଉ ସାଧିଛି ତାତି

ଝାରସୁଗୁଡା//TATKAL ODISHA//  କଡ଼ା ସୁରକ୍ଷା ମଧ୍ୟରେ ବୁଧବାର ସକାଳ ୭ଟାରୁ ଝାରସୁଗୁଡା ଉପନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି I  ତାହା ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ହେଲେ ପ୍ରବଳ ତାତି ଦାଉ ସାଧିଛି I ଝାରସୁଗୁଡା ଇଲାକାରେ ପାରଦ 42 ଡିଗ୍ରୀ ଉପରେ ରହିଥିଲେ ହେଁ ସବୁ

ନବୀନଙ୍କୁ ଭେଟିଲେ ନୀତିଶ : ଆଲୋଚନାର ବିଷୟ କ’ଣ ଥିଲା ?

ବିହାର ଭବନ ପାଇଁ ପୁରୀରେ ଜମି ଦେବେ କହିଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର//TATKAL ODISHA// ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଙ୍ଗବାର ମଧ୍ୟାହ୍ନରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ହେଲେ କାହିଁକି ? ଦୁଇ ନେତାଙ୍କ ମଧ୍ୟରେ

ମାୟାଧର ମିଜାଇଲ-10: ଗତିଚ୍ୟୁତି ଆଜି ସବୁଠି

//TATKAL ODISHA// ଗତିଚ୍ୟୁତି ଆଜି ସବୁଠିମାୟାଧର ନାୟକ ମଣିଷ ହୁଅନ୍ତୁ କି ଜୀବଜନ୍ତୁ – ଯେତେବେଳେ ଗତିଚ୍ୟୁତି ହେବେ – ସେତେବେଳେ ଛନ୍ଦ ହରାଇଦେବେ । ଗତିଶିଳତାରେ ନାହାଁନ୍ତି ତ ଛନ୍ଦ ହଜାଇଛନ୍ତି । ଛନ୍ଦ ବଦଳରେ ତା’ପରେ ସବୁ ମନ୍ଦ । ଏ ମନ୍ଦରୁ ମାନ୍ଦା । ଏ ମାନ୍ଦାରୁ

ଧର୍ମେନ୍ଦ୍ରଙ୍କ ପାଲଟା ଆକ୍ରମଣ:ମୁଖ୍ୟମନ୍ତ୍ରୀଙ୍କ ହାତରେ ଓଡ଼ିଶାର ଶାସନ ବ୍ୟବସ୍ଥା ନାହିଁ

ଝାରସୁଗୁଡାରେ କେନ୍ଦ୍ରମନ୍ତ୍ରୀଙ୍କ ନିର୍ବାଚନୀ ପ୍ରଚାର ଲମ୍ବା ସମୟ ଦେଖିବା ପରେ ଯାହା ଲାଗୁଛି, • ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ କ୍ୟାବିନେଟ୍ ମନ୍ତ୍ରୀ, ବିଧାୟକ, ମୁଖ୍ୟ ଶାସନ ସଚିବ, ଡିଜିପି ଭେଟିବାର ସୁଯୋଗ ପାଉନାହାନ୍ତି, ଏଠାରେ ଶାସନ କିଏ ଚଲାଉଛି ?• କଳାପାହାଡିଆମାନେ

ବିରୋଧୀଙ୍କୁ ନବୀନଙ୍କ ସଫ୍ଟ ଟାର୍ଗେଟ, ପ୍ରଚାର ବେଳେ ଡିସେନ୍ସି ରଖ

ମହିଳାଙ୍କୁ ଉଚିତ ସମ୍ମାନ ଦେଉ ନ ଥିବା ଅଭିଯୋଗ ଆଣିଲେ ମୁଖ୍ୟମନ୍ତ୍ରୀ ଝାରସୁଗୁଡା, ଭୁବନେଶ୍ୱର,//TATKAL ODISHA// ନିର୍ବାଚନରେ ହାର ଜିତ୍‌ ରହିଛି । ତେଣୁ ନିର୍ବାଚନ ପ୍ରଚାର ସମୟରେ ଆମେ ସମସ୍ତେ ଡିସେନ୍ସି ରକ୍ଷା କରିବା ଜରୁରୀ । କାହାକୁ, ବିଶେଷ କରି, ଆମର ମହିଳା

ମାୟାଧର ମିଜାଇଲ-9: ଏ ଜାତି ଜାଗିବ କେବେ ?

//TATKAL ODISHA// ଏ ଜାତି ଜାଗିବ କେବେ ? ମାୟାଧର ନାୟକ ଆମେ ଓଡିଆ - ଆମ ଭାଷା ଓଡିଆ - ଆମ ସଂସ୍କୃତି ବିଶ୍ୱବିଖ୍ୟାତ - ଆମ ସାହିତ୍ୟ-ମିଠାମଧୁର ଉଚାଙ୍ଗ ସାହିତ୍ୟ । ଏବେ ୨୦୨୩ରେ ଆମେ ନିଜକୁ ଓଡିଆ ବୋଲି ଗର୍ବରେ କହିପାରିବା କି - ଆମ ଭାଷା ମଧ୍ୟ ଆମେ ପରିଷ୍କାର ଭାବେ

ନୂଆ ସପ୍ତାହର ନୂଆ ରାଶିଫଳ : ଦେଖନ୍ତୁ ଜ୍ୟୋତିର୍ବିଦ୍ୟାବାରିଧି ଶ୍ରୀଦୋଳଗୋବିନ୍ଦ ପଣ୍ଡାଙ୍କ ଗଣନା

ଭୁବନେଶ୍ୱର// TATKAL ODISHA //(ଏ ସପ୍ତାହର ରାଶିଫଳ: ୦୮-୦୫-୨୩ ସୋମବାରଠାରୁ ୧୪-୦୫-୨୩ ରବିବାର ପର୍ଯ୍ୟନ୍ତ) ମେଷ: ସୋମବାର ଅଷ୍ଟମ ଚନ୍ଦ୍ର ହେତୁ ସାବଧାନତା ଅବଲମ୍ବନୀୟ। ଅବାଞ୍ଛିତ ଘଟଣା, ଅସୁସ୍ଥତା, ମାନସିକ ଅବସାଦ, ପାରିବାରିକ ସମସ୍ୟା ଆଦି ଦେଖାଦେଇପାରେ। କଳହ, ବିବାଦ,

ବୁଦ୍ଧ ଜୟନ୍ତୀରେ ଅରବିନ୍ଦଙ୍କ ନିଚ୍ଛକ ଗଳ୍ପ-‘ନିର୍ବାଣ’

//TATKAL ODISHA// ★★★★★★★★★★★ ଅରବିନ୍ଦ ଦାସ ସନ୍ୟାସୀ ଗୌତମ ଦେବ ବାବା ଆସୁଛନ୍ତି……….ଅନେକ ବର୍ଷ ପରେ ନିଜ ସହରକୁ….ସାରା ସହରରେ ପୋଷ୍ଟର ମରାହୋଇଥିଲା।ଆଧ୍ୟାତ୍ମିକଜ୍ଞାନ ତଥା ଭଗବତ ସାନିଧ୍ୟ ପାଇବାପାଇଁ ନିଜ ଘର ପରିବାର ତ୍ୟାଗ କରି,ଲୋକଲୋଚନରୁ ନିଜକୁ ଦୂରରେ

ହୃଦୟସ୍ପର୍ଶୀ ଗୀତ ‘ନକର ନକର ମନ’…ଶୁଣନ୍ତୁ ସତ୍ୟବ୍ରତ ସାହୁଙ୍କ କଣ୍ଠରେ..

କିମ୍ବଦନ୍ତୀ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ ନିଜ ଗୀତ ଶୁଣି ବିଭୋର ଆଶୀର୍ବାଦ ସହ ପ୍ରଶଂସାରେ ସତ୍ୟବ୍ରତଙ୍କୁ ପୋତିଲେ.. ଭୁବନେଶ୍ୱର// TATKAL ODISHA// MUSIC// ନକର ନକର ମନ ତିଳେ ଭାବନା ଭାବିଲେ କି ଯିବ ଚାଲି.. ଦୁଃଖ ଯାତନା.. ଓଡ଼ିଶାର ସ୍ବନାମଧନ୍ୟ

ପୁଣି ହାତ ଖୋଲିଦେଲେ ନବୀନ : 8 ଲକ୍ଷ କେନ୍ଦୁପତ୍ର ତୋଳାଳିଙ୍କୁ 111 କୋଟି

କେନ୍ଦୁପତ୍ର ହିତାଧିକାରୀ ଦ୍ବିତୀୟ ପର୍ଯ୍ୟାୟରେ ୧୧୧ କୋଟି ଟଙ୍କା ସହୟତା ପାଇବେ, ଉପକୃତ ହେବେ ୮ ଲକ୍ଷରୁ ଅଧିକ ହିତାଧିକାରୀ ୨୦୨୨ ଫସଲ ବର୍ଷରେ ସର୍ବକାଳୀନ ରେକର୍ଡ ପରିମାଣର ସହାୟତା – ୧୯୪ କୋଟି ଭୁବନେଶ୍ୱର//TATKAL ODISHA// କେନ୍ଦୁପତ୍ର ହିତାଧିକାରୀଙ୍କ

ବୈଶାଖ ମାସ ଶୁକ୍ଲପକ୍ଷ ଚତୁର୍ଦଶୀ ତିଥିରେ ‘ନୃସିଂହ ଜୟନ୍ତୀ’

ଶ୍ରୀକାନ୍ତ ଦାଶ //TATKAL ODISHA// ନୃସିଂହ ଜୟନ୍ତୀ ପ୍ରତିବର୍ଷ ବୈଶାଖ ମାସ ଶୁକ୍ଲପକ୍ଷ ଚତୁର୍ଦଶୀ ତିଥିରେ ହିନ୍ଦୁ ମାନଙ୍କର ଅନ୍ୟତମ ବିଶିଷ୍ଟ ପର୍ବ "ନୃସିଂହ ଜୟନ୍ତୀ "ପାଳିତ ହୁଏ |ଏହା ମହାପ୍ରଭୁ ନୃସିଂହଙ୍କର ଜନ୍ମଦିନ | ପୌରାଣିକ ମତ ଅନୁସାରେ ପ୍ରଭୁ