ପବିତ୍ର ଘୋଷଯାତ୍ରାରେ ସତ୍ୟବ୍ରତ ସାହୁଙ୍କ କଣ୍ଠରେ ଶୁଣନ୍ତୁ ଜଗନ୍ନାଥ ଭଜନ-‘ଶ୍ରୀକ୍ଷେତ୍ରରୁ ତୁମେ ଆସିଚ…

ଦ୍ଵିତୀୟ ଭକ୍ତିଗୀତ - ତୁମ ରଥକୁ ଦଣ୍ଡବତ... ତୁମ ପଥକୁ ଦଣ୍ଡବତ //TATKAL ODISHA// ଶ୍ରୀକ୍ଷେତ୍ରରୁ ତମେ ଆସିଚ ..ତୁଳସୀ ତୁଳସୀ ବାସୁଚ... ତୁମ ରଥକୁ ଦଣ୍ଡବତ... ତୁମ ପଥକୁ ଦଣ୍ଡବତ.. ରାଜ୍ୟର ବିଶିଷ୍ଟ କଣ୍ଠଶିଳ୍ପୀ ତଥା ବରିଷ୍ଠ ପ୍ରଶାସକ ସତ୍ୟବ୍ରତ ସାହୁ ପୁଣି

ରଥରେ ମହାପ୍ରଭୁଙ୍କ ଦର୍ଶନ କରନ୍ତୁ..ମୋକ୍ଷପ୍ରାପ୍ତି ନିଶ୍ଚିତ

ଶ୍ରୀକାନ୍ତ ଦାଶ *********** //TATKAL ODISHA// //ରଥଯାତ୍ରା// ଶ୍ରୀମନ୍ଦିରରେ ବର୍ଷ ସାରା ଅନେକ ଯାନିଯାତ୍ରା, ପର୍ବ ପର୍ବାଣି ପାଳିତ ହୁଏ | ମୁଖ୍ୟତଃ ବାରଟି ଯାତ୍ରାର ପ୍ରାଧାନ୍ୟ ସମ୍ପର୍କରେ ଏକ ସୁନ୍ଦର ଶ୍ଳୋକ ରହିଛି :- "ମଞ୍ଚ ସ୍ନାନଂ ରଥ

କେମିତି ବିତିବ ନୂଆ ସପ୍ତାହ? ଦେଖନ୍ତୁ ଜ୍ୟୋତିର୍ବିଦ୍ୟାବାରିଧି ଶ୍ରୀଦୋଳଗୋବିନ୍ଦ ପଣ୍ଡାଙ୍କ ଗଣନା

ଭୁବନେଶ୍ୱର//TATKAL ODISHA// ଏ ସପ୍ତାହର ରାଶିଫଳଶ୍ରୀଦୋଳଗୋବିନ୍ଦ ପଣ୍ଡା, ଜ୍ୟୋତିର୍ବିଦ୍ୟାବାରିଧି ******************************************(ଏ ସପ୍ତାହର ରାଶିଫଳ: ୧୯-୦୬-୨୩ ସୋମବାରଠାରୁ ୨୫-୦୬-୨୩ ରବିବାର ପର୍ଯ୍ୟନ୍ତ)+++++++++++++++++++++++++++++++++

ଦିଲ୍ଲୀରେ ଅନୁଗୋଳର ଆମ୍ବ, କେନ୍ଦ୍ରମନ୍ତ୍ରୀ ଖୁସି

ଅନୁଗୋଳ ଜିଲ୍ଲାର ଆମ୍ବର ଅନନ୍ୟ ସ୍ୱାଦ ଦିଲ୍ଲୀବାସୀଙ୍କୁ ଆକୃଷ୍ଟ କରିବ -ଧର୍ମେନ୍ଦ୍ର • ଅନୁଗୋଳ ବାଗଡିଆ ଖମାର ଗାଁରେ ଜୈବିକ ପଦ୍ଧତିରେ ଚାଷ କରାଯାଉଥିବା ଆମ୍ରପାଲି, ମଲ୍ଲିକା ଆମ୍ବ ପାଇ ଆନନ୍ଦିତ• ସଫଲ ପ୍ରଡକ୍ଟ , ଲାଇଭିଲି ହୁଡ୍ ଅଲଟରନେଟିଭ୍ ଏବଂ ମାଆ ବାୟାଣୀ ଏଗ୍ରୋଫେଡ୍

ମାୟାଧର ମିଜାଇଲ-16: “ବିଶ୍ୱକବିଙ୍କ ବିଶେଷକଥା”

//TATKAL ODISHA// ବିଶ୍ୱକବିଙ୍କ ବିଶେଷକଥା ମାୟାଧର ନାୟକ ସ୍କୁଲରେ ୪ର୍ଥ ଶ୍ରେଣୀରେ ପଢୁଥିଲାବେଳେ ବିଶ୍ୱକବି ରବିନ୍ଦ୍ରନାଥ ଠାକୁରଙ୍କ ଅମରଗଳ୍ପ ‘କାବୁଲିୱାଲା’ ଏକାଙ୍କିକାରେ କାବୁଲିୱାଲା ଭୂମିକାରେ ଅଭିନୟ କରୁଥିଲି । ସେହିଦିନଠାରୁ ରବି ଠାକୁରଙ୍କ ସଂପର୍କରେ ଜାଣିବାପାଇଁ

ନୂଆ ରଥରେ କାହିଁକି ‘ନୂଆ ପାର୍ଶ୍ୱ ଦେବତା’ଙ୍କର ନିର୍ମାଣ ହୋଇନଥାଏ?

//TATKAL ODISHA// ରଥରେ ତୁ..ପଥର ତୁ... ***************** ସମ୍ପୂର୍ଣ୍ଣ ଶିଳ୍ପ ଶାସ୍ତ୍ରୀୟ ପଦ୍ଧତି ଅନୁସାରେ ପ୍ରତିବର୍ଷ ତିନି ଦିଅଁଙ୍କର ତିନି ରଥ ନିର୍ମାଣ କରାଯାଇ ଥାଏ I ମାତ୍ର ପ୍ରତି ରଥରେ ଅଧିଷ୍ଠିତ ହେଉଥିବା ପାର୍ଶ୍ୱ ଦେବତାଙ୍କର ନିର୍ମାଣ ହୋଇନଥାଏ। କେବଳ

ସ୍ୱାମୀ ଶିବ ଚିଦାନନ୍ଦ ମହାରାଜଙ୍କ ଟରେଣ୍ଟୋ ଯାତ୍ରା

ବିଶ୍ୱକଲ୍ୟାଣାର୍ଥେ ଭୂଦେବୀ ପରିକ୍ରମା ହିଁ ଅସଲ ଉଦେଶ୍ୟ ଭୁବନେଶ୍ୱର,//TATKAL ODISHA// ବିଶ୍ୱକଲ୍ୟାଣାର୍ଥେ ଭୂଦେବୀ ପରିକ୍ରମା ପାଇଁ ସ୍ୱାମୀ ଶିବ ଚିଦାନନ୍ଦ ମହାରାଜଙ୍କ ଟରେଣ୍ଟୋ ଯାତ୍ରା କରିବାକୁ ଯାଉଛନ୍ତି I ଶ୍ରୀଗୁଣ୍ଡିଚା ଯାତ୍ରା ସାରି ବାହୁଡ଼ାଦିନ ଜୁନ୍ ୨୮ରେ

୨୦ ଯାଏ ରାଜ୍ୟରେ ତାତିରୁ ମିଳିବନି ତ୍ରାହି

ଭୁବନେଶ୍ୱର//TATKAL ODISHA// ଲୁ ପ୍ରବାହ ଜାରି ରହିଛି I ଆହୁରି କଲବଲ କରିବ ଗ୍ରୀଷ୍ମପ୍ରବାହ । ୨୦ ତାରିଖ ଯାଏଁ ରାଜ୍ୟରେ ତାତିରୁ ମିଳିବନି ତ୍ରାହି । ଏଥିପାଇଁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୧୪ରୁ ୧୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି I ଶନିବାର ସକାଳ ୮.୩୦

ଦରଦୀ ବନ୍ଧୁ ଉତ୍କଳମଣି ଗୋପବନ୍ଧୁ

ଶ୍ରୀକାନ୍ତ ଦାଶ //TATKAL ODISHA// "ମିଶୁ ମୋର ଦେହ ଏ ଦେଶ ମାଟିରେ , ଦେଶବାସୀ ଚାଲି ଯା'ନ୍ତୁ ପିଠିରେ |ଦେଶର ସ୍ଵରାଜ୍ୟ ପଥେ ଯେତେ ଗାଡ଼,ପୁରୁ ତହିଁ ପଡି ମୋର ମାଂସ ହାଡ |"ଏଭଳି ମର୍ମସ୍ପର୍ଶୀ କବିତା ମାଧ୍ୟମରେ ଲୋକଙ୍କୁ ଉଦବୁଦ୍ଧ କରିଥିବା ମହାପୁରୁଷ ହେଉଛନ୍ତି ଉତ୍କଳମଣି

ରେଳ ଦୁର୍ଘଟଣା ଉପରେ ବକ୍ତୃତା ଦେଇ ଯିଏ ହୋଇଥିଲେ ବଡ଼ 

//TATKAL ODISHA// ******************* ଗୁରୁକଲ୍ୟାଣ ମହାପାତ୍ର ****************** 'ଭଦ୍ରକ ହାଇସ୍କୁଲର ଗୋଟିଏ ପିଲା।ହେଡମାଷ୍ଟର ଥାଆନ୍ତି ସ୍ଵର୍ଗତ ଗୋକୁଳାନନ୍ଦ ନାୟକ।୧୯୨୫ର କଥା,ପରୀକ୍ଷା କରି ପିଲାଟିକୁ ନେଲେ ସେ ଷଷ୍ଠ ଶ୍ରେଣୀରେ।ମାଷ୍ଟର ଥାଆନ୍ତି

୧୫ ବର୍ଷରୁ କମ୍ ୫୦୦୦ରୁ ଅଧିକ ଖେଳାଳୀଙ୍କୁ ହକି ଷ୍ଟିକ୍‌, କ୍ରୀଡ଼ା ଉପକରଣ ବାଣ୍ଟିଲେ ନବୀନ ଓ ସାଲୁ ଜିନ୍ଦଲ

ଗ୍ରାମାଞ୍ଚଳରେ ହକି ପ୍ରତିଭା ଅନ୍ୱେଷଣ ଲକ୍ଷ୍ୟ : ମୁଖ୍ୟମନ୍ତ୍ରୀ ଜେଏସ୍‌ପି ଫାଉଣ୍ଡେସନ, ଡିଟିଏସ୍‌ଆର୍‌ଡିଏଫ୍ ମିଳିତ ହୋଇ କାର୍ଯ୍ୟ କରିବେ ହକିର ଭବିଷ୍ୟତ ଗଠନ ପାଇଁ ଏହି ପଦକ୍ଷେପକୁ ରୂପାନ୍ତର କରିବ : ଜେଏସପି ଫାଉଣ୍ଡେସନ ଭୁବନେଶ୍ୱର,ରାଉରକେଲା,//TATKAL ODISHA//

ଓଡ଼ିଆ ପରମ୍ପରାର ନିଛକ ଗଳ୍ପ : ‘ରଜ ଖିଲିପାନ’

//TATKAL ODISHA// ରଜ ଖିଲିପାନ★★★★ ଅରବିନ୍ଦ ଦାସ ଶେଷରଜ ଓ ଖିଲିପାନ……ରଜପାନରେ କିଛି କୁହୁକ ଥାଏ……"ଆଲୋ ହୁଣ୍ଡି,ପଇସାକେ ପାନ କେତେ ଖଣ୍ଡି,ମହରଗ କାଳେ ଅମଳ କରିଛୁ,ପୁରା ଚଉଷଠି ମସଲା ଗୁଣ୍ଡି……"ଖୋକା ଭାଇଙ୍କ ସେଇ ଚିରସବୁଜ ଗୀତ ବାରମ୍ବାର ଗୌରବ କାନରେ ପ୍ରତିଧ୍ବନିତ

ମାନସ ମଙ୍ଗରାଜ ବ୍ରହ୍ଣପୁର ସାଂସଦ କ୍ଷେତ୍ରର ନୂଆ ପର୍ଯ୍ୟବେକ୍ଷକ

ଭୁବନେଶ୍ୱର//TATKAL ODISHA// ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ବ୍ରହ୍ମପୁର ସାଂସଦ କ୍ଷେତ୍ର ପାଇଁ ନୂଆ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ପାଇଛନ୍ତି I ସେହିପରି ଆଉ 5 ଜଣ ମଧ୍ଯ ନୂଆ ପର୍ଯ୍ୟବେକ୍ଷକ ହୋଇଛନ୍ତି I ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ

ଉତ୍କଳ ବିଶ୍ୱବିଦ୍ୟାଳୟରୁ 1976ରେ ପାଇଥିଲେ ନଅ IAS : ବିଜୟ

ଭୁବନେଶ୍ୱର//TATKAL ODISHA// ବର୍ତ୍ତମାନ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପୂର୍ବ ବର୍ଷମାନଙ୍କ ଭଳି ପ୍ରାୟତଃ ଭାରତୀୟ ପ୍ରଶାସନିକ ସେବା (IAS ) ପାଉନାହାନ୍ତି I ମାତ୍ର 1976ରେ ଏକାଥରେ ମୋ ସହ ନଅ ଜଣ IAS ପାଇଥିଲେ I ତେଣୁ ଓଡ଼ିଶାରେ ଶିକ୍ଷା ବ୍ୟବସ୍ଥାକୁ ନଷ୍ଟ କରା ନଯାଉ I ଏହା