ଗୁରୁଙ୍କୁ ନ ମଣିବ ନର, ଗୁରୁ ହିଁ ସାକ୍ଷାତ ଈଶ୍ୱର

🙏ଗୁରୁ ପୂର୍ଣ୍ଣିମା 🙏 //TATKAL ODISHA// ଶ୍ରୀକାନ୍ତ ଦାଶ ମହର୍ଷି ବ୍ୟାସଦେବଙ୍କ ଜନ୍ମଦିନକୁ ଗୁରୁପୂର୍ଣ୍ଣିମା ଭାବେ ହିନ୍ଦୁମାନେ ପାଳନ କରିଥାନ୍ତି | ମହାତ୍ମା ବ୍ୟାସ ଥିଲେ ଅଷ୍ଟାଦଶ ପୁରାଣର ସ୍ରଷ୍ଟା, ସମସ୍ତ ଜ୍ଞାନର ଭଣ୍ଡାର|ଭାରତୀୟ ଧର୍ମ,

ମାୟାଧର ମିଜାଇଲ-18: ‘ସାତଶଙ୍ଖର ସେ ଚା’ ଦୋକାନୀ ମା’

//TATKAL ODISHA// ମାୟାଧର ନାୟକ ‘ବିଶ୍ୱଭବିଷ୍ୟବାଣୀ’ ପାଣ୍ଡୁଲିପିଟି ଯେଉଁଦିନ ସରିଗଲା, ତା’ର ପ୍ରେସ୍‍ କପିଟି ହାତରେ ଧରି ଭାବୁଥିଲି କାହିଁକି ଏ ବିଶ୍ୱଭବିଷ୍ୟବାଣୀ ! ମନେହେଉଥିଲା, ଅଜସ୍ର ଅଗ୍ନିକଣାରେ ପ୍ରସ୍ତୁତ ଏ ଗୋଟାଏ ଭବିଷ୍ୟତର ପରମାଣୁବୋମା – ଏଇ

ନୂଆ ସାପ୍ତାହର ରାଶିଫଳ : କେମିତି ବିତିବ?

ଏ ସପ୍ତାହର ରାଶିଫଳଶ୍ରୀଦୋଳଗୋବିନ୍ଦ ପଣ୍ଡା, ଜ୍ୟୋତିର୍ବିଦ୍ୟାବାରିଧି ***************************************(ଏ ସପ୍ତାହର ରାଶିଫଳ: ୦୩-୦୭-୨୩ ସୋମବାରଠାରୁ ୦୯-୦୭-୨୩ ରବିବାର ପର୍ଯ୍ୟନ୍ତ)*********************************************** ମେଷ: ସୋମବାରଠାରୁ

ଗୁହାରି’ କାର୍ଯ୍ୟକ୍ରମର ଉଦ୍‍ଯାପନୀ ସଂଧ୍ୟାରେ ଶ୍ରୀ ଜଗନ୍ନାଥଙ୍କୁ ଭକ୍ତିପୁତ ସଙ୍ଗୀତର ନୈବେଦ୍ୟ

ଭୁବନେଶ୍ୱର,//TATKAL ODISHA// ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଓ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ ଶ୍ରୀ ଜଗନ୍ନାଥଙ୍କ ଭକ୍ତି ସଙ୍ଗୀତ ସମାରୋହ ‘ଗୁହାରି’ର ଆଜି ଥିଲା ଉଦ୍‍ଯାପନୀ ସଂଧ୍ୟା । ରଥଯାତ୍ରା ସମୟରେ

ସିଙ୍ଗାପୁରରୁ ଦେଖନ୍ତୁ LIVE ରଥଯାତ୍ରା

ସିଙ୍ଗାପୁର//TATKAL ODISHA//EXCLUSIVE// ରିପୋର୍ଟ : ସଂଗ୍ରାମ କାନନଗୋ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ସିଙ୍ଗାପୁରରେ ମହାସମାରୋହରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ରଥଯାତ୍ରା ଅନୁଷ୍ଠିତ ହୋଇଛି I ଜଗନ୍ନାଥଙ୍କ ଏହି ରଥଯାତ୍ରା ସିଙ୍ଗାପୁରର ତୋଆ ପାଓ ଷ୍ଟାଡିଅମରେ ହୋଇଛି

କଳାହାଣ୍ଡିରେ ଚର୍ଚ୍ଚା : ନଡ୍ଡା ଢୋକିଲେ ବେଶୀ, କହିଲେ କମ?

କଳାହାଣ୍ଡି, ଝାରସୁଗୁଡା,//TATKAL ODISHA// ଆକ୍ରମାଣତ୍ମକ ଓଜସ୍ୱନୀ ଭାଷଣ ଦେଇ ସର୍ବଦା ଗଣମାଧ୍ୟମର ଶିରୋନାମାରେ ରହୁଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା କଳାହାଣ୍ଡି ଗସ୍ତ କାଳରେ ଅନୁରୂପ ଭୂମିକା ନେଇ ରାଜ୍ୟ ସରକାରଙ୍କୁ ଘେରିବେ ବୋଲି ଅଧିକାଂଶ ଭାବିଥିଲେ I ହେଲେ ଫୁସ

ଅବସର ପରେ IAS ସଂଗ୍ରାମଜିତ ନାୟକ ହେଲେ ଓଏସଡି

ଭୁବନେଶ୍ୱର//TATKAL ODISHA// ମୁନିସପାଲ ଆଡମିନିଷ୍ଟ୍ରେଟିଭର ନିର୍ଦେଶକ ପଦରୁ ଅବସର ନେଇଛନ୍ତି ବରିଷ୍ଠ ଆଇଏଏସ ସଂଗ୍ରାମଜିତ ନାୟକ I ହେଲେ ରାଜ୍ୟ ସରକାର ତାଙ୍କୁ ଗୃହ ଓ ନଗର ଉନ୍ନୟନ ବିଭାଗର ଅଫିସର ଇନ ସ୍ପେସିଆଲ ଡ୍ୟୁଟି ବା ଓଏସଡି ଭାବେ ପୁନଃ ନିଯୁକ୍ତି ଦେଇଛନ୍ତି I ଏନେଇ

ମାୟାଧର ମିଜାଇଲ-17: ମଣିପୁରରେ ‘ରକ୍ତଯୁଦ୍ଧ’

'//TATKAL ODISHA// ମଣିପୁରରେ ରକ୍ତଯୁଦ୍ଧ +++++++++++ ମାୟାଧର ନାୟକ +++++++++++ ମଣିପୁରରେ ଚାଲିଛି ରକ୍ତଯୁଦ୍ଧ । ରକ୍ତ ଆଉ ପାଉଁଶରେ ଜୁଡୁବୁଡୁ ମଣିପୁର । ସରକାରୀ ଅଫସଦପ୍ତର ବିଶେଷକରି ବିଜେପିନେତାଙ୍କ ଘରପୋଡୁଛନ୍ତି । ଆକ୍ରମଣ ପ୍ରତିଅଆକ୍ରମଣରେ ଥରହର

କାର୍ଯ୍ୟକାରୀ ହେବ ସୁବର୍ଣ୍ଣରେଖା ସଂସ୍କାର ଯୋଜନା

ବାଲେଶ୍ୱର ଭୋଗରାଇ//TATKAL ODISHA// ସୁବର୍ଣ୍ଣରେଖାରେ ବନ୍ୟା ନିୟନ୍ତ୍ରଣ ଏବଂ ନଦୀ ଦୁଇ ପାର୍ଶ୍ଵରେ ସବୁଜ ବଳୟ ସୃଷ୍ଟି ନିମନ୍ତେ ସୁବର୍ଣ୍ଣରେଖା ସଂସ୍କାର ଯୋଜନା କାର୍ଯ୍ୟକାରୀ କରିବାକୁ ପଦକ୍ଷେପ। ଶୁକ୍ରବାର ସକାଳେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ୫-ଟି ସଚିବ ଭି.କେ.

ସ୍ମୃତିରଞ୍ଜନ ପ୍ରଧାନ ଗଜପତିର ନୂଆ ଜିଲ୍ଲାପାଳ

ଭୁବନେଶ୍ୱର //TATKAL ODISHA// ଆଇଏଏସ ସ୍ତରରେ ଛୋଟ ଅଦଳ ବଦଳ ହୋଇଛି I ରାଜ୍ୟ ମତ୍ସ୍ୟ ବିଭାଗ ନିର୍ଦେଶକ ସ୍ମୃତି ରଞ୍ଜନ ପଧାନ ଗଜପତିର ନୂଆ ଜିଲ୍ଲାପାଳ ଭାବେ ବଦଳି ହୋଇଛନ୍ତି I ଅନ୍ୟ ପକ୍ଷରେ ଗଜପତି ଜିଲ୍ଲାପାଳ ଥିବା  ଲିଙ୍ଗରାଜ ପଣ୍ଡା ମହିଳା ଓ ଶିଶୁ ବିକାଶ ବିଭାଗର

କେସିଙ୍ଗା ଏନଏସି ଏବେ ଅନ୍ଧାର

ସରକାରଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁଁ ଜଳୁନାହିଁ କେସିଙ୍ଗା ସହରର ବହୁ ଷ୍ଟ୍ରିଟ୍ ଲାଇଟ ଜଳୁନାହିଁ କେସିଙ୍ଗା//TATKAL ODISHA// କେସିଙ୍ଗା ଏନଏସି ଏବେ ଅନ୍ଧାର I ଯେତେ କହିଲେ ବି ଷ୍ଟ୍ରିଟ ଲାଇଟ ମରାମତି ହେଉନାହିଁ I କାଁ ଭାଁ କିଛି ଖୁଣ୍ଟରେ ଲାଇଟ ଜଳୁଛି I ଫଳରେ

ଉବୁଟୁବୁ ଇସ୍କନ୍ ସମ୍ମୁଖ ରାସ୍ତା, ନଦୀର ଭ୍ରମ ସୃଷ୍ଟି : ଦେଖନ୍ତୁ LIVE ଭିଡିଓ

ଭୁବନେଶ୍ୱର//TATKAL ODISHA// ଅସରାଏ ବର୍ଷାରେ ବୁଡ଼ିଛି ଇସ୍କନ୍ ସମ୍ମୁଖ ଜାତୀୟ ରାଜପଥ ରାସ୍ତା । ନଦୀର ଭ୍ରମ ସୃଷ୍ଟି କରିଛି I ଲୋକେ ଯାଆସ କରିପାରୁ ନାହାନ୍ତି I ପ୍ରାୟ ତିନିପୁଟ ଉଚ୍ଚର ବର୍ଷା ଜଳ ପବାହିତ ହୋଇଛି I କେବଳ ଇସ୍କନ୍ ରାସ୍ତା ନୁହେଁ ସ୍ମାର୍ଟ ସିଟିର

କାଳିଆର ଡୋରି

//TATKAL ODISHA// ★★★★★★★★★★★★★★★★★★ ଅରବିନ୍ଦ ଦାସ ★★★★★★★★★★★ "କାଳିଆର ଡୋରି ନଲାଗିଲେ କଣ ତା ଦର୍ଶନ କରିହୁଏ ନା ପୁରୀ ରଥଯାତ୍ରାରେ ତା ରଥ ଟାଣିହୁଏ ?"ପିଲାବେଳୁ ବୋଉର ଏଇ କଥାପଦକ ଅନେକ ଥର ଶୁଣିଛି ପୁରୁଷୋତ୍ତମ।ନିଜ ନାଁ ପୁରୁଷୋତ୍ତମ ଉଚ୍ଚାରଣ କରିବାକୁ

ଜୀବନ ତତ୍ତ୍ୱ : ମା’ ଓ ‘ଦା’ ର ପାର୍ଥକ୍ୟ

//TATKAL ODISHA// ଓଁ ଶ୍ରୀ ସାଇରାମ'ମାନବ' ଓ 'ଦାନଵ' ଶବ୍ଦ ଦୁଇଟି ଭିତରେ କେବଳ'ମା' ଓ 'ଦା' ର ପାର୍ଥକ୍ୟ ରହିଛି । 'ମା' ଶବ୍ଦଟି କୋମଳ, ମଧୁମୟ ଏବଂ ଅମୃତତ୍ବର ପ୍ରତୀକ !ମାତ୍ର 'ଦା' ଶବ୍ଦଟି ନିର୍ଦ୍ଦୟ, ବିଶୃଙ୍ଖଳ ଏବଂ ଜ୍ୱଳନଶିଳ lଯେଉଁମାନଙ୍କ ମଧ୍ୟରେ ମଧୁରତା ନାହିଁ ଏବଂ

ୟୁରୋଲୋଜି, ନେଫ୍ରୋଲୋଜି ପାଇଁ ଉତ୍ସର୍ଗୀକୃତ ସୁପର ସ୍ପେସିଆଲିଟି କେନ୍ଦ୍ର ହେବ ୟୁଏନସିଇ

ଭୁବନେଶ୍ୱର//TATKAL ODISHA// ଆଉ ବାହାର ରାଜ୍ୟକୁ ଯିବାକୁ ପଡ଼ିବନାହିଁ । ନେଫ୍ରୋଲୋଜି ଓ ୟୁରୋଲୋଜି ରୋଗୀ ଭୁବନେଶ୍ୱରସ୍ଥ ପଟିଆ ଠାରେ ନୂଆ  ‘ୟୁରୋ ନେଫ୍ରୋ ସେଣ୍ଟର ଅଫ୍ ଏକ୍ସେଲେନ୍ସ’ ହସ୍ପିଟାଲରେ  ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ପାଇପାରିବେ। ଏହି ୟୁନିଟ୍ ୟୁଟିଆଇ, ପ୍ରୋଷ୍ଟେଟ୍‌,