ପ୍ରତି ପଞ୍ଚାୟତକୁ ଏଣିକି ବାର୍ଷିକ 50 ଲକ୍ଷ ଟଙ୍କା

ରାଜ୍ୟ କ୍ୟାବିନେଟ ଦେଇଛି ମୋହର ନୂଆ ଯୋଜନା :ଆମ ଓଡିଶା ନବୀନ ଓଡିଶା ୨୦୨୩-୨୪ ପାଇଁ ଟଙ୍କା ୪୨୦୦ କୋଟି ବ୍ୟୟବରାଦ ଭୁବନେଶ୍ୱର// TATKAL ODISHA// ଏଣିକି ପ୍ରତି ଗ୍ରାମପଞ୍ଚାୟତ ଟଙ୍କା ୫୦,୦୦,୦୦୦/- ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ | ଉକ୍ତ ଅର୍ଥ ରୁ ଜଗନ୍ନାଥ

ବେଲ୍‌ଜିୟମରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ

-ଗ୍ଲୋବାଲ୍ ୟୁରୋପିଆନ୍ କୋଅପରେଟିଭ୍ କନ୍‌ଫରେନ୍ସରେ ଯୋଗଦେଇଛନ୍ତି ଭୁବନେଶ୍ୱର,//TATKAL ODISHA// ଆଠ ଦିନିଆ ବେଲଜିଅମ ଗସ୍ତରେ ଥିବା ରାଜ୍ୟ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସେଠାରେ ପହଞ୍ଚିଛନ୍ତି । ବେଲ୍‌ଜିୟମର ଲିୟୁଭେନ ଠାରେ ଆୟୋଜିତ ଆଇସିଏ ସିସିଆର୍ ଗ୍ଲୋବାଲ୍

ଗ୍ରାମୀଣ କ୍ରୀଡ଼ାବିତଙ୍କ ପାଇଁ ବଡ଼ବିଲରେ ଜିନ୍ଦଲ କ୍ରୀଡ଼ା ଛାତ୍ରାବାସ: ଉଦଘାଟନ କଲେ ନବୀନ-ସାଲୁ ଜିନ୍ଦଲ

୬୦ ପ୍ରତିଭାଶାଳୀ ଯୁବ କ୍ରୀଡ଼ାବିତଙ୍କୁ କ୍ରୀଡା ଏବଂ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ପାଇଁ ଆବାସିକ ସୁବିଧା ପ୍ରଦାନ କରାଯିବ ଯୋଡା/ବଡ଼ବିଲ//TATKAL ODISHA// ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ନବୀନ ଜିନ୍ଦଲ ଏବଂ ଜେଏସପି ଫାଉଣ୍ଡେସନର ଚେୟାରପର୍ସନ୍ ଶାଲୁ

ଉପଭୋକ୍ତାଙ୍କୁ ୨୭୨୭ କୋଟି ଫେରସ୍ତ ନେଇ ଭଣ୍ଡୁଛି ଓଇଆରସି

ଘେରିଲେ ବିଦ୍ୟୁତ ବିଶେଷଜ୍ଞ ଭୁବନେଶ୍ୱର//TATKAL ODISHA // ଚଉଦ ବର୍ଷଧରି ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ(ଓଇ ଆରସି)ନିଜ କୋର୍ଟ ବାହାରେ ଖୁଚୁରା ବିଦ୍ୟୁତ୍ ମୂଲ୍ୟ ମନଇଚ୍ଛା ବିଜ୍ଞାପିତ କରି ଉପୋଭୋକ୍ତା ମାନଙ୍କୁ ବୋକା ବନେଇ ଲୁଣ୍ଠନ କରି ଆସୁଛନ୍ତି। ଯେତେବେଳେ ଆମେ ଏହି

କେମିତି ବିତିବ ଆଗାମୀ ସାପ୍ତାହ? ଦେଖନ୍ତୁ ଜ୍ୟୋତିର୍ବିଦ୍ୟାବାରିଧି ଶ୍ରୀଦୋଳଗୋବିନ୍ଦ ପଣ୍ଡାଙ୍କ ଗଣନା

//TATKAL ODISHA// ଏ ସପ୍ତାହର ରାଶିଫଳଶ୍ରୀଦୋଳଗୋବିନ୍ଦ ପଣ୍ଡା, ଜ୍ୟୋତିର୍ବିଦ୍ୟାବାରିଧି(ଏ ସପ୍ତାହର ରାଶିଫଳ: ୧୦-୦୭-୨୩ ସୋମବାରଠାରୁ * ୧୬-୦୭-୨୩ ରବିବାର ପର୍ଯ୍ୟନ୍ତ) *********************************************** ମେଷ: ସୋମବାର ସଂଧ୍ୟା ପର୍ଯ୍ୟନ୍ତ ଦ୍ବାଦଶ

ବାଲେଶ୍ୱର ବିଜେଡି ଜିଲ୍ଲା କମିଟି ଘୋଷଣା

ଭୁବନେଶ୍ୱର//TATKAL ODISHA// ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ୬ ଜିଲ୍ଲାର ବିଜେଡି ସଭାପତି ଓ ୩ ଜିଲ୍ଲାର କାର୍ଯ୍ୟକାରୀ ସଭାପତି ନୂଆ ନିଯୁକ୍ତି ପାଇଛନ୍ତି । ବାଲେଶ୍ୱର ଜିଲ୍ଲା ପାଇଁ ଅଶ୍ୱିନୀ କୁମାର ପାତ୍ର ଜିଲ୍ଲା ସଭାପତି ହୋଇଛନ୍ତି I

ଦାସକାଠିଆ, ପାଲା, ଘୋଡ଼ାନାଚ କଳାକାରଙ୍କ ପାରିଶ୍ରମିକ ବୃଦ୍ଧି

ଭୁବନେଶ୍ୱର//TATKAL ODISHA// ଦାସକାଠିଆ, ପାଲା, ଘୋଡ଼ାନାଚ କଳାକାରଙ୍କ ପାରିଶ୍ରମିକ ବୃଦ୍ଧି କରିଛନ୍ତି ଓଡ଼ିଶା ସରକାର I TATKAL ODISHAକୁ ରାଜ୍ୟ ଭାଷା ସୁରକ୍ଷା ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଏହି ସୂଚନା ଦେଇଛନ୍ତି I ସେ

ଅଶ୍ୱିନୀ ବାଲେଶ୍ୱର ଅଶ୍ୱନୀ ପାତ୍ର, ପ୍ରଭାସ ସିଂହ ବରଗଡ଼ ବିଜେଡି

ଭୁବନେଶ୍ୱର//TATKAL ODISHA// ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ୬ ଜିଲ୍ଲାର ବିଜେଡି ସଭାପତି ଓ ୩ ଜିଲ୍ଲାର କାର୍ଯ୍ୟକାରୀ ସଭାପତି ନୂଆ ନିଯୁକ୍ତି ପାଇଛନ୍ତି । ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ

୧୧୫ ପୌରାଞ୍ଚଳର ୨୦୦୦ ବୃହତ ଜଳାଶୟର ନବୀକରଣ ଖୁବଶୀଘ୍ର

ଆମ ପୋଖରୀ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବେ ମିଶନ ଶକ୍ତିର ମା ଓ ଶିକ୍ଷିତ ଯୁବକ ଯୁବତୀ ଆମର ସାମାଜିକ ଓ ସାଂସ୍କୃତିକ ଜୀବନରେ ପୋଖରୀ ଖୁବ୍ ଗୁରୁତ୍ୱପୂର୍ଣ୍ଣ ସହରାଞ୍ଚଳର ଜନଜୀବନରେ ଗୁଣାତ୍ମକ ଉନ୍ନତି ଆସିବ – ମୁଖ୍ୟମନ୍ତ୍ରୀ ଆମ ଉପରେ

ତାଞ୍ଜାନିଆର ଜାଞ୍ଜିବରରେ ମାଡ୍ରାସ IIT କ୍ୟାମ୍ପସ, ଏମଓୟୁ

ଦେଶ ବାହାରେ ପ୍ରତିଷ୍ଠା ହେବ ଆଇଆଇଟିର ସର୍ବପ୍ରଥମ କ୍ୟାମ୍ପସ - ଧର୍ମେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏବଂ ଜାଞ୍ଜିବରର ମାନ୍ୟବର ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ଏମଓୟୁ ସ୍ୱାକ୍ଷରିତ• ଉଚ୍ଚ ଶିକ୍ଷାର ଅନ୍ତର୍ଜାତୀୟକରଣ ଦିଗରେ ଆଇଆଇଟି ମାଡ୍ରାସ – ଜାଞ୍ଜିବର କ୍ୟାମ୍ପସ ଏକ

ବଢ଼ିବ ସାମ୍ବାଦିକଙ୍କ ବୀମା ରାଶି?

7ରେ ନୂଆ ୱେବ ସାଇଟ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର,//TATKAL ODISHA//କର୍ମଜୀବୀ ସାମ୍ବାଦିକଙ୍କ ପାଇଁ ଖୁସି ଖବର I ରାଜ୍ୟ ସରକାର 2018 ଜୁନ ପହିଲାରୁ ଲାଗୁ କରିଥିବା ‘ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା’ ର ବୀମାରାଶି ବୃଦ୍ଧି କରିବାକୁ

ଡିଏନ ଗ୍ରୁପ ଚଢ଼ାଉ, ନୂଆ ତଥ୍ୟ ପାଇ ଆୟକର ବିଭାଗ ଟେରା

- ୧୦୫ କୋଟି କାରବାରର ଚିଠା ! ଭୁବନେଶ୍ୱର//TATKAL ODISHA// ଡିଏନ୍‌ ଗ୍ରୁପ୍‌ରେ ଆୟକର ଚଢ଼ାଉ ପରେ ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ ହସ୍ତଗତ ହେବାରେ ଲାଗିଛି I ପ୍ରଥମେ ଜଣେ ତଳିଆ କର୍ମଚାରୀ ଘରୁ 30 କୋଟି ଟଙ୍କା ଜବଦ ହୋଇଥିଲା I ଏବେ ୧୦୫ କୋଟି କାରବାରର

ଆୟକର ପଞ୍ଝାରେ ଡିଏନ ଗ୍ରୁପ୍ : 25ରୁ ଜାଗାରେ ରେଡ, 30 କୋଟି ଜବଦ

ଭୁବନେଶ୍ୱର//TATKAL ODISHA// ଟିକସ ଫାଙ୍କି ଅଭିଯୋଗରେ ଡିଏନ ଗ୍ରୁପ୍ ଉପରେ ଆୟକର ବିଭାଗ ପକ୍ଷରୁ ୨୫ରୁ ଅଧିକ ସ୍ଥାନରେ ରେଡ୍ ହୋଇଛି । ସଂସ୍ଥାର ଜଣେ କର୍ମଚାରୀଙ୍କ ଘରୁ ନଗଦ ୩୦ କୋଟି ଟଙ୍କା ଜବତ ହୋଇଥିବା ଚର୍ଚ୍ଚା ହେଉଛି । ସ୍ଥାନୀୟ ଆଇଆରସି

ଅରବିନ୍ଦ ଦାସଙ୍କ ନୂଆ ଗପ : ‘ଫୁଲେଇ ଟମାଟୋ’

//TATKAL ODISHA// ଫୁଲେଇ ଟମାଟୋ★★★★★★ ଅରବିନ୍ଦ ଦାସ ଟମାଟୋ ନିଜ ରଙ୍ଗ ଦେଖାଉଥିଲା….ଟମାଟୋ କେଜି ଶହେ ଟଙ୍କା ଶୁଣି ବିରକ୍ତ ହୋଇ ମାର୍କେଟରୁ ଚାଲିଆସିଲା ସୁଜିତ।ଦୋକାନୀ ପ ଛ ପଟୁ କହୁଥିଲା, କାଲିକୁ ଆହୁରି ଅଧିକ ଦାମ ହେବ ଆଜ୍ଞା।ବଜାରରେ ଟମାଟୋ ନିଆଁ

ସତ୍ୟବ୍ରତ ସାହୁଙ୍କ କଣ୍ଠରେ ପୁଣି ନୂଆ ଭଜନ: ‘ମାଟି ଦୀପଟିଏ କର ମହାପ୍ରଭୁ’

ଭୁବନେଶ୍ୱର//TATKAL ODISHA// ମାଟି ଦୀପଟିଏ କର ମହାପ୍ରଭୁ... ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଆଉ ଏକ ଶ୍ରୁତି ମଧୁର ଭକ୍ତିଗୀତ ବୋଲିଛନ୍ତି ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ସତ୍ୟବ୍ରତ ସାହୁ I ଗୀତ ରଚନା କରିଛନ୍ତି ମଧୁସୂଦନ ଦାଶ I ରାଜ୍ୟ ସରକାରଙ୍କ ବରିଷ୍ଠ ପ୍ରଶାସକ