କେନ୍ଦ୍ର ବଜେଟ: ବାର୍ଷିକ 12 ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ କୌଣସି କର ପଡିବନାହିଁ

ପ୍ରଧାନମନ୍ତ୍ରୀ କହିଲେ, ଲୋକଙ୍କ ବଜେଟ ମୁଖ୍ୟମନ୍ତ୍ରୀ କହିଲେ, ଐତିହାସିକ ବଜେଟ ଧର୍ମେନ୍ଦ୍ର କହିଲେ, ସନ୍ତୁଳିତ, ଭବିଷ୍ୟତବାଦୀ ନୂଆଦିଲ୍ଲୀ, ଭୁବନେଶ୍ୱର// TATKAL ODISHA// ଆୟକର ସୀମାକୁ ଅର୍ଥମନ୍ତ୍ରୀ ବୃଦ୍ଧି କରିଛନ୍ତି। ଏଣିକି ବାର୍ଷିକ 12 ଲକ୍ଷ ପର୍ଯ୍ୟନ୍ତ

ବସ୍ତି ବାସିନ୍ଦାଙ୍କୁ କମ୍ବଳ ବାଣ୍ଟିଲେ କ୍ୟାପିଟାଲ ହାଇସ୍କୁଲ 83 ବ୍ୟାଚ୍ ଛାତ୍ର

ଭୁବନେଶ୍ୱର//TATKAL ODISHA// କ୍ୟାପିଟାଲ ହାଇସ୍କୁଲ 83 ବ୍ୟାଚ୍ ଦ୍ଵାରା ଗଠିତ CHS 83 WELFARE SOCIETY ତରଫରୁ, ନୀଳାଦ୍ରି ବିହାର ଅଞ୍ଚଳ ବସ୍ତି ବାସିନ୍ଦାଙ୍କୁ 102ଟି କମ୍ବଳ ବଣ୍ଟନ ବିତରଣ କରାଯାଇଛି l ସଂଗଠନର ସଭାପତି ବିଜୟ କୁମାର ପାତ୍ର, ସମ୍ପାଦକ ପୁଲିନ ସାହୁଙ୍କ ସହିତ

ଉତ୍କର୍ଷ ଓଡ଼ିଶା କନକ୍ଳେଭ, ‘ୱେଡିଂ ଟୁରିଜିମ’ ଉପରେ ଫୋକସ

ମାଇସ୍‌ ଓ ୱେଡ଼ିଙ୍ଗ ଟୁରିଜିମ୍ (MICE and Wedding Tourism) :'ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନ୍‌କ୍ଳେଭ୍‌ ୨୦୨୫ରେ ଓଡ଼ିଶାର ନୂଆ ଅଭିବୃଦ୍ଧିର ପଥ ଉପରେ ଆଲୋକପାତ ‘‘୮୧୫୩ କୋଟି ଟଙ୍କାର ୧୨୧ଟି ପ୍ରକଳ୍ପ ପାଇଁ ରାଜ୍ୟକୁ ପୁଞ୍ଜିନିବେଶର ଲକ୍ଷ୍ୟ ମିଳିଛି ଯାହା ଓଡ଼ିଶାର ପର୍ଯ୍ୟଟନ

ଓଡ଼ିଶାର ବିକାଶ ହେବ ଅକଳ୍ପନୀୟ : ମୋଦୀ

ଉତ୍କର୍ଷ ଓଡ଼ିଶା – ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫ ଉଦଘାଟିତ - ପ୍ରଧାନମନ୍ତ୍ରୀଙ୍କ ପୂର୍ବଦ୍ୟୋୟ ସ୍ବପ୍ନ ସାକାର ହେବା ସହ ୨୦୩୬ ସୁଦ୍ଧା ଓଡ଼ିଶାକୁ ଏକ ସମୃଦ୍ଧ, ଶିଳ୍ପୋନ୍ନତ ରାଜ୍ୟରେ ପରିଣତ କରିବା ଆମର ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର//

ଉତ୍କର୍ଷ ଓଡ଼ିଶା – ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫ ଉଦଘାଟିତ  ପ୍ରଧାନମନ୍ତ୍ରୀଙ୍କ ପୂର୍ବଦ୍ୟୋୟ ସ୍ବପ୍ନ ସାକାର ହେବା ସହ ୨୦୩୬ ସୁଦ୍ଧା ଓଡ଼ିଶାକୁ ଏକ ସମୃଦ୍ଧ, ଶିଳ୍ପୋନ୍ନତ ରାଜ୍ୟରେ ପରିଣତ କରିବା ଆମର ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ   ଭୁବନେଶ୍ୱର// TATKAL ODISHA//

ଗାଳ୍ପିକ ଅରବିନ୍ଦ ଦାସଙ୍କ ନୂଆ ଗପ -“ମା’ର ବେପାର”

ମା'ର ବେପାର★★★★★★ ଅରବିନ୍ଦ ଦାସ ତୃତୀୟ ଥର ପାଇଁ ତାଙ୍କ ଘରକୁ ଆସିଥିବା ପ୍ରିୟା ମହାନ୍ତିକୁ ,ଦେଖି ସୁନିତା ବେନ୍ କେଵଳ ଆଶ୍ଚର୍ଯ୍ୟ ହେଲେନି, ବରଂ ଦୁଃଖିତ ବି ହେଲେ।କାରଣ ତାକୁ ଦେଖି ଲାଗିଲା, ଗତ ବର୍ଷ ଦ୍ବିତୀୟ ଥର ଆଇ ଭି ଏଫ ଉପାୟରେ ସନ୍ତାନ ଧାରଣ ଚେଷ୍ଟା ବିଚାରୀର ଅସଫଳ

ସାଧାରଣତନ୍ତ୍ର ଦିବସର ଅନୁଚିନ୍ତା

ଆମେ ଆଜି 76 ତମ ଗଣତନ୍ତ୍ର ଦିବସ ପାଳନ କରୁଛେ | ଏହା ଔପଚାରିକତା ମାତ୍ର | ତ୍ରିରଙ୍ଗା ତଳେ ଠିଆହୋଇ ଆମେ ପୁର୍ବସୁରୀଙ୍କ ଦେଶସେବାକୁ ମନେ ପକେଇ ଶପଥ ନେବା,' ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଓ ଦେଶ ଦଶର ସେବା କରିବା | ଆଉଗଣତାନ୍ତ୍ରିକ ଵିଧି ବ୍ୟବସ୍ଥାକୁ ସମ୍ମାନ ଦେବା

ଆଉ ଇହ ଜଗତରେ ନାହାନ୍ତି ବରିଷ୍ଠ ପ୍ରଶାସକ ଗଗନ ଚନ୍ଦ୍ର ଦାସ

ସେ ଥିଲେ ବସନ୍ତ ବିଶ୍ୱାଳଙ୍କ ସଫଳ ରଥର ସମର୍ଥ ସାରଥୀ ଭୁବନେଶ୍ୱର//TATKAL ODISHA// ପୂର୍ବତନ ବରିଷ୍ଠ ପ୍ରଶାସକ ତଥା ଓଡ଼ିଶାର ନିର୍ମାଣ ଯୁଗର ସାରଥୀ ଦିବଂଗତ ଉପମୁଖ୍ୟମନ୍ତ୍ରୀ ବସନ୍ତ କୁମାର ବିଶ୍ୱାଳଙ୍କ ତତ୍କାଳୀନ ବ୍ୟକ୍ତିଗତ ସଚିବ ଗଗନ ଚନ୍ଦ୍ର ଦାସ ଆଉ ଇହ ଜଗତରେ

ସୁଶୋଭିତ ରଥରେ ଆରୁଢ଼ ଶ୍ରୀଶ୍ରୀ ଠାକୁର ନିଗମାନନ୍ଦ ସରସ୍ୱତୀ

୭୪ ତମ ପ୍ରାଦେଶିକ ଭକ୍ତ ସମ୍ମିଳନୀ ନିମନ୍ତେ ଶ୍ରୀଶ୍ରୀଠାକୁର ନିଗମାନନ୍ଦ ସରସ୍ୱତୀ ଦେବଙ୍କ କୁଜଙ୍ଗ ସାରସ୍ୱତ ସଂଘ, ସମାଗୋଳ ଠାରେ ହୋଇଛନ୍ତି ବିଜେ ପାରାଦ୍ୱୀପ, କୁଜଙ୍ଗ// TATKAL ODISHA//: କୁଜଙ୍ଗ ସମାଗୋଳ ଠାରେ ଅନୁଷ୍ଠିତ ହେବାକୁ ଥିବା ପ୍ରାଦେଶିକ ଭକ୍ତ ସମ୍ମିଳନୀ ନିମନ୍ତେ ଗତ

ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କ ପାରିଶ୍ରମିକ 11,100ରୁ 16,000କୁ ବୃଦ୍ଧି

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଉପକୃତ ହେବେ 13,740 ଶିକ୍ଷକ ରାଜ୍ୟ ସରକାର ବହନ କରିବେ ଅତିରିକ୍ତ 89.15 କୋଟି ଭୁବନେଶ୍ୱର//TATKAL ODISHA// ସମଗ୍ର ଶିକ୍ଷା କାର୍ଯ୍ୟକ୍ରମରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତରରେ ସ୍କିମାଟିକ୍ କନିଷ୍ଠ ଶିକ୍ଷକମାନେ

ମକର ସଂକ୍ରାନ୍ତିରୁ ଉତ୍ତରାୟଣ ଯାତ୍ରା

ମକର ସଂକ୍ରାନ୍ତି ଶ୍ରୀମନ୍ଦିରରେ ବର୍ଷ ସାରା ଅନେକ ଯାନିଯାତ୍ରା, ପର୍ବ ପର୍ବାଣି ପାଳିତ ହୁଏ | ମୁଖ୍ୟତଃ ବାରଟି ଯାତ୍ରାର ପ୍ରାଧାନ୍ୟ ସମ୍ପର୍କରେ ଏକ ସୁନ୍ଦର ଶ୍ଳୋକ ରହିଛି :- "ମଞ୍ଚ ସ୍ନାନଂ ରଥ ବରଗତିଃ ଶାୟନେ ଚାୟନେ ତ୍ୱେ, ପାର୍ଶ୍ଵ ବୃତ୍ତି8, ଶୟନ ନିବୃତ୍ତି8

ମିତାଲି ମଧୁମିତାଙ୍କୁ ‘ଜ୍ୟୋତିଷ ସିଦ୍ଧାନ୍ତସାଗର’ ସମ୍ମାନ

ଆନ୍ତର୍ଜାତୀୟ ଜ୍ୟୋତିଷ ସମ୍ମିଳନୀରେ ବଲାଙ୍ଗିରର ମହିଳା ଜ୍ୟୋତିଷ ସମ୍ମାନିତା ଭୁବନେଶ୍ବର, ବଲାଙ୍ଗୀର,//TATKAL ODISHA//:   ବଲାଙ୍ଗୀରର ମହିଳା ଜ୍ୟୋତିଷ ମିତାଲି ମଧୁମିତା ମିଶ୍ରଙ୍କୁ 'ଭୃଗୁ ଜ୍ୟୋତିଷ ସଂସ୍ଥାନ' ପକ୍ଷରୁ  ' ୧୮ ତମ ଏସିଆନ୍ ଆଷ୍ଟ୍ରୋଲୋଜରସ୍ କନ୍

ବନ୍ଧାପଡ଼ିଛି ଅସ୍ମିତା, ସ୍ୱାଭିମାନ? ରାଜଧାନୀର ଛାତି ଉପରେ ବ୍ୟାସକବି ଫକୀର ମୋହନଙ୍କୁ ଅସମ୍ମାନ

-ବାଲେଶ୍ଵର ସମେତ ସାରା ରାଜ୍ୟରୁ ତେଜିଲା ପ୍ରତିବାଦର ସ୍ବର ଭୁବନେଶ୍ୱର, ବାଲେଶ୍ୱର // TATKAL ODISHA// ଓଡ଼ିଆ ଭାଷା ସାହିତ୍ୟର ଯୁଗପୁରୁଷ, କଥା ସମ୍ରାଟ ତଥା ବ୍ୟାସ କବି ଫକୀର ମୋହନଙ୍କୁ ପୁଣି ଥରେ ଅସମ୍ମାନ କରାଯାଇଛି I କ୍ରମାଗତ ଭାବେ ଏଭଳି ଜଣେ ମହାପୁରୁଷଙ୍କ ପ୍ରତି

ଜରୁରୀ କାଳୀନ ପରିସ୍ଥିତି ବନ୍ଦୀ ସଂଗ୍ରାମୀଙ୍କୁ ମିଳିବ ମାସିକ 20 ହଜାର ପେନସନ

ସଂଗ୍ରାମୀଙ୍କ ସମସ୍ତ ମେଡିକାଲ୍ ଖର୍ଚ୍ଚ ବହନ କରିବେ ଓଡିଶା ସରକାର ଗୃହ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି ଭୁବନେଶ୍ୱର//TATKAL ODISHA// ଓଡିଶା ସରକାରଙ୍କ ପକ୍ଷରୁ ଦେଶର ଜରୁରୀ କାଳୀନ ପରିସ୍ଥିତିରେ ମିସା, ଡିଆଇଆର ଏବଂ ଡିଆଇଏସଆଇଆର ଆଇନରେ ବିଭିନ୍ନ