ଏକାଥରେ ବଦଳିଲେ 25 ଓଏଏସ୍

ଦେଖନ୍ତୁ ବଦଳି ତାଲିକା ଭୁବନେଶ୍ୱର,//TATKAL ODISHA// ଓଏଏସ୍ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ ହୋଇଛି । ବଦଳି ତାଲିକାରେ ତହସିଲଦାର , ବିଡିଓ, ସବ୍ ରେଜିଷ୍ଟ୍ରାର୍ ଓ ଡେପୁଟି କଲେକ୍ଟର ଭଳି ୨୫ ଜଣ ଅଧିକାରୀଙ୍କର ନାଁ ରହିଛି। ସେହିପରି ଓଡ଼ିଶା ରାଜସ୍ଵ ସେବାର ୮ ଅଧିକାରୀ

କେନ୍ଦୁପତ୍ର ହିତାଧିକାରୀଙ୍କୁ ତୃତୀୟ ପର୍ଯ୍ୟାୟରେ ୫୬ କୋଟି ଟଙ୍କାର ବୋନସ୍‌

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଉପକୃତ ହେବେ ୮ ଲକ୍ଷରୁ ଉର୍ଦ୍ଧ୍ବ କେନ୍ଦୁପତ୍ର ହିତାଧିକାରୀ ୨୦୨୨ ଶସ୍ୟବର୍ଷରେ ସର୍ବକାଳୀନ ରେକର୍ଡ ପରିମାଣର ଆର୍ଥିକ ସହାୟତା-୨୫୦ କୋଟି ଟଙ୍କା ଭୁବନେଶ୍ବର//TATKAL ODISHA// ରାଜ୍ୟର କେନ୍ଦୁପତ୍ର ହିତାଧିକାରୀମାନଙ୍କ ପାଇଁ

ଏ ସପ୍ତାହର ରାଶିଫଳ: ଦେଖନ୍ତୁ ଜ୍ୟୋତିର୍ବିଦ୍ୟାବାଧି ଶ୍ରୀଦୋଳଗୋବିନ୍ଦ ପଣ୍ଡା

ଭୁବନେଶ୍ୱର//TATKAL ODISHA// (ଚନ୍ଦ୍ରସ୍ଥିତି: ଚନ୍ଦ୍ର ସୋମବାର ରାତ୍ରି ୧୦ଟା ୩୨ ପର୍ଯ୍ୟନ୍ତ ମିଥୁନରେ, ତା’ପରେ ଗୁରୁବାର ଦିବା ୧୦ଟା ୫୫ ପର୍ଯ୍ୟନ୍ତ କର୍କଟରେ, ତା’ପରେ ଶନିବାର ରାତ୍ରି ୧୧ଟା ୪୧ ପର୍ଯ୍ୟନ୍ତ ସିଂହରେ ରହି କନ୍ୟାକୁ ଚଳିବେ।) ମେଷ: ସୋମବାର

ଆରପାରିରେ ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ପ୍ରବୋଧ ରାଉତ

ମୃତ୍ୟୁ ପୂର୍ବରୁ ତାଙ୍କର ମୃତ୍ୟୁ ଉପରେ ପ୍ରକାଶିତ ଆଲେଖ୍ୟ 'ବାଂଛିତ ପୃଥିବୀ' କଟକ, ଭୁବନେଶ୍ୱର//TATKAL ODISHA// ଓଡିଶା ସାହିତ୍ୟ ଏକାଡେମୀ ସଚିବ ପ୍ରବୋଧ ରାଉତ ଆଉ ଇହ ଜଗତରେ ନାହାନ୍ତି । ୫୧ବର୍ଷ ବୟସରେ ସିଡିଏର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ପରଲୋକ

ସୁନ୍ଦରଗଡ଼ 3 ବିଧାନସଭା କ୍ଷେତ୍ର ପାଇଁ ନୂଆ କର୍ମକର୍ତ୍ତା ନିଯୁକ୍ତ

ଭୁବନେଶ୍ୱର//TATKALODISHA // ସାଧାରଣ ନିର୍ବାଚନ-୨୦୨୪ ପୂର୍ବରୁ ଶାସକ ବିଜେଡି ନିଜର ଜିଲ୍ଲା ସ୍ତରୀୟ ଦଳୀୟ ସାଙ୍ଗଠନିକ ସ୍ଥିତିକୁ ସୁଦୃଢ଼ କରିଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନମୋଦନ କ୍ରମେ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ

ମାୟାଧର ମିଜାଇଲ-20: ‘ଫୁଲ ହୁଅନା, ଝୁଲ ହୁଅ’

//TATKAL ODISHA// ଫୁଲ ହୁଅନା, ଝୁଲ ହୁଅ ମାୟାଧର ନାୟକ ଦିନେ ଗୋଟିଏ ବଡ କଲେଜର ଛାତ୍ରୀ ନିବସାର ବିଶେଷ ଉତ୍ସବରେ ମୁଖ୍ୟଅତିଥି ହୋଇ ଯାଇଥିଲି । ପ୍ରବେଶ ଦ୍ୱାରରେ ପହଞ୍ôଚବା କ୍ଷଣି ଝିଅମାନେ ବନ୍ଦାପନାକରି ପୁଷ୍ପବୃଷ୍ଟି କଲେ ଏବଂ ଗୋଟିଏ ଗୋଲାପଫୁଲ ଉପହାର ଦେଇ ପାଛୋଟିନେଲେ

ସତ୍ୟବ୍ରତ ସାହୁଙ୍କ କଣ୍ଠରେ ଶିବ ଆରାଧନା-‘ବୋଲ ବମ ହର ହର ବମ’

ଭୁବନେଶ୍ୱର//TATKAL ODISHA// ଶ୍ରାବଣ ମାସରେ ସବୁକିଛି ଶିବମୟ I ସେ ସଦାଶିବ, ସେ ମହେଶ୍ୱର, ସେ ନୀଳକଣ୍ଠ, ସେ ରୁଦ୍ର, ସେ ଯଟାଧର, ସେ ଗଙ୍ଗାଧର.. ଆଉ ସେ ଦେବ ଦେବ ମହାଦେବ... କୋପେ ବର ତ ତପେ ବର I ନିଜର ମନସ୍କାମନା ପୂର୍ଣ୍ଣ ପାଇଁ ମହାପ୍ରଭୁଙ୍କୁ କିଏ କେତେ ନିଷ୍ଠାର ସହ

ୟୁଏଇରେ IIT ଦିଲ୍ଲୀ କ୍ୟାମ୍ପସ

ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଆବୁଧାବୀରେ ଆଇଆଇଟି ଦିଲ୍ଲୀ କ୍ୟାମ୍ପସ ପ୍ରତିଷ୍ଠା ପାଇଁ ଏମଓୟୁ ଭାରତୀୟ ଓ ବିଶ୍ୱର ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ ଭାରତର ଶିକ୍ଷାର ଅନ୍ତର୍ଜାତୀୟକରଣରେ ନୂତନ ଅଧ୍ୟାୟ ଆରମ୍ଭ– ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ,

ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା: କେମିତି କରିବେ ଅନଲାଇନ ଆବେଦନ? ଜାଣନ୍ତୁ…

କେବଳ କାର୍ଯ୍ୟରତ ସାମ୍ବାଦିକ ଆବେଦନ କରିପାରିବେ.. ଭୁବନେଶ୍ୱର// TATKAL ODISHA// ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଆବେଦନ ପାଇଁ ସରଳ ଉପାୟ ଆପଣ ଜାଣି ଥିବେ ନିକଟରେ ଗୋପବନ୍ଧୁ କର୍ମଜୀବୀ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା ବା helth CARD କଥା ହେଉ । ଏହାକୁ ଆବେଦନ ପାଇଁ

ବଦଳିଲେ ୯ ବରିଷ୍ଠ ଓଏଏସ୍

ଦେଖନ୍ତୁ ତାଲିକା ଭୁବନେଶ୍ୱର,//TATKAL ODISHA// ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା ଅଧିକରୀ(ଓଏଏସ୍‌) ସ୍ତରରେ ଅବଦ ବଦଳ ହୋଇଛି । ଏକାଥରେ ୯ଜଣ ବଦଳି ହୋଇଛନ୍ତି । ସେମାନେ ହେଉଛନ୍ତି ପ୍ରସନ୍ନ କୁମାର ଷଡ଼ଙ୍ଗୀ, ଅଶୋକ କୁମାର ପଣ୍ଡା, ଦୀପ୍ତି ମହାପାତ୍ର, ନିବେଦିତା

ମନୋଜ କୁମାର ମହାପାତ୍ରଙ୍କ ନୂଆ ଗପ -ମୁହଁ ଟା ଯାକ ଜହ୍ନ

TATKALODISHA //ଗଳ୍ପ// *ମୁହଁ ଟା ଯାକ ଜହ୍ନ ?* *ମନୋଜ କୁମାର ମହାପାତ୍ର* ଶୀତଋତୁର ରାତି ସହଜରେ ସରେନି ବୋଲି ଆଗ କାଳର ଲୋକେ କହନ୍ତି l କହିବାଟା ବି ସ୍ୱାଭାବିକ l ସୂର୍ଯ୍ୟାସ୍ତ ହେଉ ହେଉ ସଞ୍ଜ ନଇଁ ଆସେ l ସତେକି ରାତିଟା ଗୋଡ଼ କାଢ଼ି ଆଗରୁ ବସିଥିଲା !

ଗୁପ୍ତେଶ୍ୱର ପୀଠର ରୂପାନ୍ତର ପାଇଁ 20 କୋଟି

ପ୍ରାକୃତିକ ସୌନ୍ଦର୍ଯ୍ୟରେ କୌଣସି ଆଞ୍ଚ ନ ଆଣି ପୀଠର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଭୁବନେଶ୍ୱର//TATKAL ODISHA // କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଗୁପ୍ତେଶ୍ୱର ପୀଠର ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦ କୋଟି ଟଙ୍କା ମଞ୍ଜୁର

ପାଠାଗାର ଆନ୍ଦୋଳନର ପୁରୋଧା- ‘ଦାସିଆ ଅଜା’

ଆଜି ଜନ୍ମ ଦିନ ନୟାଗଡ଼//TATKAL ODISHA// ଦାସିଆ ଅଜା ନାମରେ ସମଗ୍ର ଓଡ଼ିଶା ତଥା ଭାରତରେ ସୁପରିଚିତ ଦାଶରଥି ପଟ୍ଟନାୟକ 17 ଜୁଲାଇ 1907ରେ ନୟାଗଡ଼ ଅନ୍ତର୍ଗତ ବଣ ପାହାଡ଼ ଘେରା ଉଦୟପୁର ଗ୍ରାମରେ ଜନ୍ମ ହୋଇଥିଲେ। ସେ ଥିଲେ ଓଡ଼ିଶା ପାଠାଗାର

ଉପଯୁକ୍ତ ଲୋକଙ୍କୁ ରାଜ୍ୟ ବା ଦେଶର ଶାସନର ଦାୟିତ୍ୱ ଦେବା ଉଚିତ : ବିଶ୍ୱଭୂଷଣ

ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଶାସନ ଜନସାଧାରଣଙ୍କ ଅଧିକାର ବୁଦ୍ଧିଜିବୀମାନେ ସ୍ୱର ଉତୋଳନ କରିବାକୁ ହେବ ଭୁବନେଶ୍ୱର,TATKAL ODISHA// ଗଣତନ୍ତ୍ରକୁ ସୁରକ୍ଷା ଦେବା ପ୍ରତ୍ୟେକ ନାଗରିକର କର୍ତ୍ତବ୍ୟ । ଦୁର୍ନୀତି, ଭ୍ରଷ୍ଟାଚାର ବିରୋଧରେ ଲଢ଼େଇ କରି ଏକ ସୁସ୍ଥ ସୁନ୍ଦର ଦେଶ ଗଠନ

ମାୟାଧର ମିଜାଇଲ-19: ‘ବିଶ୍ୱକୁ ଭାରତ ଦେଇଛି କ’ଣ ?’

ବିଶ୍ୱକୁ ଭାରତ ଦେଇଛି କ’ଣ ? ************* ମାୟାଧର ନାୟକ ************** ଏଇ ବିଶ୍ୱରେ ଯେଉଁ ଭୂଖଣ୍ଡରେ ଯେଉଁମାନେ ରହିଥିଲେ ରହିଛନ୍ତି । କିଛି ଲୋଭ ଓ ଲାଭରେ ଏପାଖସେପାଖ ହୋଇଛନ୍ତି । ସେମାନଙ୍କ ଜ୍ଞାନ, ତତ୍ତ୍ୱ, ଉଦ୍‍ଭାବନ, ଶିକ୍ଷା, ଦୀକ୍ଷା ଯୋଗୁ