ବିଶିଷ୍ଟ କଣ୍ଠ ଶିଳ୍ପୀ ପ୍ରଣବ ପଟ୍ଟନାୟକ ଅସୁସ୍ଥ

ଚିକିତ୍ସା ସହାୟତା ଦେଲେ ରାଜ୍ୟ ସରକାର ଭୁବନେଶ୍ୱର // TATKAL ODISHA// 'ରେ ଅତ୍ମନ ନିଦ୍ରା ପରି'.. ଭଳି ଶତାଧିକ କାଳଜୟୀ ଗୀତ ଗାଇ ଲକ୍ଷାଧିକ ଓଡ଼ିଆ ସଂଗୀତ ପ୍ରେମୀଙ୍କୁ ମନ୍ତ୍ରମୁଗ୍ଧ କରିଥିବା ବରେଣ୍ୟ କଣ୍ଠ ଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ ଅସୁସ୍ଥ ହୋଇଛନ୍ତି I ସେ ଏବେ

ସଫଳ ଶିକ୍ଷୟିତ୍ରୀରୁ ସଫଳ କୃଷି ପ୍ରୋତ୍ସାହିକା

*************************************** ଶିକ୍ଷୟତ୍ରୀ ଭାବେ କ୍ୟାରିଅର ଆରମ୍ଭ I 'ମୋ ସ୍କୁଲ' ଅଭିଯାନରେ ସାମିଲ ହୋଇ ଛାତ୍ର ଛାତ୍ରୀଙ୍କ ମହଲରେ ବେଶ ସେ ଥିଲେ ଆଦର୍ଶ I ଏହି ସଫଳତା ତାଙ୍କୁ ଆଉ ଏକ ପାହାଚ ଚଢିବାର ପ୍ରେରଣା ଦେଲା I ପରେ ସେ ସମାଜସେବିକା ଭାବେ ନିଜ ଜୀବନକୁ

ଚନ୍ଦ୍ରରେ CHANDRAYAN- 3ର ଅବତରଣକୁ ଦେଖନ୍ତୁ LIVE…

//EXCLUSIVE// ISRO// ବେଙ୍ଗାଲୁରୁ,// TATKAL ODISHA// ଚନ୍ଦ୍ରର ଦକ୍ଷିଣ ପୋଲ ଉପରେ ଅବତରଣ କରିବାକୁ ଯାଉଛି ଚନ୍ଦ୍ରୟାନ-3 I ତୃତୀୟ ଚନ୍ଦ୍ର ମିଶନ ଚନ୍ଦ୍ରଯାନ-3 ଯୋଗୁଁ ଭାରତ ଇତିହାସ ସୃଷ୍ଟି କରିବାକୁ ଯାଉଛି। ଚନ୍ଦ୍ରୟାନ-3ର ସଫଳ ମିଶନ

୯ଟି ନୂଆ ପ୍ରକଳ୍ପକୁ SINGLE WINDOW ମଞ୍ଜୁରୀ

୧୨୧ତମ ରାଜ୍ୟସ୍ତରୀୟ ସିଙ୍ଗଲ ଓ୍ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ ଓଡ଼ିଶାର ଅର୍ଥନୈତିକ ପ୍ରଗତିକୁ ତ୍ୱରାନ୍ୱିତ କରିବାରେ ଆଉ ଏକ ପଦକ୍ଷେପ ୮୭୩ କୋଟି ଟଙ୍କାର ନିବେଶରେ ୨୫୦୦ରୁ ଅଧିକ ନିଯୁକ୍ତି ସମ୍ଭାବନା । ଭୁବନେଶ୍ୱର//TATKAL ODISHA // ଶିଳ୍ପ ଅଭିବୃଦ୍ଧିକୁ

ପାଣ୍ଡିଆନଙ୍କୁ କାଳିମାଡ଼ ଘଟଣାରେ ଗିରଫ ଅଭିଯୁକ୍ତ ଭାସ୍କର ସାହୁଙ୍କୁ ଛାଡ଼ିଦେଲା ପୁଲିସ

ଭୁବନେଶ୍ୱର//TATKAL ODISHA// 5T ସଚିବ ଭିକେ ପାଣ୍ଡିଆନଙ୍କୁ କାଳିମାଡ଼ ଘଟଣାରେ ଗିରଫ ଅଭିଯୁକ୍ତ ଭାସ୍କର ସାହୁଙ୍କୁ ପୁଲିସ ଛାଡ଼ି ଦେଇଛି। ଗତକାଲି ଅର୍ଥାତ ଶନିବାର ବିଳମ୍ବିତ ରାତିରେ ଲେଖାପଢ଼ା କରି ଭାସ୍କରଙ୍କୁ ପୁଲିସ ଛାଡ଼ି ଦେଇଥିବା ଜଣାପଡ଼ିଛି। ଭାସ୍କରଙ୍କ ବଡ଼ଭାଇଙ୍କ

ନୂଆ ସପ୍ତାହର ନୂଆ ଫଳ, କେମିତି ଫଳିବ ?

ଗଣନା : ଶ୍ରୀଦୋଳଗୋବିନ୍ଦ ପଣ୍ଡା, ଜ୍ୟୋତିର୍ବିଦ୍ୟାବାରିଧି ଭୁବନେଶ୍ୱର// TATKAL ODISHA// +++++++++++++++++++++++++++++++(ଏ ସପ୍ତାହର ରାଶିଫଳ: ୨୧-୦୮-୨୩ ସୋମବାରଠାରୁ ୨୭-୦୮-୨୩ ରବିବାର ପର୍ଯ୍ୟନ୍ତ)+++++++++++++++++++++++++++++++++++ ମେଷ:

ରାଜଧାନୀରେ ସର୍ବପ୍ରଥମ ସିଏନଜି ଗ୍ୟାସ ଚାଳିତ ‘ଶବଦାହ ଗୃହ’

‘ଶବଦାହ ଗୃହ’କୁ ଲୋକାର୍ପିତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ • ଗେଲ୍ ୧୬ କୋଟି ଟଙ୍କା ବ୍ୟୟରେ ଭୁବନେଶ୍ୱର ଓ କଟକରେ ସିଏନଜି ଗ୍ୟାସ ଆଧାରିତ ଶବଦାହ ଗୃହ ନିର୍ମାଣ କରୁଥିବା ବେଳେ ଧର୍ମବିହାରରେ ଏକ ଶ୍ମଶାନଘାଟ ଉଦଘାଟିତ ହୋଇଯାଇଛି• କଟକ ଓ ଭୁବନେଶ୍ୱରରେ ୨୦୧୮

ପ୍ରଫେସର ସବିତା ପ୍ରଧାନ ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂଆ କୁଳପତି

ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ଭୁବନେଶ୍ୱର//TATKAL ODISHA// ପ୍ରଫେସର ସବିତା ପ୍ରଧାନ ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ହୋଇଛନ୍ତି I କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ନିଯୁକ୍ତି ଦେଇଛନ୍ତି I ଶୁକ୍ରବାର ଏନେଇ ରାଜଭବନ ପକ୍ଷରୁ ବିଜ୍ଞପ୍ତି

ସୌମ୍ୟ ବାବୁଙ୍କ ପୁଣି କାହିଁକି ତେରଛା ବାଣ?

ଚର୍ଚ୍ଚା : ସିଧାସଳଖ, ଅଥଚ ହାଲକା !! ଭୁବନେଶ୍ୱର// TATKAL ODISHA//ANALYSIS// କେଇ ଦିନ ନୀରବତା ପରେ ପୁଣି ଝଡ଼ I ସମ୍ବାଦର ସମ୍ପାଦକ ତଥା ବିଜେଡିର ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ପୁଣି ମାରିଛନ୍ତି ତେରଛା ବାଣ I ଏଥର ସିଧାସଳଖ କହିଥିଲେ ହେଁ କିଛି

ରାଜଗାଙ୍ଗପୁରରେ ଖୁବଶୀଘ୍ର ରେଳ ଓଭରବ୍ରିଜ

ରାଜଗାଙ୍ଗପୁରରେ ରେଲ୍‌ ଓଭରବ୍ରିଜ ନିର୍ମାଣ ହେବ ତ୍ବରାନ୍ବିତ ଜମି ଅଧିଗ୍ରହଣ ପରିବର୍ତ୍ତେ ଆବଶ୍ୟକ ଜମିସିଧାସଳଖ ଲୋକଙ୍କ ଠାରୁ କିଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି, ଭୁବନେଶ୍ୱର//TATKAL ODISHA// ସୁନ୍ଦରଗଡ ଜିଲ୍ଲାର ରାଜଗାଙ୍ଗପୁର ଠାରେ ଏକ ରେଲ ଓଭରବ୍ରିଜ ନିର୍ମାଣ

ଅନୁଗୁଳର ୨୦୦ ସ୍ୱାସ୍ଥ୍ୟ ଉପ-କେନ୍ଦ୍ରକୁ ଜେଏସପି ଫାଉଣ୍ଡେସନ ଦ୍ବାରା ଡିଜିଟାଲ ଡାଇଗ୍ନୋଷ୍ଟିକ୍ ଉପକରଣ ଯୋଗାଣ

ମାତୃ ମୃତ୍ୟୁହାର ଏବଂ ଶିଶୁ ମୃତ୍ୟୁହାର ହ୍ରାସ କରିବା ଟାର୍ଗେଟ - ମାନ୍ୟବର ମନ୍ତ୍ରୀ (ଶିଳ୍ପ, ଏମଏସଏମଇ ଏବଂ ଶକ୍ତି) ଶ୍ରୀ ପ୍ରତାପ କେଶରୀ ଦେବଙ୍କ ଦ୍ବାରା ଅନୁଗୁଳ ଜିଲ୍ଲାର ୨୦୦ ସ୍ୱାସ୍ଥ୍ୟ ଉପ-କେନ୍ଦ୍ରର

ବରଗଡ଼ ଜିଲ୍ଲାରେ ହେବ ୩ଟି ନୂଆ ବୃହତ୍ତ ସେତୁ

୩୯ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ଉପକୃତ ହେବେ ୭ ଲକ୍ଷ ୨୫ ହଜାର ଲୋକ ଭୁବନେଶ୍ୱର//TATKAL ODISHA// ବରଗଡ ଜିଲ୍ଲାରେ ୩ଟି ବୃହତ ସେତୁର ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ୩ଟି ନୂତନ ସେତୁ

ସ୍ଵରାଜ୍ୟ ଓ ଗାନ୍ଧିଜୀ

ସ୍ୱାଧୀନତା ଆନ୍ଦୋଳନର ନେତୃତ୍ୱ ନେଇଥିବା ମହାତ୍ମା ଗାନ୍ଧି କେବଳ ଭାରତ ପାଇଁ ସଂଗ୍ରାମ କରୁଥିଲେ ତାହା ନୁହେଁ, ପୃଥିବୀର କୋଣ ଅନୁକୋଣରେ ଯେଉଁଠି ସାଧାରଣ ମଣିଷ କୁସଂସ୍କାର, ଅନ୍ଧ ବିଶ୍ୱାସ ପ୍ରପୀଡ଼ିତ, ନିଷ୍ପେସିତ ସେଠି ସେ ପହଞ୍ଚାଉଥିଲେ ତାଙ୍କର ଦ୍ରୁପ୍ତ ମନ୍ତ୍ର, ଅହିଂସାର

ସ୍ୱାଧୀନତା ଦିବସରେ ସତ୍ୟବ୍ରତ ସାହୁଙ୍କ କଣ୍ଠରୁ ଶୁଣନ୍ତୁ ଦେଶାତ୍ମବୋଧ ସଂଗୀତ..”ଏ ମୋର ଭାରତ ବର୍ଷ”

ଭୁବନେଶ୍ୱର// TATKAL ODISHA// ବିଶିଷ୍ଟ କଣ୍ଠଶିଳ୍ପୀ ତଥା ବରିଷ୍ଠ ପ୍ରଶାସକ ସତ୍ୟବ୍ରତ ସାହୁଙ୍କର ବହୁ ଭାବପୂର୍ଣ୍ଣ ଓ ଶ୍ରୁତି ମଧୁର ଭକ୍ତିଗୀତ, ଭଜନ ଆପଣ ଶୁଣି ତଲ୍ଲୀନ ହୋଇଥିଲେ I ଏବେ ଶୁଣନ୍ତୁ ତାଙ୍କ କଣ୍ଠରୁ ଦେଶାତ୍ମବୋଧ ସଂଗୀତ.."ଏ ମୋର ଭାରତ ବର୍ଷ" ସ୍ୱାଧୀନତା ଦିବସ

ନୂଆ ସପ୍ତାହର ରାଶିଫଳ : ଦେଖନ୍ତୁ ଜ୍ୟୋତିର୍ବିଦ୍ୟାବାରିଧି ଶ୍ରୀଦୋଳଗୋବିନ୍ଦ ପଣ୍ଡାଙ୍କ ଗଣନା

++++++++++++++++++++++++++++++ ଏ ସପ୍ତାହର ରାଶିଫଳଶ୍ରୀଦୋଳଗୋବିନ୍ଦ ପଣ୍ଡା, ଜ୍ୟୋତିର୍ବିଦ୍ୟାବାରିଧି(ଏ ସପ୍ତାହର ରାଶିଫଳ: ୧୪-୦୮-୨୩ ସୋମବାରଠାରୁ ୨୦-୦୮-୨୩ ରବିବାର ପର୍ଯ୍ୟନ୍ତ)++++++++++++++++++++++++++++++++ମେଷ: ସୋମବାରଠାରୁ ବୁଧବାର ଦିବା ୪ଟା ୫୭ ପର୍ଯ୍ୟନ୍ତ