ବରିଷ୍ଠ OAS ସ୍ତରରେ ଅଦଳ ବଦଳ

ଭୁବନେଶ୍ୱର//TATKAL ODISHA// ବରିଷ୍ଠ ଓଡ଼ିଶା ପ୍ରଶାସନିକ ଅଧିକାରୀ (OAS) ସ୍ତରରେ ଅଦଳ ବଦଳ ହୋଇଛି I ଏକାଥରେ 6 ଜଣ ବଦଳିଛନ୍ତି I ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି I ଦେଖନ୍ତୁ ତାଲିକା... 26962Download

ଶୁଭାରମ୍ଭ ହେଲା KIMS ସାଂଧ୍ୟ କ୍ଲିନିକ୍‌

ଭୁବନେଶ୍ୱର//TATKAL ODISHA// ଦିନ ତମାମ ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ରହୁଥିବା କର୍ମଜୀବୀ ଓ ଅନ୍ୟ ସାଧାରଣ ଲୋକମାନଙ୍କ ପାଇଁ କିମ୍‍ସରେ ଆରମ୍ଭ ହୋଇଛି ସନ୍ଧ୍ୟା କାଳୀନ ଚିକିତ୍ସା ସେବା । କିମ୍‌ସର ସୁପର ସ୍ପେଶାଲିଟି ହସ୍ପିଟାଲ ଏବଂ କର୍କଟ କେନ୍ଦ୍ରରେ ଏହି ଇଭିନିଂ

ବିଜେଡି ଉପସଭାପତି ପଦରୁ ସୌମ୍ୟ ବିଦା

ଭୁବନେଶ୍ୱର//TATKAL ODISHA// ବିଜେଡି ଉପସଭାପତି ପଦରୁ ଖଣ୍ଡପଡା ବିଧାୟକ ସୌମ୍ୟରଂଜନ ପଟନାୟକ ବିଦା କରାଯାଇଛି I ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ବିଜେଡି ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି I

ସୁପ୍ରିମ କୋର୍ଟଙ୍କ ଐତିହାସିକ ରାୟ: ଦୁର୍ନୀତିଗ୍ରସ୍ତ ବାବୁ ଛାନିଆଁ

ସିବିଆଇ ତଦନ୍ତ ପାଇଁ ଆଉ କେନ୍ଦ୍ର ସରକାରଙ୍କ ଅନୁମତି ଦରକାର ନାହିଁ ନୂଆଦିଲ୍ଲୀ//TATKAL ODISHA// ଦୁର୍ନୀତି ଅଭିଯୁକ୍ତ ବରିଷ୍ଠ IAS ଓ IPS ଅଫିସରଙ୍କ ବିରୋଧରେ ସିବିଆଇ ତଦନ୍ତ ପାଇଁ ଆଉ କେନ୍ଦ୍ର ସରକାରଙ୍କ ଅନୁମତି (sanction) ଦରକାର ନାହିଁ।

ମୁଖ୍ୟ ଶାସନ ସଚିବ ପିକେ ଜେନା ଅସୁସ୍ଥ

ଭୁବନେଶ୍ୱର//TATKAL ODISHA// ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଅସୁସ୍ଥ I ସୋମବାର ପୂର୍ବାହ୍ନରେ ସେ କ୍ୟାପିଟାଲ ହସ୍ପିଟାଲ ଯାଇଥିଲେ I ସେଠାରେ ଡାକ୍ତରମାନେ ଚିକିତ୍ସା କରିବା ପରେ ସେ ନିଜ ବାସଭବନକୁ ଫେରି ଆସିଛନ୍ତି I ତେବେ ତାଙ୍କୁ ଭୀଷଣ ଥଣ୍ଡା ହୋଇ ଥିବା ଡାକ୍ତର

କ୍ଷୀରୋଦ ପରିଡ଼ାଙ୍କୁ ମର୍ଯ୍ୟାଦାଜନକ ଜାତୀୟ ‘ଶରତ ଅନୁବାଦ ପୁରସ୍କାର’

ଭୁବନେଶ୍ୱର//TATKAL ODISHA// ବଙ୍ଗଳା ଭାଷାର କାଳଜୟୀ କଥାଶିଳ୍ପୀ ଶରତଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ସ୍ମୃତିରେ ଅର୍ଦ୍ଧଶତାବ୍ଦୀ ଧରି ପ୍ରଦତ୍ତ ହୋଇଆସୁଥିବା ମର୍ଯ୍ୟାଦାଜନକ ଜାତୀୟ ଶରତ ଅନୁବାଦ ପୁରସ୍କାର ପାଇବାକୁ ବିଶିଷ୍ଟ ଓଡ଼ିଆ ଲେଖକ କ୍ଷୀରୋଦ ପରିଡ଼ା ମନୋନୀତ ହୋଇଛନ୍ତି I

କୋଣାର୍କ ଚକ୍ର G-20 ସମ୍ମିଳନୀରେ ‘ସ୍ବାଗତର ପ୍ରତିବିମ୍ବ’ : ଓଡ଼ିଶା ଗର୍ବିତ

ଟ୍ୱିଟ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖୁସି ଜାହିର କଲେ ନୂଆଦିଲ୍ଲୀ//TATKAL ODISHA// G-20 ସମ୍ମିଳନୀରେ ପ୍ରଦର୍ଶିତ ଓଡ଼ିଶାର କଳା ନୈପୂଣ୍ୟ କେବଳ ଭାରତରେ ନୁହେଁ, ବିଶ୍ୱର ଶୀର୍ଷ ନେତାଙ୍କର ମୁଖ୍ୟ ଆକର୍ଷଣ ପାଲଟିଛି I କୋଣାର୍କ ଚକ ଦେଖି ଅଭିଭୂତ :

ପାଇକ ଉପରେ ସ୍ବତନ୍ତ୍ର ପାଠ୍ୟକ୍ରମ: ଶିକ୍ଷା ପ୍ରଶିକ୍ଷଣ, ଗବେଷଣା ଓ ଛାତ୍ରବୃତ୍ତି ବ୍ୟବସ୍ଥା

ଓଡିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇକ ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାରରେ ଏହି କେନ୍ଦ୍ର ସହାୟକ ହେବ ଖୋର୍ଦ୍ଧା ଗସ୍ତ ସମୟରେ 5T ସଚିବଙ୍କୁ ଭେଟିଥିଲେ ବିଭିନ୍ନ ପାଇକ ସଂଗଠନ ଭୁବନେଶ୍ୱର,//TATKAL

ଅତନୁ କହିଲେ ‘ବ୍ଲାକମେଲର’, ତାଚ୍ଛଲ୍ୟରେ ଉଡ଼ାଇଦେଲେ ସୌମ୍ୟ

ଭୁବନେଶ୍ୱର,//TATKAL ODISHA// ପ୍ରଥମେ ବିଧାୟକ ଅରୁଣ ସାହୁ I ଦ୍ଵିତୀୟରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ I ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଏମିତି ଜଣେ ପରେ ଜଣେ ବିଜେଡିର ବରିଷ୍ଠ ନେତା ଅଟାକ କରିବାକୁ ଆଗେଇ ଆସିଛନ୍ତି I ଉଭୟ ନେତା ତାଙ୍କୁ 'ବ୍ଲାକ

ସୁସ୍ଥ ପରେ ପ୍ରଣବ କିଶୋର ପଟ୍ଟନାୟକଙ୍କ କଣ୍ଠରୁ ଶୁଣନ୍ତୁ ଆବେଗ ଭରା ଗୀତ… ‘ଜୀବନଟା ଏକ ନାଟକ’

ଭୁବନେଶ୍ୱର//TATKAL ODISHA// 'ରେ ଅତ୍ମନ ନିଦ୍ରା ପରି’.. ଭଳି ଶତାଧିକ କାଳଜୟୀ ଗୀତ ଗାଇ ଲକ୍ଷାଧିକ ଓଡ଼ିଆ ସଂଗୀତ ପ୍ରେମୀଙ୍କୁ ମନ୍ତ୍ରମୁଗ୍ଧ କରିଥିବା ବରେଣ୍ୟ କଣ୍ଠ ଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ ଅସୁସ୍ଥ ହୋଇ ହସ୍ପିଟାଲରେ ଥିଲେ I ଏହି ଖବର ପ୍ରଚାର ହେବା ମାତ୍ରେ ସାରା

କୃଷକ ମୋର୍ଚ୍ଚା ପରେ ବିଜେପି ମହିଳା ମୋର୍ଚ୍ଚା ପୁନର୍ଗଠିତ

୬ ଜଣ ଉପସଭାନେତ୍ରୀ, ୨ ଜଣ ସାଧାରଣ ସଂପାଦିକା, ୫ ଜଣ ସଂପାଦିକା, ୧ କାର୍ଯ୍ୟାଳୟ ସଂପାଦିକା, ୧ କୋଷାଧ୍ୟକ୍ଷା ପଦାଧିକାରୀ ନାମ ତାଲିକା ଘୋଷଣା ୮ଟି ବିଭାଗର ସଂଯୋଜିକାଙ୍କ ନାମ ତାଲିକା ଘୋଷଣା ୨୫ ଜଣ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଏବଂ ୧୭ ଜଣ

ଜନ୍ମାଷ୍ଟମୀରେ ଚାଲିଗଲେ ଜଗନ୍ନାଥଙ୍କ ପରମ ଭକ୍ତ ରବି ନାରାୟଣ ମିଶ୍ର

ପୁରୀ, ଭୁବନେଶ୍ୱର//TATKAL ODISHA// ପବିତ୍ର ଜନ୍ମାଷ୍ଟମୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନ୍ୟତମ ପରମ ଭକ୍ତ ଓ ଜଗନ୍ନାଥ ସଂସ୍କୃତିର ବିଶିଷ୍ଟ ଗବେଷକ ରବୀନ୍ଦ୍ର ନାରାୟଣ ମିଶ୍ର I ସ୍ବର୍ଗତ ମିଶ୍ର ଥିଲେ ଶ୍ରୀଜଗନ୍ନାଥ ମନ୍ଦିରର ପ୍ରାକ୍ତନ ପ୍ରଶାସକ I ସେ 'ଆକାଶ ଦୀପ'ର

ଯୋଗେଶ୍ୱର ଶ୍ରୀକୃଷ୍ଣ ହିଁ ଶ୍ରୀଜଗନ୍ନାଥ

ହେ' ମହାନାୟକ ତୁମକୁ ଶତ କୋଟି ପ୍ରଣାମ ++++++++++ ଶ୍ରୀକାନ୍ତ ଦାଶ ************* ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ମହାନାୟକ ଯୋଗେଶ୍ୱର ଶ୍ରୀକୃଷ୍ଣ ମହାରାଜଙ୍କ ଜନ୍ମଦିବସ |ସେ ଥିଲେ ଆଦର୍ଶ ବ୍ରହ୍ମଚାରୀ, ଆଦର୍ଶ ଗୃହସ୍ଥ, ଆଦର୍ଶ ରାଜନୀତିଜ୍ଞ, ଆଦର୍ଶ ଯୋଦ୍ଧା,

ପୁଣି ଏକ ଘୁର୍ଣ୍ଣିବଳୟ : ଦକ୍ଷିଣ ଓଡ଼ିଶାରେ ଅଧିକ ପ୍ରଭାବ

ଭୁବନେଶ୍ୱର//TATKAL ODISHA// ଉତ୍ତର-ପଶ୍ଚିମ ପାର୍ଶ୍ଵବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ତତସଂଲଗ୍ନ ଦକ୍ଷିଣ-ଓଡିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳସ୍ଥ ସମୁଦ୍ର ମଧ୍ୟରେ ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ କ୍ଷେତ୍ର l ଏହା ସହ ଜଡିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର 7.6 କିମି

ଗୁରୁ ହିଁ ସାକ୍ଷାତ ଈଶ୍ୱର

*********** ଶ୍ରୀକାନ୍ତ ଦାଶ *********** ଗୁରୁଦିବସଗୁରୁ ଆମର ପୂଜ୍ୟ ଓ ନମସ୍ୟ |ତାଙ୍କରି ଆଶୀର୍ବାଦରେ ବ୍ୟକ୍ତି ବଡ଼ ହୋଇପାରେ ଓ ଅଶାନ୍ତିରେ ପତନ ମୁଖକୁ ଟାଣି ହୋଇଯାଏ | ତାର ଉଦାହରଣ ମହାଭାରତ ମହାପୁରାଣରୁ ମିଳିଥାଏ |ମହା ଭାରତର ମହାନ ବୀର କର୍ଣ୍ଣ ଗୁରୁ ଭଗବାନ