ବିଜେଡିରୁ ବହିସ୍କୃତ ହେଲେ ଆଉ ଦୁଇ ନେତା

ଭୁବନେଶ୍ୱର//TATKAL ODISHA// ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଠୋର ଆଭିମୁଖ୍ୟ ଜାରି ରହିଛି I ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ରେମୁଣା ବିଧାୟକ ପରିଡ଼ାଙ୍କୁ ବହିସ୍କୃତ କରିବା ପରେ ମୟୁରଭଞ୍ଜ ଜିଲ୍ଲାର ଦୁଇ ନେତାଙ୍କୁ ସମଦଶା ଭୋଗିବାକୁ

ଦିବଂଗତ ସଭ୍ୟଙ୍କ ପାଇଁ ଗୃହରେ ଶୋକ

ଭୁବନେଶ୍ୱର//TATKAL ODISHA// ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଦିବଂଗତ ସଭ୍ୟଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ ହୋଇଥିଲା  I ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଶୋକ ପ୍ରସ୍ତାବ ଆଗତ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ I ବିରୋଧୀ ଦଳ ନେତା ଜୟ

ପ୍ରମିଳା ମଲ୍ଲିକ ହେଲେ ପ୍ରଥମ ମହିଳା ବାଚସ୍ପତି

ଭୁବନେଶ୍ୱର//TATKAL ODISHA// ପ୍ରମିଳା ମଲ୍ଲିକ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି । ଓଡିଶା ବିଧାନସଭାର ସେ ହେଲେ ପ୍ରଥମ ମହିଳା ବାଚସ୍ପତି। "ପ୍ରଥମ ମହିଳା ବାଚସ୍ପତି ଭାବେ ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଗୃହ ପରିଚାଳନା କରିବେ" ବିରୋଧୀ ବିଜେପି ଓ କଂଗ୍ରେସ

ନୂଆଁଖାଇ ସାରା ଦୁନିଆର ମଙ୍ଗଳ କଥାକୁ ପ୍ରାଧାନ୍ୟ ଦେଉଛି: ଧର୍ମେନ୍ଦ୍ର

‘ନୂଆଁଖାଇ- ୨୦୨୩’ର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ନୂଆଦିଲ୍ଲୀ ସ୍ଥିତ ହଜଖାସ୍ ମନ୍ଦିରରେ ମା’ ସମଲେଶ୍ୱରୀଙ୍କ ପାଖରେ ପୂଜାର୍ଚ୍ଚନା କରିବା ସହ ‘ନୂଆଁଖାଇ’ ପାଳିଲେ କେନ୍ଦ୍ରମନ୍ତ୍ରୀ• ନୂଆଁଖାଇର ଭାଇଚାରା ବାର୍ତ୍ତାକୁ ସମଗ୍ର ଦୁନିଆରେ ପ୍ରଚାର ପ୍ରସାର କରିବା•

ବାଜି ମାରିନେଲେ ସାଲୁ ଜିନ୍ଦଲ

ଲାଇଫଟାଇମ୍ ଆଚିଭମେଣ୍ଟ ଆୱାର୍ଡ ସମ୍ମାନରେ ସମ୍ମାନିତ ନୂଆଦିଲ୍ଲୀ/ଭୁବନେଶ୍ବର,//TATKAL ODISHA//: ସାମାଜିକ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ସମାଜର ଦୁର୍ବଳ ଏବଂ ବଞ୍ଚିତ ବର୍ଗର ବ୍ୟକ୍ତିଙ୍କ ସମାଜିତ ଓ ଆର୍ଥିକ ବିକାଶ ପାଇଁ ଉଲ୍ଲେଖନୀୟ ତଥା ନିରନ୍ତର ସକରାତ୍ମକ ଅବଦାନ

ନୁଆଁଖାଇ: ପର୍ବ ପାଳନ ସହ ଶୁଣନ୍ତୁ…’ନୂଆଁଖାଇ ଗୀତ’

ସମ୍ବଲପୁର, ଭବାନୀପାଟଣା, ବଲାଙ୍ଗୀର, ସୋନପୁର//TATKAL ODISHA// ନୂଆଁଖାଇ I ପଶ୍ଚିମ ଓଡ଼ିଶାର ଏହା  ହେଉଛି କୃଷିଭିତ୍ତିକ ଗଣପର୍ବ ।  ନୂଆଁ ଧାନ ଅମଳ ହେବା ପରେ ଭାଦ୍ରବ ମାସ ଶୁକ୍ଳପକ୍ଷ ପଞ୍ଚମୀ ଦିନ ନିର୍ଦ୍ଧାରିତ ଲଗ୍ନ ଅନୁସାରେ ମା' ସମଲେଶ୍ବରୀ, ମା' ପାଟଣେଶ୍ବରୀ,ମା'

ମାୟାଧର ମିଜାଇଲ-29: ବାଣୀ ହିଁ ବାଣ : ‘କର୍କଶ ହିଁ କଳିକାଳ’

//TATKAL ODISHA// **************************** ବାଣୀ ହିଁ ବାଣ : କର୍କଶ ହିଁ କଳିକାଳ ମାୟାଧର ନାୟକ **************************** ବାଣୀ ହିଁ ବାଣ । ସେ ମୁଖବାଣୀ ହେଉକି ଭବିଷ୍ୟତବାଣୀ ହେଉ । କାଣ୍ଡରୁ ଥରେ ବାଣ ଖସିଲେ – ଫେରେନା । ପକାଇଲା ଛେପ ଢୋକି

ସତ୍ୟବ୍ରତ ସାହୁଙ୍କ କଣ୍ଠରେ ଶୁଣନ୍ତୁ.. ଭାବ ଭକ୍ତିର ‘ଶ୍ରୀଗଣେଶ ବନ୍ଦନା’

ଭୁବନେଶ୍ୱର,//TATKAL ODISHA// ଶ୍ରୀଗଣେଶ I ସେ ବିଦ୍ୟାଧିପତି, ବିଘ୍ନହର୍ତ୍ତା, ଅଗ୍ରପୂଜ୍ୟ ଗଣାଧିପତି, ଉମାପୁତ୍ର, ବିନାୟକ I  ସେ ବି ବିଘ୍ନରାଜ I ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀରେ ମାତା ପାର୍ବତୀଙ୍କ ଅଙ୍ଗରାଗରୁ ଶ୍ରୀଗଣେଶ ଜନ୍ମ ଲାଭ କରିଥିଲେ | ପ୍ରତି ଶୁଭ କାର୍ଯ୍ୟରେ

ଅଗ୍ରପୂଜ୍ୟ ଶ୍ରୀ ଗଣେଶ

ଅଗ୍ରପୂଜ୍ୟ ଶ୍ରୀ ଗଣେଶ ଖର୍ବ°ସ୍ଥୁଳତନୁଂ ଗଜେନ୍ଦ୍ର ବଦନ°ଲମ୍ବୋଦର ସୁନ୍ଦର°,ପ୍ରସ୍ୟନ୍ଦନ୍ ମଧୁଗନ୍ଧ ଲୁବ୍ଧ ମଧୁପ ବ୍ୟାଲୋଳ°ଗଣ୍ଡସ୍ଥଳ°,ଦନ୍ତାଘାତ ବିଦାରିତାରି ରୁଧରେୟୀ ସିନ୍ଦୁର ଶୋଭାକର°ବନ୍ଦେ ଶୈଳସୂତା ସୁତଂ ଗଣପତି°ସିଦ୍ଧିପ୍ରଦ°କାମଦ° ଆଜି ପବିତ୍ର ଗଣେଶ ଚତୁର୍ଥୀ, ବିଘ୍ନରାଜ

କେମିତି ଫଳ ଫଳିବ? ଦେଖନ୍ତୁ ଦୋଳଗୋବିନ୍ଦ ପଣ୍ଡାଙ୍କ ଗଣନା

//ଏ ସପ୍ତାହର ରାଶିଫଳ// // TATKAL ODISHA// ଶ୍ରୀଦୋଳଗୋବିନ୍ଦ ପଣ୍ଡା, ଜ୍ୟୋତିର୍ବିଦ୍ୟାବାରିଧି +++++++++++++++++++++++++++++++(ଏ ସପ୍ତାହର ରାଶିଫଳ: ୧୮-୦୯-୨୩ ସୋମବାରଠାରୁ ୨୪-୦୯-୨୩ ରବିବାର ପର୍ଯ୍ୟନ୍ତ)+++++++++++++++++++++++++++++++++ ମେଷ: ସୋମ ଓ

ଆରପାରିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଗୀତା ମେହେଟା

ଭୁବନେଶ୍ୱର //TATKAL ODISHA// ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସୁପୁତ୍ରୀ ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବଡ଼ ଭଉଣୀ ଗୀତା ମେହେଟା ଆଉ ଇହ ଜଗତରେ ନାହାନ୍ତି I ନୂଆଦିଲ୍ଲୀରେ ଶନିବାର ତାଙ୍କର ଦେହାନ୍ତ ହୋଇଛି । ୧୯୪୩ରେ ନୂଆଦିଲ୍ଲୀରେ ଜନ୍ମଗ୍ରହଣ

ନୂଆ ବାଚସ୍ପତି କିଏ? ସ୍ନେହାଙ୍ଗିନୀ ନା’ ପ୍ରମିଳା??

ଭୁବନେଶ୍ୱର// TATKAL ODISHA// କିଏ ହେବେ ଓଡ଼ିଶା ବିଧାନସଭାରେ ନୂଆ ବାଚସ୍ପତି ? ଜଣେ ମହିଳା ବାଚସ୍ପତିରେ ଆସୀନ ହେବେ? ସେ ସ୍ନେହାଙ୍ଗିନୀ ନା' ପ୍ରମିଳା? ନା' ବର୍ତ୍ତମାନ ଥିବା କାର୍ଯ୍ୟକାରୀ ବାଚସ୍ପତିଙ୍କୁ ସ୍ଥାୟୀ କରିଦିଆଯିବ ?? ଆସନ୍ତା

ମଧ୍ଯପ୍ରଦେଶ ସରକାର ବୃଦ୍ଧି କଲେ ସାମ୍ବାଦିକଙ୍କ ମାସିକ ପେନସନ

ଥିଲା ମାସିକ 10,000 ଟଙ୍କା ହେଲା ମାସିକ 20,000 ଟଙ୍କା ଭୋପାଳ//TATKAL ODISHA// ମଧ୍ଯପ୍ରଦେଶ ସରକାର ସାମ୍ବାଦିକଙ୍କ ମାସିକ ପେନସନ ପରିମାଣ ବୃଦ୍ଧି କରିଛନ୍ତି I ପୂର୍ବରୁ ଥିଲା 10 ହଜାର, ଏବେ ବଢ଼ି ହେଲା 20 ହଜାର I ରାଜ୍ୟ ସ୍ତରୀୟ କମିଟି ରିପୋର୍ଟ ଆଧାରରେ ଏହା

ମାୟାଧର ମିଜାଇଲ -28: ‘ନକଲି ନାରାବାଜୀର ଏ ନିର୍ବାଚନ ଧାରାହୀନ’

ନକଲି ନାରାବାଜୀର ଏ ନିର୍ବାଚନ ଧାରାହୀନ ମାୟାଧର ନାୟକ ସଂପ୍ରତି ନିର୍ବଚାନ ଭୟଙ୍କର ଯୁଦ୍ଧ ଆଡକୁ ଗତି କରୁଛି । ଏ ନିର୍ବାଚନ-ଧର୍ମଯୁଦ୍ଧ ନୁହେଁ - ଜଘନ୍ୟ କ୍ଷମତା ଯୁଦ୍ଧ । ସଂକଟର ସନ୍ଧିକ୍ଷଣରେ ଆଜି ଭୂଆଁବୁଲୁଛି ସମଗ୍ର ଭାରତବର୍ଷ । ଗଣତନ୍ତ୍ର ଆଜି ରକ୍ତାକ୍ତ ।

ନୂଆ ଗପ : ‘ସପ୍ତପୁରୀ ଅମାବାସ୍ୟା ଓ ସାତରଙ୍ଗିଆ ହସ’

ସପ୍ତପୁରୀ ଅମାବାସ୍ୟା ଓ ସାତରଙ୍ଗିଆ ହସ★★★★★★★★★★★★★★★ ଅରବିନ୍ଦ ଦାସ ହାତରେ ଓଡ଼ିଆ କ୍ୟାଲେଣ୍ଡର ଟା ଧରି ଦେଖୁ ଦେଖୁ ପ୍ରକାଶ ପାଟିରୁ ବାହାରି ପଡିଲା, ଆରେ ,ଆଜି ସାତପୁରୀଅମାବାସ୍ୟା !ପିଲାବେଳେ ଜେଜେମା କରୁଥିଲା ସାତପୁରୀ।"ଚିତ୍ରା ଟିକେ ଆଶ୍ଚର୍ଯ୍ୟ ହୋଇ କହିଲା, ସାତ