ଅରବିନ୍ଦ ଦାସଙ୍କ ନୂଆ ଗପ : ଗାଜାପଟିରେ ଜଣେ ସୈନ୍ୟର କାହାଣୀ

//TATKAL ODISHA// ★★★★★★★★★★★★★★★ ଅରବିନ୍ଦ ଦାସ ଯୁଦ୍ଧର ଅସଲ କାହାଣୀ କେବଳ ପ୍ରତ୍ୟକ୍ଷ ଯୁଦ୍ଧରେ ଭାଗ ନେଇଥବା ଜଣେ ସୈନିକ ହିଁ କହିପାରେ….ଯୁଦ୍ଧରେ ଭାଗ ନେଇଥିବା ପ୍ରତ୍ୟେକ ସୈନ୍ୟ ପାଖରେ ନିଜର କିଛି ଚମକପ୍ରଦ କାହାଣୀ ଥାଏ।(ଯୁଦ୍ଧ ଭୂମିରୁ ଜୀବିତ ଫେରନ୍ତା ସୈନ୍ୟ

୧୫ ହଜାର ମିଶନ ଶକ୍ତି ମହିଳାଙ୍କୁ ମିଳିଲା ସ୍କୁଟର

ସ୍କୁଟର ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ୨ ଲକ୍ଷ ମିଶନ ଶକ୍ତି ମା’ ଓ ତୃଣମୂଳ ଷ୍ଟାଫ୍ ପାଇବେ ସ୍କୁଟର ଋଣ ସୁଧ ଖର୍ଚ୍ଚ ସରକାର ବହନ କରିବେ ଗତି ହିଁ ଶକ୍ତି: ମା’ମାନେ ଆଣିଛନ୍ତି ଓଡିଶା ପାଇଁ ନୂଆ ଗତି, ଶକ୍ତି ଓ ପ୍ରଗତି- ମୁଖ୍ୟମନ୍ତ୍ରୀ

ଗବେଷଣା ସହ ଜନ ସେବାରେ ବ୍ରତୀ ଏଫଏମୟୁ

ବାଲେଶ୍ୱର//TATKAL ODISHA// ଦେଶ ବିଦେଶରେ ଥିବା ବିଭିନ୍ନ ବିଶ୍ୱବିଦ୍ୟାଳୟ କେବଳ ଗବେଷଣା ଓ ଶିକ୍ଷାଦାନ ଉପରେ ଫୋକସ କରିଥାନ୍ତି I ହେଲେ ବାଲେଶ୍ୱର ଜିଲ୍ଲାରେ ଥିବା ଫକୀର ମୋହନ ବିଶ୍ୱବିଦ୍ୟାଳୟ (ଏଫଏମୟୁ ) ଆଉ ଏକ ପାଦ ଆଗକୁ ଅଗ୍ରସର ହୋଇ 'ଜନସେବା'ରେ ନିଜକୁ ବ୍ରତୀ କରିଛି I

ଆରପାରିରେ ପୂର୍ବତନ ଡିଜି, ସାହିତ୍ୟିକ ଶରତ ଚନ୍ଦ୍ର ମିଶ୍ର

// TATKAL ODISHA// ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ସାହିତ୍ୟିକ ତଥା  ପୂର୍ବତନ ପୁଲିସ ଡିଜି ଶରତ ଚନ୍ଦ୍ର ମିଶ୍ର ଆଉ ଇହ ଜଗତରେ ନାହାନ୍ତି । ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି I ମୃତ୍ୟୁ  ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା।

ଜରାଜୀର୍ଣ୍ଣ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶ୍ୱଶୁର ଘର

ପୁରୀ, ଭୁବନେଶ୍ୱର//TATKAL ODISHA// ଏଇ ଜରାଜୀର୍ଣ୍ଣ ଘରଟି କାହାର? କେଉଁ ମହାପୁରୁଷଙ୍କ ଏଠି ପାଦ ପଡୁଥିଲା? ସେ ମଣିଷ ନା' ଦେବତା?? - ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ଦୁଃଖିତ ହେବେ ନିଶ୍ଚୟ I ଘରଟି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶ୍ୱଶୁର

ସେବା ଓ କର୍ମର ପ୍ରତିକ ଉତ୍କଳମଣି ଗୋପବନ୍ଧୁ

ଚିର ପ୍ରବହମାନ ସଭ୍ୟତାର ସ୍ରୋତରେ କେତେ ମଣିଷ ଜନ୍ମ ନିଅନ୍ତି, ବଞ୍ଚନ୍ତି ଓ ମୃତ୍ୟୁ ବରଣ କରନ୍ତି ତାର ହିସାବ କେହି ରଖନ୍ତି ନାହିଁ | ମାତ୍ର ଏ ଧାରାରେ କେତେକ ଲୋକ ଜନ୍ମନିଅନ୍ତି, ଯେଉଁମାନେ ନିଜ ଆଲୋକରେ ଅନ୍ୟ ମାନଙ୍କୁ ଆଲୋକିତ କରନ୍ତି, ନିଜ ଉତ୍ତାପରେ, ଅନ୍ୟର ଶୀତଳତାକୁ ଦୁରେଇ

ପାଞ୍ଚ ରାଜ୍ୟରେ ବାଜିଲା ନିର୍ବାଚନ ବିଗୁଲ

ନଭେମ୍ବର ୭ରୁ ନିର୍ବାଚନ ଆରମ୍ଭ, ଡିସେମ୍ବର ୫ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ ନୂଆଦିଲ୍ଲୀ//TATKAL ODISHA// ପାଞ୍ଚ ରାଜ୍ୟରେ ନିର୍ବାଚନ ବିଗୁଲ ବାଜିଛି I ସେଇ ରାଜ୍ୟଗୁଡ଼ିକ ହେଉଛି ମଧ୍ୟପ୍ରଦେଶ, ତେଲେଙ୍ଗାନା ରାଜସ୍ଥାନ,ମିଜୋରାମ ଓ ଛତିଶଗଡ଼ I ନଭେମ୍ବର ୭ରୁ

ସପ୍ତାହିକ ରାଶିଫଳ : କେମିତି ଫଳିବ?

ଗଣନା :ଶ୍ରୀଦୋଳଗୋବିନ୍ଦ ପଣ୍ଡା, ଜ୍ୟୋତିର୍ବିଦ୍ୟାବାରିଧି //TATKAL ODISHA// ********************************************** ଏ ସପ୍ତାହର ରାଶିଫଳ(ଏ ସପ୍ତାହର ରାଶିଫଳ: ୦୯-୧୦-୨୩ ସୋମବାରଠାରୁ ୧୫-୧୦-୨୩ ରବିବାର ପର୍ଯ୍ୟନ୍ତ)

ପ୍ରତୀକ୍ଷାର ଅନ୍ତ, ନୂଆବର୍ଷରୁ ମେଟ୍ରୋ ରେଳ

ଡିପିଆର୍‌କୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ବ୍ୟୟ ହେବ ୫୯୨୯ କୋଟି ୪ ବର୍ଷରେ ଶେଷ ହେବ ପ୍ରକଳ୍ପ ନିଜସ୍ୱ ଅର୍ଥରୁ ବ୍ୟୟ ହେବ ଛବିଶ କିମି ଭିତରେ କୋଡିଏ ଷ୍ଟେସନ ଭୁବନେଶ୍ୱର,//TATKAL ODISHA// ପ୍ରତୀକ୍ଷାର ଘଟିଛି ଅନ୍ତ I ୫୯୨୯ କୋଟି ବ୍ୟୟରେ ହେବ କଟକ

ସ୍ବତନ୍ତ୍ର ଉନ୍ନୟନ ପରିଷଦ ପାଇଁ 175.5 କୋଟି ଟଙ୍କାର ଅତିରିକ୍ତ ଅନୁଦାନ ମଞ୍ଜୁର

କଲେ ମୁଖ୍ୟମନ୍ତ୍ରୀ ଚଳିତ ବର୍ଷର ଅନୁଦାନ 351 କୋଟି ଟଙ୍କାକୁ ବୃଦ୍ଧି ଭୁବନେଶ୍ୱର,//TATKAL ODISHA// ସ୍ବତନ୍ତ୍ର ଉନ୍ନୟନ ପରିଷଦ ପାଇଁ 175.5 କୋଟିର ଅତିରିକ୍ତ ଅନୁଦାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁରୀ ପ୍ରଦାନ

ଅରବିନ୍ଦ ଦାସଙ୍କ ନୂଆ ଗପ : ମାଉସୀଙ୍କ ଜନ୍ମଦିନ

ମାଉସୀଙ୍କ ଜନ୍ମଦିନ★★★★★★★ ଅରବିନ୍ଦ ଦାସ ତଳ ମହଲାରେ ଥିବା ଘରମାଲିକ ପ୍ରଭାକର ମଉସାଙ୍କୁ, ଘରଭଡ଼ା ବଢ଼ାଇଦେଲାବେଳେ, ସେ ମୋତେ ଟିକେ ପାଖକୁ ଡାକି କହିଲେ ,-"ନବୀନ,ଏଇ ହ୍ବାଟ୍ସଅପରେ ଗୀତ,ଭିଡିଓ କେମିତି ପଠାଇବ ଟିକେ କହିଦେଲ।ଚୋପାଛଡା ଏଇ ସ୍ମାର୍ଟଫୋନ ଯେତିକି ଭଲ ସେତିକି

ରାଜଧାନୀରେ ପୁଅ ଜିଉଁତିଆ ଉଷା ପାଳିଲେ 50 ମା

ଭୁବନେଶ୍ୱର//TATKAL ODISHA// ପଶ୍ଚିମ ଓଡ଼ିଶା ଅଗ୍ରଣୀ ସଂଗଠନର ନେତୃତ୍ୱରେ ଭୁବନେଶ୍ୱର ୟୁନିଟ ୬ ସ୍ଥିତ ରକ୍ଷା କାଳୀ ମନ୍ଦିରରେ ପୁଅ ଜିଉଁତିଆ ଓଷା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରାୟ ୫୦ରୁ ଉର୍ଦ୍ଧ୍ଵ ଓପାସ କରିଥବା ମା ମାନେ ଅଂଶ ଗ୍ରହଣ କରିଥିଲେ । ପୁଅମାନଙ୍କର

ସମବାୟ ସମିତିର ସ୍ଥାବର ସମ୍ପତ୍ତିକୁ ବିକ୍ରି: ଦୀର୍ଘ ଦିନର ସମସ୍ୟା ସମାଧାନ

ମନ୍ତ୍ରୀ ଅତନୁ କହିଲେ, ସରକାରଙ୍କ ନିର୍ଦେଶ କ୍ରମେ କମିଟି ତଦାରଖ କରିବ ଭୁବନେଶ୍ୱର//TATKAL ODISHA// ସମବାୟ ସମିତିଗୁଡିକର ସ୍ଥାବର ସମ୍ପତ୍ତିକୁ ବିକ୍ରି ଅନୁମତି ପାଇଁ ରାଜ୍ୟ ସରକାର କମିଟି ଗଠନ କରିବା ପରେ ଦୀର୍ଘ ଦିନରୁ ସମସ୍ୟା ସମାଧାନ ହୋଇଛି I ସରକାରଙ୍କ ନିଷ୍ପତ୍ତି

ମାୟାଧର ମିଜାଇଲ -31: କାଳଯମ ଏ କୃତିମ ଜୀବନଶୈଳୀ

// TATKAL ODISHA// କାଳଯମ ଏ କୃତିମ ଜୀବନଶୈଳୀ*****************----*--- ମାୟାଧର ନାୟକ ରାଜା ଗୋବିନ୍ଦ୍ରଚନ୍ଦ୍ରଙ୍କୁ ବୈରାଗ୍ୟର ଦୀକ୍ଷାଦାନ ଦେବାପୂର୍ବରୁ ତାଙ୍କ ମହିୟସୀ ମାତାଙ୍କର ସତର୍କବାଣୀ ଥିଲା – “ବାଛିନେବ କଞ୍ଚା, ରଖିବ ପାଚିଲା – ବାନ୍ଧିନେବ କାଳଯମ ।”

ସଚିବାଳୟରେ ଲାଗିଲା ନିଆଁ : ଧୂଆଁମୟ

ଭୁବନେଶ୍ୱର//TATKAL ODISHA// ଭୁବନେଶ୍ବର ଲୋକସେବା ଭବନର ପ୍ରଥମ ମହଲାରେ ନିଆଁ-ରାଜସ୍ବ ବିଭାଗର କୋଠାରେ ଲାଗିଥିଲା ନିଆଁ-ସଟ୍‌ସର୍କିଟ ଯୋଗୁଁ ଲାଗିଥିଲା ନିଆଁ-ଅଗ୍ନିଶମ ବିଭାଗର ଉଦ୍ୟମରେ ନିଆଁ ଆୟତ୍ତ କରିଛି ଇ