ସାମ୍ବାଦିକ ସତ୍ୟସୁନ୍ଦର ବାରିକଙ୍କୁ ସମ୍ମାନଜନକ ରାମନାଥ ଗୋଏଙ୍କା ପୁରସ୍କାର
ନୂଆଦିଲ୍ଲୀ, ଭୁବନେଶ୍ୱର//TATKAL ODISHA //
ଦି ହିନ୍ଦୁ’ର ଓଡ଼ିଶା ପ୍ରତିନିଧି ଭାବରେ କାର୍ଯ୍ୟ କରୁଥିବା ବରିଷ୍ଠ ସାମ୍ବାଦିକ ସତ୍ୟସୁନ୍ଦର ବାରିକଙ୍କୁ ୨୦୨୩ ବର୍ଷ ପାଇଁ ସାମ୍ବାଦିକତାରେ ଉତ୍କର୍ଷତା ପାଇଁ ପ୍ରତିଷ୍ଠିତ ରାମନାଥ ଗୋଏଙ୍କା ପୁରସ୍କାର ପ୍ରଦାନ କରାଯାଇଛି।
!-->!-->!-->!-->!-->!-->!-->…