ପାରାଦ୍ବୀପ ପୋର୍ଟ ୱେଷ୍ଟର୍ଣ୍ଣ ଡକ୍ ନିମନ୍ତେ ନବୀନ ଜିନ୍ଦଲଙ୍କ ଭୂମିପୂଜନ

ପାରାଦ୍ବୀପ, ଭୁବନେଶ୍ୱର//TATKAL ODISHA// ପାରାଦ୍ବୀପ ବନ୍ଦରର ୱେଷ୍ଟର୍ଣ୍ଣ ଡକ୍ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ଚେୟାରମ୍ୟାନ୍ ନବୀନ ଜିନ୍ଦଲ ଦ୍ବାରା ଆଜି ଭୂମିପୂଜନ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ପାରାଦୀପ

ଆଦିବାସୀ ଜମି ହସ୍ତାନ୍ତର ଝଡ଼, ଗୃହ ଅଚଳ

ଭୁବନେଶ୍ୱର//'TATKAL ODISHA // ଆଦିବାସୀଙ୍କ ଜମି ବିକ୍ରି ପ୍ରସଙ୍ଗରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ବୁଧବାର ଭଳି ଗୁରୁବାର ବି ବିଧାନସଭା ଅଚଳ ହୋଇଛି I ଉଭୟ ବିଜେପି ଓ କଂଗ୍ରେସ ସଭ୍ୟମାନେ ଗୃହ ମଝିରେ ନାରାବାଜି ସହ ହୋହାଲ୍ଲା କରିବାରୁ ବାଚସ୍ପତି ପ୍ରମିଳା ମଲ୍ଲିକ ଗୃହକୁ

୨୪ରୁ ଦ୍ୱିତୀୟ ସୋଆ ସାହିତ୍ୟ ଉତ୍ସବ

ତିନି ଦିନର କାର୍ଯ୍ୟକ୍ରମ ଭୁବନେଶ୍ୱର,//TATKAL ODISHA// ଦେଶର ସାହିତ୍ୟ, ସଂସ୍କୃତି, କଳା, ମଂଚ ଓ ଚଳଚ୍ଚିତ୍ର କ୍ଷେତ୍ରର ପ୍ରାୟ ୨୫୦ ରୁ ଊର୍ଦ୍ଧ୍ୱ ଉଜ୍ଜଳ ତାରକାମାନେ ଏଠାରେ ନଭେମ୍ବର ୨୪ ରୁ ଆରମ୍ଭ ହେଉଥିବା ୩ ଦିନିଆ ସୋଆ ସାହିତ୍ୟ ଉତ୍ସବରେ ଯୋଗ ଦେବେ । ଏହି ଉତ୍ସବରେ ଏହି

ଦ ଶ ହ ରା

//ଦଶହରା// ଶ୍ରୀକାନ୍ତ ଦାଶ ମଣିଷ ଜୀଵନ କୋଳାହଳମୟ, ଜଟିଳ, ଜଞ୍ଜାଳପୂର୍ଣ୍ଣ | କର୍ମମୟ ଜୀଵନର ଜଟିଳତାକୁ ଲଘୁ କରି ଜୀଵନକୁ ମାଧୁର୍ଯ୍ୟପୂର୍ଣ୍ଣ କରିବାକୁ ମଣିଷ ସୃଷ୍ଟି କରିଛି ବାର ମାସରେ ତେର ପର୍ବ | ସାମାଜିକ ଜୀବନରେ ଟିକିଏ ସାତ୍ତ୍ଵିକ ଭାବ ପାଇଁ, ପାପ ବିନାଶନ ପାଇଁ ଐକ୍ୟ ଓ

ନବରାତ୍ରରେ ମାତା ବୈଷ୍ଣୋ ଦେବୀଙ୍କ ବିରଳ ଦର୍ଶନ

କେମିତି ଯିବେ, କେମିତି ଦର୍ଶନ କରିବେ? ଜାଣନ୍ତୁ.. କଟ୍ରା, (ଜାମ୍ମୁ ଓ କାଶ୍ମୀର ), //TATKAL ODISHA// ମାତା ବୈଷ୍ଣୋଦେବୀ I ସେ ମହାକାଳୀ, ମହାଲଷ୍ମୀ ଓ ମହା ସରସ୍ବତୀଙ୍କ ମିଳିତ ରୂପ I ତାଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ମିଳିଥାଏ I ସେଥିପାଇଁ ଗୁମ୍ଫାରେ ବିରାଜିତା

ଅକ୍ଟୋବର ୨୯ରୁ ଭୁବନେଶ୍ୱର-ଗୌହାଟୀ ବିମାନ ସେବା

ଭୁବନେଶ୍ୱର//TATKAL ODISHA//: ଆସIମ ବା ଉତ୍ତର-ପୂର୍ବ ରାଜ୍ୟକୁ ଯିବାକୁ ଚାହୁଁଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର । ଅକ୍ଟୋବର ୨୯ରୁ ଭୁବନେଶ୍ୱରରୁ ଗୌହାଟୀ ଯାଏ ସିଧାସଳଖ ସପ୍ତାହକୁ ୭ ଦିନ ବିମାନ ଚାଲିବ । ଇଣ୍ଡିଗୋ ଯୋଗାଇବ ବିମାନ ସେବା । ଦେଢ଼ ଘଣ୍ଟାରେ

ହାତ ଖୋଲିଲେ ନବୀନ : ମୟୁରଭଞ୍ଜକୁ 111.50 କୋଟି, ବରଗଡ଼କୁ 126.50 କୋଟି, ଦେବଗଡ଼କୁ 35 କୋଟି

ଆମ ଓଡିଶା ନବୀନ ଓଡିଶା ମୟୂରଭଂଜ, ବରଗଡ ଓ ଦେବଗଡ ଜିଲ୍ଲାରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀମୟୂରଭଂଜର ୫ଟି ନିର୍ବାଚନମଣ୍ଡଳୀ ପାଇଁ ୧୧୧ କୋଟି ୫୦ ଲକ୍ଷ – ୩୦୮୧ ପ୍ରକଳ୍ପବରଗଡର ୫ଟି ନିର୍ବାଚନ ମଣ୍ଡଳୀ ପାଇଁ ୧୨୬ କୋଟି ୫୦ ଲକ୍ଷ – ୩୧୩୫ ପ୍ରକଳ୍ପଦେବଗଡର ଗୋଟିଏ

୭୫୭୯ ମିନି ଅଙ୍ଗନବାଡ଼ିି କେନ୍ଦ୍ର ଉନ୍ନୀତ

ଭୁବନେଶ୍ୱର//TATKAL ODISHA// ରାଜ୍ୟରେ ସମସ୍ତ ୭୫୭୯ ମିନି ଅଙ୍ଗନବାଡ଼ିି କେନ୍ଦ୍ର ନିୟମିତ ଅଙ୍ଗନବାଡ଼ି କେନ୍ଦ୍ର ଭାବେ ଉନ୍ନୀତ କରାଯାଇଛି । ଏଭଳି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,

କେମିତି ଆସିବ ନୂଆ ସାପ୍ତାହ? ଦେଖନ୍ତୁ ଜ୍ୟୋତିର୍ବିଦ୍ୟାବାରିଧି ଶ୍ରୀଦୋଳଗୋବିନ୍ଦ ପଣ୍ଡାଙ୍କ ଗଣନା

//TATKAL ODISHA// ଏ ସପ୍ତାହର ରାଶିଫଳଶ୍ରୀଦୋଳଗୋବିନ୍ଦ ପଣ୍ଡା, ଜ୍ୟୋତିର୍ବିଦ୍ୟାବାରିଧି(ଏ ସପ୍ତାହର ରାଶିଫଳ: ୧୬-୧୦-୨୩ ସୋମବାରଠାରୁ ୨୨-୧୦-୨୩ ରବିବାର ପର୍ଯ୍ୟନ୍ତ)********************************************** ମେଷ: ସୋମବାରଠାରୁ ମଙ୍ଗଳବାର ଅପରାହ୍ଣ ପର୍ଯ୍ୟନ୍ତ

୨୩ ଜାନୁଆରୀକୁ ଜାତୀୟ ପତାକା ଦିବସ: ନବୀନ ଜିନ୍ଦଲଙ୍କ ଆହ୍ୱାନ

ଭୁବନେଶ୍ୱର,କଟକ,୧୪ ।୧୦/ଏନ୍‌ଏନ୍‌ଏସ୍‌: ଜାନୁଆରୀ ୨୩ରେ ଆମେ ଜାତୀୟ ପତାକାକୁ ସମ୍ମାନର ସହ ପ୍ରଦର୍ଶନ କରିବାର ଅଧିକାର ପାଇଥିବାରୁ ଆମେ ଏହି ଦିନକୁ ଜାତୀୟ ପତାକା ଦିବସ ଭାବରେ ପାଳନ କରିବା ଉଚିତ୍ । ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆର ସଭାପତି ତଥା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର

ପିଏମ୍ ଆବାସ ଦିନକୁ ୯ ହଜାର ନିର୍ମାଣ ହେବାକଥା, ହେଉଛି ମାତ୍ର ୩୨

ଆଠଗଡ଼ରେ ‘ସଂକଳ୍ପ ସମାବେଶ’ରେ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ସରକାରଙ୍କ ପାରିବାପଣିଆକୁ ଦର୍ଶାଉଛି -ଧର୍ମେନ୍ଦ୍ର ପ୍ରଧାନ ଆଠଗଡ,କଟକ //TATKALODISHA // ଓଡ଼ିଶା ସରକାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମାର୍ଚ୍ଚ ୩୧, ୨୦୨୪ ସୁଦ୍ଧା ପ୍ରାୟ ସାଢେ ୨୭ ଲକ୍ଷ ଘର ନିର୍ମାଣ

ମାୟାଧର ମିଜାଇଲ-33: ‘ଯୁଦ୍ଧ ଜଗତ ଜୀବନ : ଅବସାନ ନା ସାବଧାନ’ !

//TATKAL ODISHA// ଯୁଦ୍ଧ ଜଗତ ଜୀବନ : ଅବସାନ ନା ସାବଧାନ !************************************* ମାୟାଧର ନାୟକ ପୃଥିବୀରେ ଯେତେଯୁଦ୍ଧ ହୋଇଯାଇଛି – ସବୁଠୁ ଭୟଙ୍କର ଯୁଦ୍ଧ ଇସ୍ରାଏଲ-ପାଲେଷ୍ଟାଇନ୍‍ ସମସ୍ତଙ୍କୁ ବଳିଯାଇଛି । ସତ୍ୟ, ତ୍ରେତୟା,

ପିତୃ ପକ୍ଷର ଶେଷ ଦିନ ହିଁ ମହାଳୟା

ଶ୍ରୀକାନ୍ତ ଦାଶ //TATKAL ODISHA// ପିତା ଧର୍ମ, ପିତା ସ୍ୱର୍ଗ, ପିତା ହିଁ ପରମ ତପ8,ପିତରି ପ୍ରୀତିମାପନ୍ନେ ପ୍ରିୟନ୍ତେ ସର୍ବ ଦେବତା |“ ଉପରୋକ୍ତ ଶ୍ଳୋକରୁ ଜଣାପଡେ ଯେ ପିତୃ ଉପାସନା ଆଗରେ ସମସ୍ତ ଦେବାଦେବୀଙ୍କ ଉପାସନା ମଳିନ ପଡ଼ିଯାଏ | ଏହି ଶ୍ଳୋକର ଅର୍ଥ ହେଲା

ନଭେମ୍ବର ୨୭ରୁ କଟକର ଐତିହାସିକ ବାଲିଯାତ୍ରା

କଟକ//TATKAL ODISHA// ନଭେମ୍ବର ୨୭ରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା I କଟକ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ନେଇଛି I ଶୁକ୍ରବାର କଟକ ଜିଲ୍ଲାପାଳ କହିଛନ୍ତି ଯେ, ନଭେମ୍ବର ୨୭ରୁ ଆରମ୍ଭ ହୋଇ ଡିସେମ୍ବର ୪ ଯାଏଁ ଚାଲିବ ବାଲିଯାତ୍ରା I ମୋଟ ୮ ଦିନ ପାଇଁ ହେବ

ପ୍ରତିଦିନ ଖାଆନ୍ତୁ ଫାଳେ ଅଣ୍ଡା

ଭାରତୀୟ ସ୍ୱାସ୍ଥ୍ୟ ଅନୁସନ୍ଧାନ ପରିଷଦ ରିପୋର୍ଟ ଅଣ୍ଡା ଉତ୍ପାଦନରେ ଖୁବଶୀଘ୍ର ସ୍ୱାବଲମ୍ବୀ ହେବ ଓଡ଼ିଶା- ମନ୍ତ୍ରୀ ଭୁବନେଶ୍ୱର,//TATKAL ODISHA// ପ୍ରତିଦିନ ଫାଳେ ଅଣ୍ଡା ଖାଆନ୍ତୁ । ଅର୍ଥାତ୍ ଦୁଇ ଦିନରେ ଗୋଟିଏ ଅଣ୍ଡା ଓ ବର୍ଷକୁ ହାରାହାରି ୧୮୦ ଅଣ୍ଡା ଖାଇବା ଜରୁରୀ ।