ନୂଆ ପରିବେଶ ସୁରକ୍ଷା ବିନା ସୁସ୍ଥ ଓ ସୁରକ୍ଷିତ ସମାଜ ଅସମ୍ଭବ

ବଡ଼ବିଲ, ଯୋଡ଼ା //TATKAL ODISHA// ପରିବେଶ ସୁରକ୍ଷା ବିନା ସୁସ୍ଥ ଓ ସୁରକ୍ଷିତ ସମାଜ ଅସମ୍ଭବ I ଏହି ସଚେତନତା ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ବଲାଣି ମାଇନ୍ସ ପକ୍ଷରୁ ଏକ ନାଟକ ମଞ୍ଚସ୍ଥ କରାଯାଇଥିଲା I ନାଟକର ନାଁ ଥିଲା 'ସରସ ସୁନ୍ଦର ଆମ ପରିବେଶ' I

ବକେୟା ମୋଟର ଯାନ ଟିକସ ଛାଡ଼: ୫୦ ହଜାରରୁ ଅଧିକ ଗାଡ଼ି ମାଲିକ ଉପକୃତ

କ୍ୟାବିନେଟ୍ ମୋହର ଭୁବନେଶ୍ୱର,//TATKAL ODISHA // ବକେୟା ମୋଟର ଯାନ ଟିକସ ଛାଡ଼ କରିଛନ୍ତି ରାଜ୍ୟ ସରକାର ଏଥଯୋଗୁ ରାଜ୍ୟରେ ୫୦ ହଜାରରୁ ଅଧିକ ଗାଡ଼ି ମାଲିକ ଉପକୃତ ହେବେ I ଏସମ୍ପର୍କିତ ପ୍ରସ୍ତାବ କ୍ୟାବିନେଟ୍‌ରେ ମଞ୍ଜୁରୀ ପାଇଛି । ମୁଖ୍ୟମନ୍ତ୍ରୀ ନବୀନ

କୃଷ୍ଣପକ୍ଷ ଅଷ୍ଟମୀ ହିଁ ପ୍ରଥମାଷ୍ଟମୀ

ଶ୍ରୀକାନ୍ତ ଦାଶ //TATKAL ODISHA// ପ୍ରଥମାଷ୍ଟମୀ********* ମାର୍ଗଶିର ମାସ କୃଷ୍ଣପକ୍ଷ ଅଷ୍ଟମୀକୁ ପ୍ରଥମାଷ୍ଟମୀ କୁହାଯାଏ | ଏହା ଓଡ଼ିଆମାନଙ୍କର ଅନ୍ୟତମ କୃଷିଭିତ୍ତିକ ପ୍ରମୁଖ ପର୍ବ | ଏହି ପର୍ବରେ ମା'ଷଠୀ ଦେବୀଙ୍କୁ ପୂଜା କରାଯାଇ ଘରର ବଡ ପୁଅ ଵା ଝିଅ ର ସୁଖ,

ନୂଆ ସପ୍ତାହର ନୂଆ ରାଶିଫଳ : ଦେଖନ୍ତୁ ଜ୍ୟୋତିର୍ବିଦ୍ୟାବାରିଧି ଶ୍ରୀଦୋଳଗୋବିନ୍ଦ ପଣ୍ଡାଙ୍କ ଗଣନା

ଭୁବନେଶ୍ୱର//TATKAL ODISHA// ଏ ସପ୍ତାହର ରାଶିଫଳଶ୍ରୀଦୋଳଗୋବିନ୍ଦ ପଣ୍ଡା, ଜ୍ୟୋତିର୍ବିଦ୍ୟାବାରିଧି ************************************** ମେଷ: ସୋମବାରଠାରୁ ବୁଧବାର ପୂର୍ବାହ୍ଣ ପର୍ଯ୍ୟନ୍ତ ପଞ୍ଚମ ଚନ୍ଦ୍ର ସାଧାରଣତଃ ମିଶ୍ରିତ ଫଳ ଦେଇଥାଏ-

ମାୟାଧର ମିଜାଇଲ -29: ଠେଙ୍ଗାଯୁଦ୍ଧ

ଠେଙ୍ଗାଯୁଦ୍ଧ ମାୟାଧର ନାୟକ ଆଜିକାଲି ଗୁଣ୍ଡା ପୋଷିବା ବ୍ୟୟବହୁଳ ହୋଇଗଲାଣି । ପୂର୍ବରୁ ଦି’ଚାରିଟା ଗୁଣ୍ଡା ରଖିବାରେ ଏତେ ଖର୍ଚ୍ଚ ନଥିଲା । ସେମାନେ ଖାଇପିଇ ମାସିକ ଦରମାଗଣ୍ଡାକ ପାଇଲେ ମାଲିକର ପାଖେପାଖେ ଥାନ୍ତି । ମାଲିକ କି ନେତାମାନେ ସେ ଗୁଣ୍ଡାମାନଙ୍କୁ ତାଙ୍କ ‘ଠଣା’

ମନୋଜ କୁମାର ମହାପାତ୍ରଙ୍କ ନୂଆ ଗପ -ବାଇ ଚଢେଇ

//TATKAL ODISHA// ଗଳ୍ପ //ବାଇ ଚଢେଇ// ******************* ମନୋଜ କୁମାର ମହାପାତ୍ର +++++++++++++++ ସ୍ୱାମୀଙ୍କ ଦେହାନ୍ତ ଉତ୍ତାରୁ ଅଶୀତିପର ବର୍ଷିଆନ ସୁଲକ୍ଷଣା ଦେବୀ ଶେଷରେ ଚାଲି ଆସିଲେ ଗାଁକୁ l କଠୋର ନିଷ୍ପତ୍ତିରେ ସେ ଅଟଳ, ଆଉ

କି’ଏ ହେବେ ନୂଆ CS?

କାହା ମୁଣ୍ଡରେ ସୁନା କଳସ! ଜଣେ 'ଓଡ଼ିଆ' ଧରିବେ ମଙ୍ଗ!! ଭୁବନେଶ୍ୱର//TATKAL ODISHA// ଗୋପରେ ବଢ଼ୁଛି କଳା କହ୍ନେଇ.... ଏହି ଲୋକବାଣୀ ସହ ଓଡ଼ିଆ ଲୋକେ ଢେର ପରିଚିତ I ଏହାର ଅର୍ଥ ହେଉଛି ଆମ ଅଗୋଚରରେ ଗୋପରେ ବଢୁଥିବା କଳା କହେଁଇ ହିଁ ଅସଲରେ ଆକର୍ଷଣର

ସତ୍ୟବ୍ରତ ସାହୁଙ୍କ କଣ୍ଠରେ ଆବେଗପୂର୍ଣ୍ଣ ସାଇ ଭଜନ, ଶୁଣନ୍ତୁ..

ରଚନା : ଗୁରୁଜୀ ଚନ୍ଦ୍ରଭାନୁ ଶତପଥି ଭୁବନେଶ୍ୱର// TATKAL ODISHA// "ପରିଚୟ କିଛି ନାହିଁ ମୋ ନିଜର ତୁମେ ମୋର ପରିଚୟ... ସାଇ... ତୁମେ ମୋର ପରିଚୟ"... ଓଡ଼ିଶାର ସ୍ୱନାମଧନ୍ୟ କଣ୍ଠ ଶିଳ୍ପୀ ତଥା ବରିଷ୍ଠ ପ୍ରଶାସକ ସତ୍ୟବ୍ରତ ସାହୁ ପୁଣି ଏକ ହୃଦୟକୁ ଛୁଇଁଥିବା

ନୂଆଦିଲ୍ଲୀରେ ଶ୍ରେଷ୍ଠ ପାଭିଲିୟନ ଭାବେ ଓଡ଼ିଶା ମଣ୍ଡପକୁ ସ୍ଵର୍ଣ୍ଣ

୪୨ ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୩ ବିଜୟ ଉଲ୍ଲାସରେ ଉଲ୍ଲସିତ ଓଡ଼ିଶା ପାଭିଲିୟନ୍ ନୂଆଦିଲ୍ଲୀ, ଭୁବନେଶ୍ୱର//TATKAL ODISHA// ଭାରତ ବାଣିଜ୍ୟ ପ୍ରୋତ୍ସାହନ ସଂଗଠନ ଦ୍ଵାରା ୪୨ତମ ଭାରତ ଆନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଅଂଶଗ୍ରହଣକାରୀ

କେମିତି ବିତିବ ପୁର୍ଣିମୀ ସପ୍ତାହ? ଦେଖନ୍ତୁ ଜ୍ୟୋତିର୍ବିଦ୍ୟାବାରିଧି ଶ୍ରୀଦୋଳଗୋବିନ୍ଦ ପଣ୍ଡାଙ୍କ ଗଣନା 

ଏ ସପ୍ତାହର ରାଶିଫଳ ଶ୍ରୀଦୋଳଗୋବିନ୍ଦ ପଣ୍ଡା, ଜ୍ୟୋତିର୍ବିଦ୍ୟାବାରିଧି (ଏ ସପ୍ତାହର ରାଶିଫଳ: ୨୭-୧୧-୨୩ ସୋମବାରଠାରୁ ୦୩-୧୨-୨୩ ରବିବାର ପର୍ଯ୍ୟନ୍ତ) +++++++++++++++++++++++++++++++++ *******************************************

କାହିଁକି କାର୍ତ୍ତିକ ମାସ ବିଷ୍ଣୁଙ୍କର ପ୍ରିୟ ମାସ?

ଶ୍ରୀକାନ୍ତ ଦାଶ //TATKAL ODISHA// କାର୍ତ୍ତିକ ପୂର୍ଣ୍ଣିମାର ବିଶେଷତ୍ବ ଭାରତୀୟ ଉପମହାଦେଶରେ ଉତ୍କଳର ସ୍ୱତନ୍ତ୍ରତା ଅବିସମ୍ବାଦିତ |କପିଳସଂହିତାରେ ଗଜପତି କପିଳେନ୍ଦ୍ର ଦେବ ଲେଖିଛନ୍ତି, "ବର୍ଷାଣା°ଭାରତ8 ଶ୍ରେଷ୍ଠ8,ଦେଶାନା°ଉତ୍କଳ8 ଶ୍ରୁତ8,ଉତ୍କଳସ୍ୟ ସମୋ

ବିଜେଡିରେ ଯୋଗଦେଲେ ଭିକେ ପାଣ୍ଡିଆନ

TATKAL ODISHA ରିପୋର୍ଟ ପୁଣି ଥରେ ସତ ଭୁବନେଶ୍ୱର//TATKAL ODISHA// ସବୁ କଳ୍ପନା ଜଳ୍ପନାର ଅବସାନ ଘଟିଛି I କାର୍ତ୍ତିକ ପୁର୍ଣିମାରେ ଯୋଗଦାନ କରିଛନ୍ତି ଭି କେ ପାଣ୍ଡିଆନ I ତାଙ୍କୁ ସ୍ୱାଗତ କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ I

କାର୍ତ୍ତିକ ପୁର୍ଣିମାରେ ବିଜେଡିରେ ଯୋଗଦେବେ କାର୍ତ୍ତିକ ?

ଭୁବନେଶ୍ୱର//TATKAL ODISHA// ସର୍ବଭାରତୀୟ ପ୍ରଶାସନିକ ସେବାରୁ ଭିଆରଏସ ବା ସ୍ୱେଚ୍ଛାକୃତ ଅବସର ନେଇଥିବା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି-ସଚିବ ଭିକେ ପାଣ୍ଡିଆନ ପବିତ୍ର କାର୍ତ୍ତିକ ପୁର୍ଣିମାରେ ବିଜେଡିରେ ଯୋଗଦାନ କରିବେ? ଏହା ଏବେ ରାଜଧାନୀରେ ଆଲୋଚନାର

ବିଧାନସଭା ବନ୍ଦ୍‌: ମାତ୍ର ଚାଲିଲା 4 ଦିନ

ଭୁବନେଶ୍ୱର,//TATKAL ODISHA// ଛବିଶ ଦିନ ପୂର୍ବରୁ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ହୋଇଛି। ହେଲେ ଏହାକୁ ସହଜରେ ହଜମ କରି ପାରିନାହାନ୍ତି ବିରୋଧୀ ବିଜେପି ଓ କଂଗ୍ରେସ I ଦେଶଦ୍ରୋହର କାମ : ତାରା ବାହିନୀ ପତି

ଆଦିବାସୀ ଜମି ହସ୍ତାନ୍ତର : ଅଧିକ ତର୍ଜମା ପାଇଁ ଟିଏସିକୁ ଗଲା

ଭୁବନେଶ୍ୱର,//TATKAL ODISHA// ଅଣ ଆଦିବାସୀଙ୍କୁ ଆଦିବାସୀ ଜମି ହସ୍ତାନ୍ତର ନିଷ୍ପତ୍ତି ବିରୋଧରେ ବିରୋଧୀ କ୍ରମାଗତ ଚାରି ଦିନ ଧରି ବିଧାନସଭାରେ ହଙ୍ଗାମା ସୃଷ୍ଟି କଲା ପରେ ରାଜ୍ୟ ସରକାର ପୁନର୍ବିଚାର କରିଛନ୍ତି I ସରକାର ଗୃହୀତ ପ୍ରସ୍ତାବକୁ ସୁପାରିଶ କରିଥିବା ଆଦିବାସୀ