ବଡ଼ ଘୋଷଣା :BSKYରେ ‘ନବୀନ କାର୍ଡ’

ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ରାଜ୍ୟର 90% ଲୋକ ଉପକାର ପାଇବେ. ପଇସା ଅଭାବରୁ ମୋ ରାଜ୍ୟର କେହି କେବେ ଉତ୍ତମ ଚିକିତ୍ସା ରୁ ବଞ୍ଚିତ ହେବେ ନାହିଁ . ମୁଖ୍ୟମନ୍ତ୍ରୀ ଭୁବନେଶ୍ବର//TATKAL ODISHA// ସ୍ବାସ୍ଥ୍ୟ ସହ ବିକାଶର ଗଭୀର ସମ୍ପର୍କ ରହିଛି . ଏକ

କଳାହାଣ୍ଡି ବିଶ୍ୱବିଦ୍ୟାଳୟ ହେଲା ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ

ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଭୁବନେଶ୍ବର,//TATKAL ODISHA// କଳାହାଣ୍ଡି ବିଶ୍ୱବିଦ୍ୟାଳୟକୁ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀ ନାମରେ ନାମିତ କରାଯାଇଛି। ଏବେ ଏହା ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ, ଭବାନୀପାଟଣା ନାମରେ ପରିଚିତ ହେବ। ଏ ସଂକ୍ରାନ୍ତରେ

ସାମାଜିକ ବିକାଶ: ସୋଆ-ସିୱାଇଏସ୍‌ଡି ମଧ୍ଯରେ ଏମଓୟୁ

ଭୁବନେଶ୍ୱର,//TATKAL ODISHA// ସାମାଜିକ ବିକାଶ ନେଇ ବିଭିନ୍ନ କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ଉଦ୍ଦେଶ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଓ ଆଦିବାସୀ ଏବଂ ଗ୍ରାମାଂଚଳର ଗରିବ ଲୋକଙ୍କର ଜୀବନର ଉନ୍ନତି ଦିଗରେ କାର୍ଯ୍ୟ କରୁଥିବା ଅନୁଷ୍ଠାନ 'ସେଂଟର ଫର ୟୁଥ ଆଣ୍ଡ

ଭୋଗରାଇ ରାଜନୀତି ପାଣି : ଗୋଳିଆ କରୁଛନ୍ତି ବାପ-ପୁଅ?

ଭୁଶୁଡିଯିବ କି ଭୋଗରାଇ ବିଜେଡି ଗଡ଼? ପରିବାରବାଦ ରାଜନୀତିକୁ ଲୋକଙ୍କ ନାପସନ୍ଦ ବାଲେଶ୍ୱର// TATKAL ODISHA// ବାଲେଶ୍ୱର ଜିଲ୍ଲା ଭୋଗରାଇ ରାଜନୀତି ପାଣି ଗୋଳିଆ ହେବାରେ ଲାଗିଛି । ଏଥିରେ ମୁଖ୍ୟ କାର୍ପଟଦାର ସାଜିଛନ୍ତି ଦାସ ବାପ-ପୁଅ I ନିଜେ ତ ବୁଡିବେ, ଦଳକୁ ବି

ନାଁ ନନେଇ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ୍ କଲେ ପାଣ୍ଡିଆନ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଅସଲ ମୁଖା ଖୋଲିଲେ-ଉପନିର୍ବାଚନ ଜିତିଲେ, ଧାମନଗରବାସୀଙ୍କ ବିଶ୍ୱାସହରାଇଲେ-ପ୍ରଚାର ବେଳେ ପାଞ୍ଚ ଥର ଆସି ଶହଶହ ମିଛ ପ୍ରତିଶ୍ରୁତି ଦେଇଥିଲେ-ଜିତିଲାପରେଧାମନଗରବାସୀଙ୍କୁ ଧନ୍ୟବାଦ ଦେବାକୁବି ଭୁଲିଗଲେ-ସେବା ମନୋବୃତ୍ତି ନେଇ ରାଜନୀତି କରନ୍ତି

ବର୍ଷ ଶେଷ ସାପ୍ତାହ କେମିତି କଟିବ? ଦେଖନ୍ତୁ ଜ୍ୟୋତିର୍ବିଦ୍ୟାବାରିଧି ଶ୍ରୀଦୋଳଗୋବିନ୍ଦ ପଣ୍ଡାଙ୍କ ଗଣନା

****************** ଏ ସପ୍ତାହର ରାଶିଫଳଶ୍ରୀଦୋଳଗୋବିନ୍ଦ ପଣ୍ଡା, ଜ୍ୟୋତିର୍ବିଦ୍ୟାବାରିଧିମେଷ: ସୋମବାରଠାରୁ ମଙ୍ଗଳବାର ଦିନ ୯ଟା ୫୭ ପର୍ଯ୍ୟନ୍ତ ଆର୍ଥିକ ଦିଗ ଭଲ ରହିବ। କର୍ମ ଅନୁଯାୟୀ ଶୁଭାଶୁଭ ଫଳ ମିଳିବ। ସତ୍‌ଚିନ୍ତା ଓ ସତ୍‌କର୍ମରେ ନିବିଷ୍ଟ ରହିବା ଆବଶ୍ୟକ। ବଚନେ କା

ଓକେଏସର ନୂଆ ସଭାପତି ଶ୍ରୀଧର ମର୍ଥା, ନୂଆ ସମ୍ପାଦକ ମୃତ୍ୟୁଞ୍ଜୟ ପଣ୍ଡା

ଓଡ଼ିଆ କଳାକାରଙ୍କ ସ୍ୱର ନିର୍ବାଚନ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ଭୁବନେଶ୍ୱର, //TATKAL ODISHA//:ଓଡ଼ିଶାର ଆଗଧାଡିର ସଂଗଠନ ଓଡ଼ିଆ କଳାକାରଙ୍କ ସ୍ୱର (ଓ.କେ.ଏସ) ର ନୂଆ ସଭାପତି ଭାବେ ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା ଶ୍ରୀଧର ମାର୍ଥା ନିର୍ବାଚିତ ହୋଇଛନ୍ତି

ଭାରତୀୟ ବିଜ୍ଞାନ ସମ୍ମିଳନୀକୁ ଓଡ଼ିଶାର କୃଷି ଯାନ୍ତ୍ରପାତି ଉଦ୍ଭାବକ ଦିଲ୍ଲୀପ କୁମାର ବରାଳ ଆମନ୍ତ୍ରିତ

ଭୁବନେଶ୍ୱର//TATKAL ODISHA// ଗୁଜରାଟର ଅହମଦାବାଦ ସାଇନ୍ସ ସିଟିରେ ଅନୁଷ୍ଠିତ ଜାତୀୟ ବିଜ୍ଞାନ ସମ୍ମିଳନୀ ରେ କୃଷି କର୍ମଣ ବିଜେତା ଚାଷୀ, ଦିଲ୍ଲୀପ କୁମାର ବରାଳ ଓଡିଶାର ଏକ ମାତ୍ର କୃଷି ଯନ୍ତ୍ରପାତି ଉଦ୍ଭାବକ ଭାବରେ ପ୍ରତିନିଧିତ୍ଵ କରୁଛନ୍ତି । ୨୦୨୩ ମସିହା ଡିସେମ୍ବର ୨୧

ଗୋମାଂସ ଭକ୍ଷଣର ପ୍ରସାର କରୁଥିବା କାମିଆ ଜାନୀ କିଭଳି ଶ୍ରୀମନ୍ଦିର ପ୍ରବେଶ କଲେ? କଂଗ୍ରେସର ମୁଖ୍ୟମନ୍ତ୍ରୀଙ୍କ ଉତ୍ତର…

ଭୁବନେଶ୍ୱର//TATKAL ODISHA// ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ସାମ୍ବାଦିକ ମାନଙ୍କ ସମ୍ବୋଧିତ କରି କହିଥିଲେ ଯେ ମହାପ୍ରଭୁ ଜଗନ୍ନାଥ ସାରା ଓଡ଼ିଶାବାସୀ ଓ ବିଶ୍ୱରେ କୋଣ ଅନୁକୋଣରେ ଥିବା ଜଗନ୍ନାଥ

ଆଉ ଇହଜଗତରେ ନାହାନ୍ତି ପୂର୍ବତନ ରାଜ୍ୟପାଳ ଏମ୍‌ଏମ୍ ରାଜେନ୍ଦ୍ରନ

ବିଭିନ୍ନ ମହଲରେ ଶୋକ ଭୁବନେଶ୍ୱର//TATKAL ODISHA// ଆଉ ଇହ ଜଗତରେ ନାହାନ୍ତି ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏମ୍‌ଏମ୍ ରାଜେନ୍ଦ୍ରନ I ଚେନ୍ନାଇର ଆପୋଲ ସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ସ୍ୱର୍ଗତଃ ରାଜେନ୍ଦ୍ରନ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ

ସାମ୍ବାଦିକଙ୍କୁ ଦିଅ ପ୍ରୋଟେକ୍ସନ ଓ ପେନସନ

ପ୍ରତିଷ୍ଠା ଦିବସରେ ଦାବି ଦୋହରାଇଲା ଓୟୁଜେ  ଭୁବନେଶ୍ୱର,୨୨ା୧୨/ଏନ୍‌ଏନ୍‌ଏସ୍‌:କାର୍ଯ୍ୟରତ ସାମ୍ବାଦିକଙ୍କୁ ପ୍ରୋଟେକ୍ସନ, ଅବସରଙ୍କୁ ପେନସନ ଦିଅ । ୨୬ତମ ଦ୍ୱିବାର୍ଷିକ ସମ୍ମିଳନୀ ଓ ପ୍ରତିଷ୍ଠା ଦିବସରେ ଏହି ଦାବି କରିଛି ଓଡ଼ିଶା ସାମ୍ବାଦିକ ୟୁନିଅନ (ଓୟୁଜେ) । ଏହି ଅବସରରେ

ରାଜଧାନୀରେ ମଠ, ମନ୍ଦିର ଓ ସଂଖ୍ୟାଲଘୁ ପୂଜାସ୍ଥଳୀର ରୂପାନ୍ତର: ୧୫.୨୦ କୋଟି ମଞ୍ଜୁର

୫୦୭ଟି ଧାର୍ମିକ ଓ ଗୋଷ୍ଠୀ ପ୍ରକଳ୍ପ ପାଇଁ୧୫.୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନିକଟରେ 5T ଅଧ୍ୟକ୍ଷଙ୍କ ଆଲୋଚନା କରିଥିଲେଜନ ପ୍ରତିନିଧି ଓ ସ୍ଥାନୀୟ ପୂଜା କମିଟି ସଦସ୍ୟ ଭୁବନେଶ୍ବର,//TATKAL ODISHA// ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୫୦୭ଟି ଧାର୍ମିକ

ଫେବୃଆରୀ ୨୦୨୪ରେ ‘ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ’

ଭୁବନେଶ୍ୱର//TATKAL ODISHA// ୨୦୨୪ ଫେବୃଆରୀ ମାସରେ ତିନି ଦିନ ବ୍ୟାପି ରାଜ୍ୟ ରାଜଧାନୀ ଭୁବନେଶ୍ୱର ଠାରେ ପ୍ରଥମ “ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ” ଆୟୋଜନ କରାଯିବ Iମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଐତିହ୍ୟ କ୍ୟାବିନେଟର ଏକ ବୈଠକ ଅନୁଷ୍ଠିତ ହୋଇଛି ।

ବିଜେଡି କାର୍ଯ୍ୟକାରିଣୀ, ୨୭ ପ୍ରସ୍ତାବରେ ମୋହର

ଭୁବନେଶ୍ବର//TATKAL ODISHA// ରାଜ୍ୟ ବିଜୁ ଜନତା ଦଳର ପରିବର୍ଦ୍ଦିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆଜି ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ଅଧ୍ୟକ୍ଷତାରେ ଶଙ୍ଖ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି ।ପ୍ରବାଦ ପୁରୁଷ ବିଜୁ ବାବୁଙ୍କର ଫଟୋଚିତ୍ରରେ ପ୍ରଥମରେ

ଭାରତ ପାଇଁ ସ୍ବର୍ଣ୍ଣ ଆଣିବାକୁ ଚେଷ୍ଟା ଜାରି ରଖିଛି : ବିଶ୍ୱଜିତ

ଭୁବନେଶ୍ୱର//TATKAL ODISHA// ଆଉ ଜଣେ ସୁଯୋଗ୍ୟ ସନ୍ତାନ ବିଶ୍ୱଜିତ ପାଣି ଓଡ଼ିଶାର ଟେକ ରଖିଛନ୍ତି I କିକ ବକ୍ସିଙ୍ଗରେ ସ୍ବର୍ଣ୍ଣ ପଦକ ପାଇଥିବା ବେଳେ କରାଟେରେ ବ୍ଲାକ ବେଲ୍ଟ ଏବଂ ଉଷୁର 'ମ୍ୟୁଜିକାଲ ଫର୍ମ'ରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି I ନୂଆଦିଲ୍ଲୀସ୍ଥ ଇନ୍ଦୀରା