ଗଣତନ୍ତ୍ର ଦିବସର ଅନୁଚିନ୍ତା

ଶ୍ରୀକାନ୍ତ ଦାଶ ଆମେ ଆଜି 75 ତମ ଗଣତନ୍ତ୍ର ଦିବସ ପାଳନ କରୁଛେ | ଏହା ଔପଚାରିକତା ମାତ୍ର | ତ୍ରିରଙ୍ଗା ତଳେ ଠିଆହୋଇ ଆମେ ପୁର୍ବସୁରୀଙ୍କ ଦେଶସେବାକୁ ମନେ ପକେଇ ଶପଥ ନେବା,' ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଓ ଦେଶ ଦଶର ସେବା କରିବା | ଆଉଗଣତାନ୍ତ୍ରିକ ଵିଧି

ବିରାଜିଲେ ପ୍ରଭୁ ଶ୍ରୀରାମ

▪️ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସଂପନ୍ନ l▪️କାଶୀ ପୀଠର ବେଦଜ୍ଞ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସଂପନ୍ନ କଲେ▪️ମୁଖ୍ୟ ଯଜମାନ ଭାବେ ଦାୟିତ୍ବ ନିର୍ବାହ କଲେ ପ୍ରଧାନମନ୍ତ୍ରୀ▪️ଆର୍‌ଏସ୍‌ଏସ୍‌

କାହାଣୀ ନୁହେଁ ସତ : ବିବାହ ବନ୍ଧନରେ ବର-ଅଶ୍ୱସ୍ତ

ନୂଆପାଢ଼ୀ ଗାଁ ସମାଜକୁ ଦେଲା ନୂଆ ବାର୍ତ୍ତା ଭୋଜି ଭାତ ଖାଇଲେ ପ୍ରାୟ ତେର ଶହ ବରଯାତ୍ରୀ ରେମୁଣା,ବାଲେଶ୍ୱର,//TATKAL ODISHA// ପ୍ରତିଦିନ ଓ ପ୍ରତି ମୁହୂର୍ତ୍ତରେ ଗଛ କାଟି ପରିବେଶକୁ ଧ୍ୱସ୍ତ ବିଧ୍ୱସ୍ତ କରୁଥିବା ଖବର ପଦାକୁ ଆସୁଥିବାବେଳେ ବାଲେଶ୍ୱର ଜିଲ୍ଲା ରେମୁଣା

ଅରବିନ୍ଦ ଦାସଙ୍କ ନିଆରା ଗପ-‘ଶାମ୍ବଦଶମୀ ଟ୍ୱିଷ୍ଟ’

★★★★★★★ // TATKAL ODISHA// //ଅରବିନ୍ଦ ଦାସ// ଆସନ୍ତାକାଲି ଶାମ୍ବଦଶମୀ ପଡୁଛି ବୋଲିସୁଜାତା, ସହରରେ ରହୁଥିବା ପୁଅ ବୋହୁଙ୍କ ପାଖକୁ ଯିବାକୁ ନିଜ ବ୍ୟାଗ ସଜାଡି, ବୋହୁ ରୋଜିକୁ ଫୋନ ଲଗାଇ ଶାମ୍ବଦଶମୀ କଥା କହିବାକୁ ମନେ ମନେ ଚିନ୍ତା କଲାବେଳେ, ସକାଳୁ ସକାଳୁ ପଡିଶା

ଶାମ୍ବ ଦଶମୀରେ ସୂର୍ଯ୍ୟଙ୍କ ପୂଜା

ଶ୍ରୀକାନ୍ତ ଦାଶ // TATKAL ODISHA// ଶାମ୍ବଦଶମୀପୌଷ ମାସ ଶୁକ୍ଳପକ୍ଷ ଦଶମୀକୁ ଶାମ୍ବ ଦଶମୀ ଭାବେ ପାଳନ କରାଯାଏ | ଉତ୍କଳୀୟ ହିନ୍ଦୁ ପରମ୍ପରାରେ ଏହା ଏକ ଅନନ୍ୟ ପର୍ବ | ପୌରାଣିକ ଆଖ୍ୟାନ ଅନୁସାରେ କୃଷ୍ଣଙ୍କ ପୁତ୍ର ଶାମ୍ବ ଋଷିଙ୍କ ଅଭିଶାପ ପାଇ କୁଷ୍ଠ ରୋଗ ଗ୍ରସ୍ତ

ରାମଲାଲାଙ୍କ ମୂର୍ତ୍ତିରେ ବିଷ୍ଣୁଙ୍କ 10 ଅବତାର

ଅଯୋଧ୍ୟା, //TATKAL ODISHA// ଭଗବାନ ବିଷ୍ଣୁଙ୍କ ୧୦ ଅବତାର, ହିନ୍ଦୁ ଧର୍ମର ପ୍ରତୀକ I ଓମ୍ ଓ ସ୍ୱସ୍ତିକ ଚିହ୍ନ, ଏମିତିକି ପୂରା ବ୍ରହ୍ମାଣ୍ଡର ପ୍ରତୀକ ରାମଲାଲା ମୂର୍ତ୍ତି ଭିତରେ ଲୁଚି ରହିଛି । ଶୁଣନ୍ତୁ.. ବିଶିଷ୍ଟ ସଂଗୀତ ନିର୍ଦେଶକ ପ୍ରେମ ଆନନ୍ଦଙ୍କ ସୁମଧର ଗୀତ..

ଆରପାରିରେ ପୂର୍ବତନ ସାଂସଦ ଅନାଦି ଚରଣ

ଭୁବନେଶ୍ୱର/, କଟକ//TATKAL ODISHA// ପରଲୋକରେ ପୂର୍ବତନ ସାଂସଦ ତଥା ଅବସରପ୍ରାପ୍ତ ଆଇପିଏସ ଅଧିକାରୀ ଅନାଦି ଚରଣ ସାହୁ | ୧୯୯୯ରେ ବ୍ରହ୍ମପୁର ଲୋକସଭା ଆସନରୁ ବିଜେପି ଟିକେଟରେ ନିର୍ବାଚିତ ହୋଇଥିଲେ ଅନାଦି | କଟକର ସିଡିଏ ସ୍ଥିତ ବାସଭବନରେ ୮୪ ବର୍ଷ ବୟସରେ ତାଙ୍କର ପରଲୋକ

ଓଡ଼ିଆ ଭଜନ ‘ଅଯୋଧ୍ୟା ନଗରୀ ନାଚେ ରାମଙ୍କୁ ପାଇ’କୁ ଶେୟାର କଲେ ପ୍ରଧାନମନ୍ତ୍ରୀ

ଶୁଣନ୍ତୁ ସେଇ ସୁମଧୁର ଭକ୍ତି ଗୀତଟି.. ସରୋଜ ରଥଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏ ଭଜନକୁ ଗାଇଛନ୍ତି ବିଶିଷ୍ଟ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲ ନୂଆଦିଲ୍ଲୀ//TATKAL ODISHA// ଆସନ୍ତା ୨୨ ରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ହେବ ।

ଓଡ଼ିଶୀ ନୃତ୍ୟ ମହାକୁମ୍ଭରେ ମୁକ୍ତେଶ୍ୱର ନୃତ୍ୟୋତ୍ସବ,ଶୁଭ ଉଦଘାଟନ

ଭୁବନେଶ୍ୱର//TATKAL ODISHA// ମୁକ୍ତେଶ୍ୱର ନୃତ୍ୟ ଉତ୍ସବ ଆଜିଠାରୁ ତିନିଦିନ ଧରି ଦଶମ ଶତାବ୍ଦୀରେ ନିର୍ମିତ କାରୁକାର୍ଯ୍ୟପୂର୍ଣ୍ଣ ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଶୁଭ ଉଦ୍‌ଘାଟିତ ହୋଇଥିଲା । ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଓଡ଼ିଶା

ଡିସେମ୍ବର 2024ରେ ସନ୍ତରାଗଡିଆ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ହୀରକ ଜୟନ୍ତୀ

ପ୍ରସ୍ତୁତ ବୈଠକରେ ବହୁ ପୁରାତନ ଛାତ୍ର ଉପସ୍ଥିତ ନୀଳଗିରି,ଭୁବନେଶ୍ୱର //TATKAL ODISHA// ଥାକ ଥାକ ନିଳ ପାହାଡ଼ରେ ପରିପୂର୍ଣ୍ଣ 'ଦେବଗିରି' ର ପାଦଦେଶରେ ରହିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡସ୍ଥ ସନ୍ତରlଗଡିଆ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ I ଏହି ଆଦର୍ଶ

ଓଡ଼ିଆ ସାହିତ୍ୟର ଯୁଗସ୍ରଷ୍ଟା ଫକୀର ମୋହନ

ସଂକ୍ରାନ୍ତି ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ******************* ଶ୍ରୀକାନ୍ତ ଦାଶ ******************** ପବିତ୍ର ମକର ସଂକ୍ରାନ୍ତି. ପୁର ପଲ୍ଲୀ, ମଠ, ମନ୍ଦିର ସବୁଠି ମକର ଚାଉଳ ପରି ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ ହୋଇ ଇଷ୍ଟ ଦେବୀ, ଦେବତାଙ୍କୁ ଲାଗି କରାଯାଏ

ସତ୍ୟବ୍ରତ ସାହୁଙ୍କ କଣ୍ଠରେ ନୂଆ ଭଜନ : ‘ଆହା କି ସୁନ୍ଦର ଦିଶେ ଶ୍ରୀମନ୍ଦିର ପରିକ୍ରମା’

ପୁରୀ //TATKAL ODISHA// ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଜାନୁଆରୀ ୧୭ରେ ହେବ ଲୋକାର୍ପଣ । ତେବେ ଜାନୁଆରୀ ୧୨ ଶୁକ୍ରବାର ଠାରୁ ଯଜ୍ଞ ଆରମ୍ଭ ହେବ । ଏନେଇ ଶ୍ରୀମନ୍ଦିର ଚାରି ଦ୍ୱାରରେ ବ୍ୟାପକ ଆୟୋଜନ କରାଯାଇଛି ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ : 12ରେ ଆଚାର୍ଯ୍ୟବରଣ, 17ରେ ଲୋକାର୍ପଣ

ପୁରୀ //TATKAL ODISHA// ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଜାନୁଆରୀ ୧୭ରେ ପୂଜା ସହ ହେବ ପ୍ରକଳ୍ପ ଲୋକାର୍ପଣ । ତେବେ ଜାନୁଆରୀ ୧୨ ଶୁକ୍ରବାର ଠାରୁ ଆଚାର୍ଯ୍ୟ ବରଣ ଓ ଅଙ୍କୁରରୋପଣ ଆରମ୍ଭ ହେବ । ଏନେଇ ଶ୍ରୀମନ୍ଦିର

ନୂଆ ବର୍ଷର ଦ୍ଵିତୀୟ ସାପ୍ତାହ କେମିତି କଟିବ? ଦେଖନ୍ତୁ ଜ୍ୟୋତିର୍ବିଦ୍ୟାବାରିଧି ଶ୍ରୀଦୋଳଗୋବିନ୍ଦ ପଣ୍ଡା ଗଣନା

//TATKAL ODISHA// ଏ ସପ୍ତାହର ରାଶିଫଳ ******************************************************************************************* ମେଷ: ସୋମ ଓ ମଙ୍ଗଳବାର ଅଷ୍ଟମ ଚନ୍ଦ୍ର ହେତୁ ସାବଧାନତା ଅବଲମ୍ବନୀୟ। ଅବାଞ୍ଛିତ ଘଟଣା, ଅସୁସ୍ଥତା, ମାନସିକ ଅବସାଦ,