ସୁରକ୍ଷା କଡ଼ାକଡି ଥିବାବେଳେ ରାଜଧାନୀ ବିଚ୍‌ ରାସ୍ତାରେ ପୁଲିସ ମିତ୍ରଙ୍କୁ ବୀଭତ୍ସ ହତ୍ୟା

ଲୋକ ଭିଡ଼ ଓ ସାମ୍ବାଦିକଙ୍କ ସମ୍ମୁଖରେ ଘଟଣା ଭୁବନେଶ୍ୱର //TATKAL ODISHA// ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ପାଇଁ ସୁରକ୍ଷା କଡ଼ାକଡି ଥିବା ବେଳେ ରାଜଧାନୀ ବିଚ୍‌ ରାସ୍ତାରେ ପୁଲିସ ମିତ୍ରଙ୍କୁ ବୀଭତ୍ସ ହତ୍ୟା କରିଛନ୍ତି ଦୁର୍ବୁତ୍ତ I କିଏ ଓ କାହିଁକି ବୀଭତ୍ସ ଭାବେ ହତ୍ୟା

ପ୍ରବାସୀ ଭାରତୀୟ ଦିବସ ଶୁଭାରମ୍ଭ.. ଶୁଣନ୍ତୁ ସତ୍ୟବ୍ରତ ସାହୁଙ୍କ କଣ୍ଠରେ ସୁମଧୁର ଗୀତ

ଭୁବନେଶ୍ୱର // TATKAL MUSIC// ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଶୁଭାରମ୍ଭ ହୋଇଛି I ତାହା ତିନି ଦିନ ଧରି ଅର୍ଥାତ ଆଠରୁ ଦଶ ପର୍ଯ୍ୟନ୍ତ ଚାଲିବ I ପ୍ରବାସୀ ଭାରତୀୟମାନେ ପରସ୍ପର ସହିତ ଦେଖା ସାକ୍ଷାତ କରିବାର ଏକ ସୁଯୋଗ ପାଇଥାଆନ୍ତି । ଏହି ସମ୍ମିଳନୀ ବିଦେଶରେ ରହୁଥିବା

ଅହିଂସା ଓ ଶାନ୍ତି ସମଗ୍ର ମାନବ ଜାତି ପାଇଁ ଗାନ୍ଧିଜୀଙ୍କ ଶ୍ରେଷ୍ଠ ଆବିଷ୍କାର: ବୀରପ୍ପା ମୋଇଲି

ପଞ୍ଚଦଶ ରାଜକିଶୋର ନାୟକ ସ୍ମୃତି ଗାନ୍ଧୀ ବକ୍ତୃତା ଭୁବନେଶ୍ୱର//TATKAL ODISHA// ଅହିଂସା ଓ ଶାନ୍ତି ସମଗ୍ର ମାନବ ଜାତି ପାଇଁ ଗାନ୍ଧିଜୀଙ୍କ ଶ୍ରେଷ୍ଠ ଆବିଷ୍କାର। ବିଶ୍ବବ୍ୟାପୀ ଏହାର ସଫଳ ଉପଯୋଗ କରାଯାଇଛି ବୋଲି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ, ପୂର୍ବତନ

୪ରେ ରାଜକିଶୋର ନାୟକ ସ୍ମାରକୀ ଗାନ୍ଧୀ ବକ୍ତୃତା: ମୁଖ୍ୟଅତିଥି ଡ. ବିରାପ୍ପା ମୋଇଲି

ଭୁବନେଶ୍ବର,//TATKAL ODISHA// , ଆସନ୍ତା ଜାନୁୟାରୀ ୪ ତାରିଖ ସକାଳ ୧୦ ଘଟିକା ସମୟରେ ପାଟକୁରା ଗାନ୍ଧୀ ଭାବେ ପରିଚିତ ରାଜକିଶୋର ନାୟକ ଙ୍କ ୧୫ତମ ସ୍ମାରକୀ ଗାନ୍ଧୀ ବକ୍ତୃତା କାର୍ଯ୍ୟକ୍ରମ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ହେବI ଚଳିତ ବର୍ଷ ପାଇଁ ବିଷୟବସ୍ତୁ

ଖଲ୍ଲିସ୍ତାନୀ ଆତଙ୍କବାଦୀ ପନ୍ନୁର ପୁଣି ଧମକ

ଭୁବନେଶ୍ୱର//TATKAL ODISHA// ଖଲ୍ଲିସ୍ତାନୀ ଆତଙ୍କବାଦୀ ପନ୍ନୁର ଧମକ ପୁଣି ଧମକ ଦେଇଛି I ପ୍ରବାସୀ ଭାରତୀୟ ଦିବସରେ ବ୍ୟାପକ ବ୍ୟାଘତ ସୃଷ୍ଟି ପାଇଁ ଏହି ଧମକ ମିଳିଛି I ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କୁ ଏଭଳି ଧମକପୂର୍ଣ୍ଣ ଇ-ମେଲ ଆସିଛି I ପୂର୍ବରୁ ଡିଜି

୩୦ ମଧ୍ୟରେ ଫସଲ କ୍ଷୟକ୍ଷତିର ସଠିକ୍ ଆକଳନ

ଅଦିନିଆ ବର୍ଷା ଜନିତ ଫସଲ କ୍ଷୟକ୍ଷତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୀମାଭୁକ୍ତ ଚାଷୀ ମାନଙ୍କୁ ଆସନ୍ତା କାଲି ସୁଦ୍ଧା କ୍ଷୟକ୍ଷତି ସମ୍ପର୍କରେ ସୂଚନା ଦେବାକୁ ଅନୁରୋଧ ଜଣେ ବି କ୍ଷତିଗ୍ରସ୍ତ ଚାଷୀ ଯେପରି ସହାୟତାରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ

ରାଜ୍ୟବାସୀଙ୍କ  ବିଶ୍ୱାସ, ଭରସାକୁ ଅତୁଟ ରଖି ବିଜେଡି ଦୃଢ଼ତାର ସହ ଆଗକୁ ବଢୁଛି: ନବୀନ

ଭୁବନେଶ୍ୱର//TATKAL ODISHA// ଓଡିଶାର ହକ ପାଇଁ ଲଢେଇରେ ବିଜେଡି କେବେ ପଛଘୁଞ୍ଚା ଦେବ ନାହିଁ। କର୍ମୀଙ୍କ ନିଷ୍ଠା ଓ ଉତ୍ସର୍ଗୀକୃତ କାର୍ଯ୍ୟ ଯୋଗୁଁ ବିଜେଡି ଶ୍ରେଷ୍ଠ ଆଞ୍ଚଳିକ ଦଳର ପରିଚୟ ପାଇଛି I ରାଜ୍ୟବାସୀଙ୍କ ବିଶ୍ୱାସ ଓ ଭରସାକୁ ଅତୁଟ ରଖି ବିଜେଡି ଦୃଢତାର

ଉତ୍କଳମାତାର ଯୋଗ୍ୟତମ ସୁତ

(ପଠାଣି ସାମନ୍ତଙ୍କୁ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ) ମହାମହୋପାଧ୍ୟାୟ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ସାମନ୍ତଙ୍କ ପୁଣ୍ୟ ଜନ୍ମଦିବସରେ ତାଙ୍କ ସ୍ମୃତି ଚାରଣ ନ କଲେ ତାଙ୍କର ଅମର୍ଯ୍ୟାଦା ହେବ | ସେ ସାଧାରଣ ଭାବେ ପଠାଣି ସାମନ୍ତ ଭାବେ ପରିଚିତ | 1835 ମସିହା ପୂର୍ଣ୍ଣିମାନ୍ତ

ଓଡିଶା ଓ ବାଜପେୟୀ

- ଶତବାର୍ଷିକରେ ଶ୍ରଦ୍ଧାଞ୍ଜଳି ***************** ଗୁରୁକଲ୍ୟାଣ ମହାପାତ୍ର **************** ମୁଁ ଦୈନିକ 'ପ୍ରଜାତନ୍ତ ' ରେ କଟକ ଦାୟିତ୍ୱରେ ଥାଏଁ। ଶ୍ରୀ ଭର୍ତ୍ତୃହରି ମହତାବ ସମ୍ପାଦକ ଥିଲେ। ସମ୍ବାଦପତ୍ରର ପ୍ରଭାତୀ ସଂସ୍କରଣ ନଥାଏ।ତଡିତ ଗଣମାଧ୍ୟମର ସମାଚାରର ଏତେ

ପ୍ରତୀକ୍ଷାର ଅନ୍ତ: ସନ୍ତରାଗଡ଼ିଆ ହାଇସ୍କୁଲ ଉପରେ ପ୍ରସ୍ତୁତ ‘ଡକ୍ୟୁ ଫିଲ୍ମ’କୁ ଲୋକାର୍ପିତ କଲେ…

ଡକ୍ୟୁ ଫିଲ୍ମର ନାଁ - "ଅଙ୍କୁରଦଗମରୁ ମହାଦ୍ରୁମ" ପୁରାତନ ଛାତ୍ର ସଂସଦ'(OSA) ଦ୍ୱାରା ପ୍ରସ୍ତୁତ ସାବିତ୍ରୀ ଫିଲ୍ମସ ଦ୍ୱାରା ହୋଇଛି ନିର୍ମିତ ସନ୍ତରାଗଡ଼ିଆ ହାଇସ୍କୁଲ ତାର ହୀରକ ଜୟନ୍ତୀ(ଡିସେମ୍ବର ୨୭,୨୮ ଓ ୨୯) ପାଳନ କରିବାକୁ ଯାଇଛି। ଏଥିପାଇଁ ପୁରାତନ ଛାତ୍ର

ପ୍ରବାସୀ ଭାରତୀୟ ଦିବସ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଆମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର //TATKAL ODISHA// ନୂଆଦିଲ୍ଲୀ ଠାରେ ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି I ଏହି ଅବସରରେ ସେ ଆଗାମୀ ପ୍ରବାସୀ ଭାରତୀୟ ଦିବସ ଏବଂ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିଛନ୍ତି I

ସାମ୍ବାଦିକ ସୁରକ୍ଷା ଅଧିନିୟମ ସହ ‘ପେନସନ’ ଦେବା ଉପରେ ଚାଲିଛି ତର୍ଜମା: ଧର୍ମେନ୍ଦ୍ର

ଓଡ଼ିଶା ସାମ୍ବାଦିକ ୟୁନିୟନର ୫୩ତମ ପ୍ରତିଷ୍ଠା ଦିବସ ସମାରୋହରେ କେନ୍ଦ୍ରମନ୍ତ୍ରୀ ସାମ୍ବାଦିକମାନଙ୍କୁ ସୁରକ୍ଷା, ସୁବିଧା ଓ ଅଧିକାର ପ୍ରଦାନ କରିବା ଆମର ଦାୟିତ୍ୱ - ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର,//TATKAL ODISHA// ଓଡ଼ିଶାରେ ସାମ୍ବାଦିକ ବନ୍ଧୁମାନେ ଖବର ପ୍ରସାରଣ ସହ

ଜାନୁଆରୀ ୧ରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ

ପୁରୀ, ଭୁବନେଶ୍ୱର//TATKAL ODISHA// ଜାନୁଆରୀ ୧ରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ହେବ I ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ପରୀକ୍ଷା ମୂଳକ ଭାବେ ୩୦ ଓ ୩୧ରେ ଧାଡ଼ି ଦର୍ଶନ ହେବ। ସାତ ପାହାଚ ଦ୍ବାର ଦେଇ ପ୍ରବେଶ, ଘଣ୍ଟି ଏବଂ

ବେଆଇନ ଧର୍ମାନ୍ତରୀକରଣ, ଅନୁପ୍ରବେଶକାରୀ, ଗୋ ଚାଲାଣକୁ ରୋକାଯିବ : ଦେବ ସେନା

ରାଜ୍ୟ କାର୍ଯ୍ୟକାରିଣୀ ଭୁବନେଶ୍ୱର//TATKAL ODISHA// ବିଭିନ୍ନ ଜିଲ୍ଲାର ହେଉଥିବା ବେଆଇନ ଧର୍ମାନ୍ତରୀକରଣ, ବେଆଇନ ଅନୁପ୍ରବେଶକାରୀ ଓ ବେଆଇନ ଗୋ ଚାଲାଣକୁ ସମ୍ପୂର୍ଣ୍ଣ ରୋକାଯିବ I ସେଥିପାଇଁ ଦେବ ସେନାର ଜିଲ୍ଲା, ବ୍ଲକ ଓ ପଞ୍ଚାୟତ ସଂଗଠନକୁ ଆହୁରି ବିସ୍ତାର କରାଯିବ I

ରାଜ୍ୟପାଳଙ୍କୁ ଟେରାକୋଟା ସଂପର୍କିତ ପୁସ୍ତକ “ଆର୍ଥେନ ଆଫାୟାର୍ସ” ପ୍ରଦାନ

ଭୁବନେଶ୍ୱର, //TATKAL ODISHA // - ଅବସରପ୍ରାପ୍ତ ପ୍ରଶାସକ, ବିଶିଷ୍ଟ ଲେଖକ-ତଥା-ଗବେଷକ ରାଜା ପରିଜା ଚ ରାଜଭବନ ଠାରେ ରାଜ୍ୟପାଳ ରଘୁବର ଦାସଙ୍କୁ ସାକ୍ଷାତ କରି ତାଙ୍କ ଦ୍ୱାରା ଲିଖିତ “ଆର୍ଥେନ ଆଫାୟାର୍ସ” ପୁସ୍ତକ ପ୍ରଦାନ କରିଛନ୍ତି।ଏହି ପୁସ୍ତକରେ ଟେରାକୋଟା ସଂପର୍କିତ