କେଉଁ ମନ୍ତ୍ରୀଙ୍କୁ କେଉଁ ପ୍ରକୋଷ୍ଠ? ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର,//TATKAL ODISHA//:କେଉଁ ମନ୍ତ୍ରୀଙ୍କୁ କେଉଁ ପ୍ରକୋଷ୍ଠ? ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି । ଉପ ମୁଖ୍ୟମନ୍ତ୍ରୀ : କୃଷି ଓ କୃଷକ ସଶକ୍ତୀକରଣ, ଶକ୍ତି ବିଭାଗ ଦାୟିତ୍ୱରେ ଥିବା ଉପ ମୁଖ୍ୟମନ୍ତ୍ରୀ କେଭି ସିଂହ

ସମସ୍ତଙ୍କ ସହଯୋଗରେ ଶ୍ରୀମନ୍ଦିର ଦର୍ଶନ ଶୃଙ୍ଖଳିତ ହେବ: ହରିଚନ୍ଦନ

ପୁରୀ//TATKAL ODISHA// ଆଗକୁ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି । ସମସ୍ତଙ୍କ ସହଯୋଗ ରହିଲେ ଦର୍ଶନ ଶୃଙ୍ଖଳିତ ହେବ। ତେବେ ଛୁଟି ଦିନ କାରଣରୁ ଭକ୍ତଙ୍କ ଭିଡ଼ ଥିଲା । ଏନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ I 

ଭଦ୍ରକ ନାବାଳକ ବାବୁଲି ବାରିକଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ସାମାଜିକ ଗଣ ମାଧ୍ୟମରୁ ପାଇଲେ ସୂଚନା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୩୦ ହଜାର ଟଙ୍କାର ସହାୟତା ପ୍ରଦାନ ଭୁବନେଶ୍ୱର,//TATKAL ODISHA// ଭଦ୍ରକ ଜିଲ୍ଲାର ବାବୁଲି ବାରିକଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇଦେବା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନକୁ

ପିତୃ ଦିବସ : ପିତା ହିଁ ପରମ ତପ8

ପିତୃ ଦିବସର ଅନୁଚିନ୍ତା ଶ୍ରୀକାନ୍ତ ଦାଶ ----------------ପିତା ଧର୍ମ, ପିତା ସ୍ୱର୍ଗ, ପିତା ହିଁ ପରମ ତପ8,ପିତରି ପ୍ରୀତିମାପନ୍ନେ ପ୍ରିୟନ୍ତେ ସର୍ବ ଦେବତା |“ ଉପରୋକ୍ତ ଶ୍ଳୋକରୁ ଜଣାପଡେ ଯେ ପିତୃ ଉପାସନା ଆଗରେ ସମସ୍ତ ଦେବାଦେବୀଙ୍କ ଉପାସନା ମଳିନ ପଡ଼ିଯାଏ | ଏହି

କେଳେଙ୍କାରୀ? କେଉଁ IAS ହାତେଇଲେ 4.5 ଏକର ମୂଲ୍ୟବାନ ଜମି??

ତଦନ୍ତ ପାଇଁ ଦାବି କଲେ ଭଗବତୀପୁର ଲୋକେ ଭୁବନେଶ୍ୱର, ଖୋର୍ଦ୍ଧା //TATKAL ODISHA// ବିଗତ ସରକାର ବେଳେ କେମିତି 'ବାବୁରାଜ' ଚାଲିଥିଲା, ତାର ଗୋଟିଏ ପରେ ଗୋଟିଏ ଗୁମର ଫିଟିବାରେ ଲାଗିଛି I ଆଇନକୁ ମାଡ଼ି ମକଚି କିଛି ନିର୍ଦ୍ଧିଷ୍ଟ ଅଣ ଓଡ଼ିଆ ବାବୁ ବେଶ ହାତ ଚିକ୍କଣ କରିଛନ୍ତି

ନିଜ ସୋସିଆଲ ମିଡିଆ ସାଇଟକୁ ଅନୁସରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଭୁବନେଶ୍ୱର// TATKAL ODISHA// ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜର ଫେସବୁକ, ଟ୍ୱିଟର (ଏକ୍ସ) ଓ ଇନଷ୍ଟାଗ୍ରାମ ପେଜ ସାର୍ବଜନୀନ କରିଛନ୍ତି I ନିଜ ସୋସିଆଲ ମିଡିଆ ସାଇଟକୁ ଅନୁସରଣ ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି I ଯେଉଁମାନେ ମୁଖ୍ୟମନ୍ତ୍ରୀଙ୍କୁ କିଛି କହିବାକୁ

ରାଜ୍ୟ ଅତିଥି ଭବନ ଏବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭୁବନେଶ୍ୱର//TATKAL ODISHA// ରାଜ୍ୟ ଅତିଥି ଭବନ ଏବେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ । ଅତିଥି ଭବନର ପ୍ରଥମ ମହଲାରେ ତାହା ଚାଲିଛି I ଶ୍ରୀକ୍ଷେତ୍ର ପୁରୀରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜ କାର୍ଯ୍ୟାଳୟର କାର୍ଯ୍ୟ କରୁଛନ୍ତି I

ଜ୍ୟୋତିର୍ଲିଙ୍ଗ ସ୍ୱୟମ୍ଭୁ କେଦାରନାଥ ଦର୍ଶନ : କେମିତି ଯିବେ, କିପରି କରିବେ?

11,750 ଫୁଟ ଉଚ୍ଚ କେଦାର ଉପତ୍ୟକାରେ ପବିତ୍ର ମନ୍ଦାକିନୀ ନଦୀ ତଟରେ ଅବସ୍ଥିତ ବିରାଜମାନ ଶିବଲିଙ୍ଗର ଆକୃତି ଲମ୍ବରେ ପ୍ରାୟ ୮.୫ ଫୁଟ, ଚଉଡାରେ ପ୍ରାୟ ୪ ଫୁଟ ଓ ଉଚ୍ଚତାରେ ୪ଫୁଟ ********************* ରିପୋର୍ଟ : ସଂଗୀତା ମହାନ୍ତି  *********************

ଗୃହ ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ସାଙ୍ଗରେ ଅଛନ୍ତି ଉପମୁଖ୍ୟମନ୍ତୀ କେଭି ସିଂଦେଓ, ପ୍ରଭାତୀ ପରିଡା ଭୁବନେଶ୍ୱର//TATKAL ODISHA// ଜୁନ 12ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବରିଷ୍ଠ ବିଜେପି ନେତା  ମୋହନ ମାଝୀ ଗୃହ ପ୍ରବେଶ କରିଛନ୍ତି । ଅର୍ଥାତ ଲୋକସେବା ଭବନରେ ଥିବା ତୃତୀୟ ମହଲାରେ ପାଦ ଥାପିଛନ୍ତି I

ରାଜନୀତିକୁ ବାଏ ବାଏ କଲେ ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର//TATKAL ODISHA// ପ୍ରତ୍ୟକ୍ଷ ରାଜନୀତିରୁ ବାଏ ବାଏ କଲେ ବିଜେଡିର ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତ । କାହିଁକି? କଣ ପାଇଁ ଏଇ କଠୋର ନିଷ୍ପତ୍ତି?? ଏହାର ଉତ୍ତର ଦେଇଛନ୍ତି ଖୋଦ ସାମନ୍ତ I ସେ କହିଛନ୍ତି ଯେ, ପୂର୍ବଭଳି ସମାଜସେବା ଜାରି ରଖିବେ |

ଓଡ଼ିଶା ପ୍ରୋଭିଡେଣ୍ଟ୍ ଫଣ୍ଡ୍ ଜୋନ୍‌ର କମିଶନର 2 ହେଲେ ଓଡ଼ିଆ ଝିଅ ମୌସୁମୀ ଲତା ପାଢ଼ୀ

ଭୁବନେଶ୍ୱର,//TATKAL ODISHA// ଓଡ଼ିଶା ପାଇଁ ପୁଣି ଏକ ଗର୍ବର ବିଷୟ । ଓଡ଼ିଆ ଝିଅ ମୌସୁମୀ ଲତା ପାଢ଼ୀ ଓଡ଼ିଶା ପ୍ରୋଭିଡେଣ୍ଟ୍ ଫଣ୍ଡ୍ ଜୋନ୍‌ର କମିଶନର 2 ହୋଇଛନ୍ତି । ଏହି ପଦବୀକୁ ପଦୋନ୍ନତି ପାଇବାରେ ସେ ପ୍ରଥମ ଓଡ଼ିଆ ମହିଳା । ଏଥିସହ ସେ ଆଞ୍ଚଳିକ ଭବିଷ୍ୟନିଧି ପାଣ୍ଠିର ପ୍ରଥମ

ପରାଜୟ ପାଇଁ ପାଣ୍ଡିଆନ ଦୋଷୀ ନୁହଁନ୍ତି : ନବୀନ

ଭୁବନେଶ୍ୱର//TATKAL ODISHA// 'ବିଜେଡି ନେତା ଭି କେ ପାଣ୍ଡିଆନ ଜଣେ ସଚ୍ଚୋଟ ବ୍ୟକ୍ତି I ବିଜେଡି ପରାଜୟ ପାଇଁ ସେ ଦୋଷୀ ନୁହଁନ୍ତି I' ବିଜେଡି ପରାଜୟକୁ ନେଇ ବିଜେଡି ସୁପ୍ରିମୋ ତଥା କାମଚଳା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଏଭଳି ବଡ଼ ବୟାନ ଦେଇଛନ୍ତି I ସେ

ଦୀର୍ଘ ଛୁଟିରେ ଗଲେ ସୁଜାତା କାର୍ତ୍ତିକେୟନ

ଭୁବନେଶ୍ୱର// TATKAL ODISHA// ଚବିଶ ବର୍ଷର ନବୀନ ସରକାର ଗଢିବା ପରେ ପ୍ରଶାସନିକ ସ୍ତରରେ ବଡ଼ ଧରଣର ଅଦଳ ବଦଳ ହେବାର ସମ୍ଭାବନା ରହିଛି I ଏହି କ୍ରମରେ ଆଗୁଆ ଦୀର୍ଘ ଛୁଟିରେ ଯାଇଛନ୍ତି ବିଜେଡି ନେତା ଭି କେ ପାଣ୍ଡିଆନଙ୍କ ଧର୍ମ ପତ୍ନୀ ତଥା ବରିଷ୍ଠ IAS ସୁଜାତା କାର୍ତ୍ତିକେୟନ I

ଅବସର ପରେ ବିଭିନ୍ନ ବିଭାଗରେ 40,000 କର୍ମଚାରୀ, ବିଦା ହେବେ କେବେ?

ଭୁବନେଶ୍ୱର//TATKAL ODISHA// ଅବସର କର୍ମଚାରୀଙ୍କ କାଚେପୁଅ ବାର I ବର୍ତ୍ତମାନ ରାଜ୍ୟରେ ପାଖାପାଖି 40,000 କର୍ମଚାରୀ ଅବସର ପରେ ବିଭିନ୍ନ ଅଫିସ, କର୍ପୋରେସେନ, ବିଶ୍ଵବିଦ୍ୟାଳୟ, ବୋର୍ଡ଼, ମୁନିସିପାଲିଟି, ଜିଲ୍ଲା ଅଫିସରେ କାର୍ଯ୍ୟରତ ଅଛନ୍ତି I 'ଅବସର କର୍ମଚାରୀ

ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ? ସୁରେଶ ନା’ ମୁର୍ମୁ?

ଭୁବନେଶ୍ୱର//TATKAL ODISHA// ସ୍ପଷ୍ଟ ବହୁମତ ପାଇସାରିଛି ବିଜେପି I ସରକାର ଗଠନ କରିବ I ପ୍ରଧାନମନ୍ତ୍ରୀ ମୋଦୀଙ୍କ ଘୋଷଣାନୁସାରେ 10ରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ I ତେବେ କିଏ ହେବେ ମୁଖ୍ୟମନ୍ତ୍ରୀ? ସୁରେଶ ପୂଜାରୀ ନା' ଗିରିଶ ମୁର୍ମୁ??   ସରକାର ଗଠନ ପାଇଁ