ମନୋଜ ଆହୁଜା ହେଲେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର//TATKAL ମନୋଜ ଆହୁଜା ହେଲେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ I ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି I TATKAL ODISHA ରିପୋର୍ଟ ପୁଣି ଥରେ ସତ… ଦେଖନ୍ତୁ କଣ ଥିଲା ପୂର୍ବ ରିପୋର୍ଟ… // TATKAL FOCUS // କିଏ ହେବେ ନୂଆ

କିଏ ହେବେ ନୂଆ CS? କାହା ମୁଣ୍ଡରେ ଶିରିପା??

ଭୁବନେଶ୍ବର//TATKAL ODISHA// ଓଡିଶାର ପରବର୍ତ୍ତୀ ନୂଆ ମୁଖ୍ୟ ଶାସନ ସଚିବ କିଏ? ବରିଷ୍ଠ ଆଇଏଏସ ପ୍ରଦୀପ କୁମାର ଜେନାଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ଚଳିତ ମାସ ୩୦ରେ ଶେଷ ହେଉଥିବାରୁ ଏହି ଚର୍ଚ୍ଚା ଜୋର ଧରିଛି। ହେଲେ ତାଙ୍କ ପରେ ଆଉ କିଏ ନୂଆ 'ବାବୁ' ରାଜ୍ୟ

ଶ୍ରୀଲିଙ୍ଗରାଜଙ୍କ 36.370 ଏକର ଜମି ହଡ଼ପ: ହେଉନି ଉଦ୍ଧାର

ଭୁବନେଶ୍ୱର//TATKAL ODISHA// "ଠାକୁର ଖାଇ ଖଟୁଳି ଖାଇଲେ...କାର୍ଯ୍ୟାନୁଷ୍ଠାନ କିଛି ନ କରି ଘୋଟଲାରେ ସାମିଲ ହେଲେ... ଖେତ ଖାଇ ବାଡ଼ ପାର ହେଲା ଭଳି ସ୍ଥିତି ହେଲା ... ରାଜଧାନୀ ଭୁବନେଶ୍ୱରରେ ଜମି କେଳେଙ୍କାରୀର ଚାଞ୍ଚଲ୍ୟକର ଖବର ବିଭିନ୍ନ ଗଣମାଧ୍ୟମରେ କିଛି ଦିନ

ତିନି ଦିନିଆ ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ

ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସହିତ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀମାନଙ୍କୁ ଭେଟିବେ ଓଡ଼ିଶାର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ ଭୁବନେଶ୍ୱର//TATKAL ODISHA// ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ତିନି ଦିନ ପାଇଁ

ଏ ସପ୍ତାହର ରାଶିଫଳ : ଦେଖନ୍ତୁ ଜ୍ୟୋତିର୍ବିଦ୍ୟାବାରିଧି ଶ୍ରୀଦୋଳଗୋବିନ୍ଦ ପଣ୍ଡାଙ୍କ ଗଣନା

ଏ ସପ୍ତାହର ରାଶିଫଳଶ୍ରୀଦୋଳଗୋବିନ୍ଦ ପଣ୍ଡା, ଜ୍ୟୋତିର୍ବିଦ୍ୟାବାରିଧି ମେଷ: ସୋମ ଓ ମଙ୍ଗଳବାର କାର୍ଯ୍ୟସିଦ୍ଧି ହେବ ଓ ମନର ଆଶା ପୂରଣ ହେବ। କାର୍ଯ୍ୟକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିପାରିବେ। ଶିଳ୍ପୋଦ୍ୟୋଗ ଓ ବ୍ୟବସାୟରେ ସଫଳତା ମିଳିବ। ବୁଧ ଓ ଗୁରୁବାର ମନର ଆଶା ପୂରଣ

ଜିତେନ୍ଦ୍ର ପଟ୍ଟନାୟକଙ୍କୁ 2024 ପାଇଁ ‘ଚଲାପଥ ସମ୍ମାନ’

// ଭୁବନେଶ୍ୱର// - ରିପୋର୍ଟ : ବିଭୁ ରଞ୍ଜନ ସାହୁ ବିଶିଷ୍ଟ ଲେଖକ, ଗବେଷକ, ସାମ୍ବାଦିକ ଓ ପ୍ରାମାଣିକ ଚଳଚିତ୍ରର ନିର୍ମାତା ଜିତେନ୍ଦ୍ର ପଟ୍ଟନାୟକଙ୍କୁ 2024 ପାଇଁ ସମ୍ମାନଜନକ 'ଚଲାପଥ ସମ୍ମାନ' ମିଳିଛି I ଓଡ଼ିଆ ସାହିତ୍ୟ ଓ ସଂସ୍କୃତି ସୁରକ୍ଷାର

ମହାପ୍ରଭୁଙ୍କ ସ୍ନାନଯାତ୍ରା

ଶ୍ରୀମନ୍ଦିରରେ ବର୍ଷ ସାରା ଅନେକ ଯାନିଯାତ୍ରା, ପର୍ବ ପର୍ବାଣି ପାଳିତ ହୁଏ | ମୁଖ୍ୟତଃ ବାରଟି ଯାତ୍ରାର ପ୍ରାଧାନ୍ୟ ସମ୍ପର୍କରେ ଏକ ସୁନ୍ଦର ଶ୍ଳୋକ ରହିଛି :- "ମଞ୍ଚ ସ୍ନାନଂ ରଥ ବରଗତିଃ ଶାୟନେ ଚାୟନେ ତ୍ୱେ, ପାର୍ଶ୍ଵ ବୃତ୍ତି8, ଶୟନ ନିବୃତ୍ତି8 ପାବୃତ୍ତ୍ୟେୟୀ8 ପୁଷ୍ୟ

ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା : ଦେଖନ୍ତୁ LIVE ଚିତ୍ର..

ପୁରୀ//TATKAL ODISHA// ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଶ୍ରୀକ୍ଷେତ୍ରରେ ପାଳନ ହେଉଛି ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନଯାତ୍ରା।  ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପାରମ୍ପରିକ ରୀତିରେ ବେଦଧ୍ୱନି ପୂର୍ବକ ୧୦୮ କଳସୀ ଜଳରେ

ଦାୟିତ୍ୱରୁ ମୁକ୍ତ ହେଲେ ଉପଦେଷ୍ଟା

ପୂର୍ବ ସରକାରରେ ବିଭିନ୍ନ ବିଭାଗରେ ନିଯୁକ୍ତ ହୋଇଥିଲେ ଭୁବନେଶ୍ୱର,// TATKAL ODISHA// ପୂର୍ବ ସରକାରଙ୍କ ସମୟରେ ରାଜ୍ୟର ବିଭିନ୍ନ ବିଭାଗରେ ଉପଦେଷ୍ଟା ଭାବେ ଅନେକ ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆ ଯାଇଥିଲା। ସରକାରଙ୍କ କାର୍ଯ୍ୟକ୍ରମ ତଥା କାର୍ଯ୍ୟ ଦକ୍ଷତା

ପୁଣି ଘୋଟଲା ? ବେଞ୍ଚ ମାର୍କ ଠାରୁ କମ ମୂଲ୍ୟରେ କିଣା ଯାଇଛି 4.55 ଏକର ମୂଲ୍ୟବାନ ଜମି??

ବଦଳିଛି ଜମିର କିସମ, ହୋଇଛି ଘରବାଡି! ନିର୍ମାଣ ହୋଇଛି ରାତାରାତି 100 ଫୁଟିଆ ରାସ୍ତା! ଭୁବନେଶ୍ୱର//TATKAL ODISHA// ଓଡ଼ିଆ IAS ବାବୁଙ୍କ ଚନ୍ଦକା ଭଗବତୀପୁର ଜମି କେଳେଙ୍କାରୀ ମାମଲାରେ ଆଉ ଏକ ନୂଆ କଳାକାରନାମା ଫର୍ଦ ଯୋଡ଼ି ହୋଇ ଯାଇଛି I ଭଗବତୀପୁର ଲୋକେ

ପ୍ରତିଦିନ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣିବେ

ଲୋକଙ୍କ ମୁଖ୍ୟମନ୍ତ୍ରୀ, ଲୋକଙ୍କ ସରକାର ଭୁବନେଶ୍ୱର//TATKAL ODISHA//ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରତିଦିନ ଦୁଇ ଘଣ୍ଟା ପାଇଁ ଲୋକଙ୍କ ଅଭିଯୋଗ ଶୁଣିବେ। ଆଜିଠାରୁ ଏହି ଅଭିଯୋଗ ଶୁଣାଣୀ ଆରମ୍ଭ ହେବ। ଭୁବନେଶ୍ବରରେ ଥିବା ବେଳେ ରାଜ୍ୟ ଅତିଥି ଭବନ କାର୍ଯ୍ୟାଳୟରେ

ନିୟମିତ ଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପରାମର୍ଶ

ଭୁବନେଶ୍ୱର//TATKAL ODISHA// ଅନ୍ତର୍ଜାତୀୟ ଯୋଗ ଦିବସରେ କଳିଙ୍ଗ ଷ୍ଟାଡିୟମ୍ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗର ଉପକାରିତା ଉପରେ ଅଭିଭାଷଣ ଦେଇଛନ୍ତି I ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନିୟମିତ ଯୋଗ କଲେ ମନ ଓ ଶରୀର ସୁସ୍ଥ ରହିବ I

ମା’ଙ୍କୁ ନେଇ ଟ୍ୟୁସନ୍ ସାର୍ ପାର : ଥାନାରେ ଏଫୟାର 

ଭୁବନେଶ୍ୱର //TATKAL ODISHA// ମା’ଙ୍କୁ ନେଇ ଟ୍ୟୁସନ୍ ସାର୍ ପାର I ଏନେଇ ସ୍ୱାମୀ ଧଉଳି ଥାନାରେ ଦେଲେ ଏଫୟାର I ଚବିଶ ଘଣ୍ଟା ଧରି ଥାନାଧିକାରୀ ଉଭୟଙ୍କୁ ଖୋଜିବା ପାଇଁ ଜାଲ ବିଛାଇ ଥିଲେ ହେଁ ନୟାନ୍ତ ହୋଇ ଗଲେଣି I  ଏଭଳି ଏକ ଅଭାବନୀୟ ଓ

ସରକାରଙ୍କ ବିକାଶ ଓ କଲ୍ୟାଣ ମୂଳକ କାର୍ଯ୍ୟକ୍ରମକୁ ସଠିକ୍ ଭାବେ ଲୋକଙ୍କ ପାଖରେ ପହଞ୍ଚାନ୍ତୁ : ମୁଖ୍ୟମନ୍ତ୍ରୀ

ସୂଚନା ଓ ଲୋକସମ୍ପର୍କ ବିଭାଗର ବିଭିନ୍ନ କାର୍ଯ୍ୟାବଳୀ ବିଷୟରେ ଅବଗତ ହେଲେ ମୁଖ୍ୟମନ୍ତ୍ରୀ ବୃତ୍ତିଗତ ଦକ୍ଷତା ବୃଦ୍ଧି କରିବାକୁ ପରାମର୍ଶ ଭୁବନେଶ୍ୱର//TATKAL ODISHA// ସରକାରଙ୍କ ବିକାଶ ଓ କଲ୍ୟାଣ ମୂଳକ କାର୍ଯ୍ୟକ୍ରମଗୁଡ଼ିକ ସଠିକ୍ ଭାବେ ଲୋକଙ୍କ ପାଖରେ

ଜୁଲାଇ ୮ରେ ଖୋଲାଯିବ ରତ୍ନଭଣ୍ଡାର

ଭୁବନେଶ୍ୱର//TATKAL ODISHA// ଜୁଲାଇ ୮ରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର I ବୁଧବାର ଶ୍ରୀମନ୍ଦିର ପରିଚାଳନା କମିଟି ଏହି ବଡ଼ ନିଷ୍ପତ୍ତି ନେଇଛି I ନିଷ୍ପତ୍ତି ଅନୁସାରେ କୋର୍‌ କମିଟି, ଟେକ୍ନିକାଲ କମିଟି ଉପସ୍ଥିତିରେ ଖୋଲାଯିବ। ରତ୍ନଭଣ୍ଡାର ବାହାର ପାର୍ଶ୍ବ