ଭି କେ ପାଣ୍ଡିଆନଙ୍କ ନାମରେ ଏତଲା

ଅର୍ଥ ତୋଷରପାତ ଅଭିଯୋଗ କ୍ୟାପିଟାଲରେ FIR କଲେ ଆଇନଜୀବୀ ସୁଧୀର ମହାନ୍ତି ଭୁବନେଶ୍ୱର //TATKAL ODISHA// ଆଇନଜୀବି ସୁଧୀର ଚରଣ ମହାନ୍ତି କ୍ୟାପିଟାଲ ଥାନାରେ ପୂର୍ବତନ ପ୍ରଶାସକ ଭି କେ ପାଣ୍ଡିଆନଙ୍କ ନାମରେ ଏତଲା ଦାୟର କରିଛନ୍ତି I ଅର୍ଥ ତୋଷରପାତ ଓ ଖଣି

ପୁଣି ଚେଙ୍ଗିଲେ ନବୀନ? ଶାନ୍ତିପ୍ରିୟ ରାଜ୍ୟରେ ଏବେ ଅଶାନ୍ତି

ଭୁବନେଶ୍ୱର //TATKAL ODISHA// ଚବିଶ ବର୍ଷର ମୁଖ୍ୟମନ୍ତ୍ରୀତ୍ବ କାଳରେ ବେଶ ଶାନ୍ତ ଓ ସରଳ ସ୍ଵଭାଵ ଥିବା ନବୀନ ପଟ୍ଟନାୟକ କ୍ଷମତାରୁ ଗଲା ପରେ ଏଇ କିଛି ଦିନ ହେଲା ବେଶ ସକ୍ରିୟ ହୋଇଛନ୍ତି I ପ୍ରତିଦିନ ବିଜେପି ସରକାରଙ୍କୁ ବିଭିନ୍ନ ସମ୍ବେଦନଶିଳ ପ୍ରସଙ୍ଗରେ ସିଧାସଳଖ 'ଆଟାକ'

ଚାରି ରାଜପଥ ନିର୍ମାଣ ଖୁବଶୀଘ୍ର, ମୁଖ୍ୟମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର,//TATKAL ODISHA// ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆ ଜାତୀୟ ରାଜପଥ ସମୀକ୍ଷା ବୈଠକରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରିଙ୍କୁ ଭେଟି ଓଡ଼ିଶାରେ ସଡ଼କ ଭିତ୍ତିଭୂମୀ ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ

ଆରପାରିରେ କଂସ ମହାରାଜ

ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ପୂର୍ବତନ କଂସ ମହାରାଜ ଗୋପାଳ ସାହୁଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ ଭୁବନେଶ୍ୱର,//TATKAL ODISHA// ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ପୂର୍ବତନ କଂସ ମହାରାଜ ଗୋପାଳ ସାହୁ ଆଉ ଇହ ଜଗତରେ ନାହାନ୍ତି। ମୃତ୍ୟୁବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା।

ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ପତ୍ର : ସଂଶୋଧନ ହେଉ ଓଡ଼ିଆ ବିଶ୍ଵବିଦ୍ୟାଳୟ ଆଇନ

• ପୂର୍ବ ରାଜ୍ୟ ସରକାର ରାଜନୈତିକ ଉଦ୍ଦେଶ୍ୟ ରଖି ଓଡ଼ିଶା ବିଶ୍ୱବିଦ୍ୟାଳୟ(ସଂଶୋଧନ) ଆଇନ ୨୦୨୦ପ୍ରଣୟନ କରିଥିଲେ, ଯାହା ମୂଳ ଆଇନ ୧୯୮୯ରେ ଅନେକ ବ୍ୟାପକ ପରିବର୍ତ୍ତନ ଆଣିଥିଲା• ବିଶ୍ୱବିଦ୍ୟାଳୟରେ କୁଳପତି ଚୟନ, ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଓ ପଦ୍ଧତି ସମ୍ପର୍କରେ ଆଇନରେ ଥିବା ବ୍ୟବସ୍ଥା

ଜାତୀୟ ପତାକା ଉତ୍ତୋଳନ : ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର, କେଭି ନୂଆପଡ଼ା, ପ୍ରଭାତୀ କଟକ

ଭୁବନେଶ୍ୱର //TATKAL ODISHA// ରାଜ୍ୟରେ କିଏ କେଉଁଠି ଜାତୀୟ ପତାକା ଉତ୍ତୋଳନ ସହ ଅଭିବାଦନ ଗ୍ରହଣ କରିବେ... . ଦେଖନ୍ତୁ ତାଲିକା... ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝୀ -ଭୁବନେଶ୍ୱର କନକବର୍ଦ୍ଧନ ସିଂ ଦେଓ( ଉପ-ମୁଖ୍ୟମନ୍ତ୍ରୀ) – ନୂଆପଡ଼ା ପ୍ରଭାତୀ ପରିଡ଼ା (

ଆଳୁ ସଙ୍କଟ: ମମତା ସହ ପୁଣି କଥା ହେଲେ ମୋହନ

ଓଡ଼ିଶାକୁ ଆଳୁ ଯୋଗାଣ ସ୍ଵାଭାବିକ କରିବାକୁ ଅନୁରୋଧ ପଦକ୍ଷେପ ନେବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ଭୁବନେଶ୍ୱର//TATKAL ODISHA//ଟେଲିଫୋନ ଯୋଗେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁଣି ଆଲେଚନା

ମନୋଜ କୁମାର ମହାପାତ୍ରଙ୍କ ନୂଆ ଗପ -‘ଉଆଁସୀ କନ୍ୟା”

ଅଗଷ୍ଟ ମାସର ଗଳ୍ପ *ଉଆଁସୀ କନ୍ୟା* ***************** ମନୋଜ କୁମାର ମହାପାତ୍ର **************** ଉର୍ମିଳା ଦେବୀ ନିଜ କକ୍ଷରେ ମିରର ଆଗରେ ଠିଆ ହେଇ ନିଜର ଚେହେରାକୁ ଖୁବ ନିଠେଇ ଦେଖୁଥିଲେ l ଦୁଇ ଦୁଇଟା ଗର୍ଭଧାରଣର ମିଠା-ଖଟା ଅନୁଭୂତିର ସ୍ୱାଦ ଚାଖି

ଭିକେ ପାଣ୍ଡିଆନଙ୍କ ହେଲିକପ୍ଟର ବୁଲା ଅପବ୍ୟୟର ହେବ ହିସାବ ନିକାଶ : ମନ୍ତ୍ରୀ

ଭୁବନେଶ୍ୱର//TATKAL ODISHA// ଭିକେ ପାଣ୍ଡିଆନଙ୍କ ହେଲିକପ୍ଟର ବୁଲା ଅପବ୍ୟୟର ହେବ ହିସାବ ନିକାଶ I ' ପ୍ରଥମେ AG audit ହେବା ଦରକାର... Audit ରିପୋର୍ଟ ବିନା ତଦନ୍ତ ହେଲେ ବି ଆଇନ ଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ଅସିଦ୍ଧ' : ବିଶେଷଜ୍ଞ ଆରମ୍ଭ ହୋଇଛି ତଦନ୍ତ।

ମା’ ସରଳା ଦେବୀ : ଗୋଟିଏ ଦିନର ବାଚସ୍ପତି

(ଅଗଷ୍ଟ ୯ରେ ୧୨୧ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି) ଦିନଟି ଥିଲା ୨୪ ମାର୍ଚ୍ଚ ୧୯୩୯ **************** ଗୁରୁକଲ୍ୟାଣ ମହାପାତ୍ର ***************** ଓଡ଼ିଶାର ପ୍ରଥମ ମହିଳା ସ୍ବାଧୀନତା ସଂଗ୍ରାମୀ ସ୍ୱର୍ଗୀୟା ସରଳା ଦେବୀ ପ୍ରଥମ ମହିଳା ଭାବେ ଓଡ଼ିଶା

ରାଜ୍ୟସଭା ଦୌଡ଼ : ମମତାଙ୍କ ସ୍ଥାନରେ ମନମୋହନ? 

ସେପ୍ଟେମ୍ବର 3ରେ ରାଜ୍ୟସଭା ଉପନିର୍ବାଚନ ଭୁବନେଶ୍ୱର//TATKAL ODISHA // ଏକୋଇଶି ମାସ କାର୍ଯ୍ୟକାଳ ବାକି ଥାଇ ନିଜ ରାଜ୍ୟସଭା ପଦରୁ ଇସ୍ତଫା ଦେଇଥିବା ମମତା ମହାନ୍ତଙ୍କ ସ୍ଥାନରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଯିବେ I ଏନେଇ ଦିଲ୍ଲୀ

୨୦୩୬ ସୁଦ୍ଧା ଓଡିଶା ଅର୍ଥନୀତି ହେବ ୫୦୦ ବିଲିଅନ୍ ଡଲାର: ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କ ସହିତ ନୀତି ଆୟୋଗ ସିଇଓଙ୍କ ଆଲୋଚନା ନୀତି ଆୟୋଗ ସହଯୋଗରେ  ବିକଶିତ ଓଡିଶା ପାଇଁ ଭିଜନ ଡକ୍ୟୁମେଣ୍ଟ ୨୦୩୬ ଏବଂ ଭିଜନ ଡକ୍ୟୁମେଣ୍ଟ  ୨୦୪୭ ପ୍ରସ୍ତୁତ କରାଯିବ ୨୦୪୭ ସୁଦ୍ଧା ୧.୫୦ ଟ୍ରିଲିଅନ୍ ଡଲାରରେ ପହଞ୍ଚିବା ଆମର ଲକ୍ଷ୍ୟ- ମୁଖ୍ୟମନ୍ତ୍ରୀ ମୁଖ୍ୟଶାସନ

ଆଉ 5 OAS ବଦଳିଲେ

ଭୁବନେଶ୍ୱର//TATKAL ODISHA// ବରିଷ୍ଠ ଓଡିଶା ପ୍ରଶାସନିକ ଅଧିକାରୀ (OAS) ସ୍ତରରେ ଅଦଳ ବଦଳ ହୋଇଛି I ଆଉ 5 ଓଏଏସ ବଦଳିଛନ୍ତି I ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି I ଦେଖନ୍ତୁ.. ତାଲିକା…

ବରିଷ୍ଠ OAS ସ୍ତରରେ ବଡ଼ ଧରଣର ଅଦଳ ବଦଳ

ଭୁବନେଶ୍ୱର//TATKAL ODISHA// ବରିଷ୍ଠ ଓଡିଶା ପ୍ରଶାସନିକ ଅଧିକାରୀ (OAS) ସ୍ତରରେ ଅଦଳ ବଦଳ ହୋଇଛି I ଏକାଥରେ 28 ଓଏଏସ ବଦଳିଛନ୍ତି I ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି I ଦେଖନ୍ତୁ.. ତାଲିକା...

ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା

ଶ୍ରୀମନ୍ଦିର ପରମ୍ପରାରେ ବାର ମାସରେ ତେର ପର୍ବ ପାଳିତ ହୁଏ | ଲୀଳାମୟ ନୀଳାଦ୍ରୀଶଙ୍କ ସ୍ୱୟଂ ନିର୍ଦେଶ କ୍ରମେ ଏ ସମସ୍ତ ପର୍ବ ଓ ଯାତ୍ରା ଅନୁଷ୍ଠିତ ହୁଏ | ଶ୍ରୀମନ୍ଦିରରେ ପାଳିତ ହେଉଥିବା ଦ୍ୱାଦଶ ଯାତ୍ରା ସବୁ ହେଲା ସ୍ନାନ ଯାତ୍ରା, ରଥ ଯାତ୍ରା, ଶୟନ ଯାତ୍ରା, ଦକ୍ଷିଣାୟନ ଯାତ୍ରା,