ଓଡ଼ିଆ ଭାଷାକୁ ଶାସନର ଭାଷା କରିବାକୁ ଚାହିଁଥିଲେ ଋଷିପ୍ରତିମ ନବକୃଷ୍ଣ

ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଆଜି ଜନ୍ମଦିନ | କୁହାଯାଏ କ୍ଷମତା ମଣିଷକୁ କଳଙ୍କିତ କରେ I ମାତ୍ର ନବକୃଷ୍ଣଙ୍କ ଜୀବନକୁ ଲକ୍ଷ୍ୟ କଲେ ଏହା ପ୍ରମାଣିତ ହୁଏ I ସେ ଥିଲେ ସରଳ, ନିରହଂକାରି ମଣିଷ | କୃଷି ଓ କୃଷକର ଉନ୍ନତି ପାଇଁ ସେ ଜମିଦାର ପ୍ରଥା ଉଚ୍ଛେଦ କରିଥିଲେ

ମାର୍ଗଶିର ମାସ କୃଷ୍ଣପକ୍ଷ ଅଷ୍ଟମୀ, ଏଣ୍ଡୁରି ପିଠା

//ପ୍ରଥମାଷ୍ଟମୀ// ମାର୍ଗଶିର ମାସ କୃଷ୍ଣପକ୍ଷ ଅଷ୍ଟମୀକୁ ପ୍ରଥମାଷ୍ଟମୀ କୁହାଯାଏ | ଏହା ଓଡ଼ିଆମାନଙ୍କର ଅନ୍ୟତମ କୃଷିଭିତ୍ତିକ ପ୍ରମୁଖ ପର୍ବ | ଏହି ପର୍ବରେ ମା'ଷଠୀ ଦେବୀଙ୍କୁ ପୂଜା କରାଯାଇ ଘରର ବଡ ପୁଅ ଵା ଝିଅ ର ସୁଖ, ସମୃଦ୍ଧି ଆୟୁଷ କାମନା କରାଯାଏ, ଵା ସେମାନଙ୍କୁ ପୋଢ଼ୁଁଆ କରାଯାଏ

ବରିଷ୍ଠ କର୍ମଚାରୀ ପଦୋନ୍ନତିରୁ ବଂଚିତ, ରାଜ୍ୟ ସରକାର ଗଣିବେ ଦୁଇ ଲକ୍ଷ ଟଙ୍କାର ତଣ୍ଡ

ଓଡ଼ିଶା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଭୁବନେଶ୍ୱର//TATKAL ODISHA// ବରିଷ୍ଠ କର୍ମଚାରୀଙ୍କୁ ପଦୋନ୍ନତିରୁ ବଂଚିତ କରିବାରୁ ରାଜ୍ୟ ସରକାରଙ୍କୁ ଦୁଇ ଲକ୍ଷ ଟଙ୍କାର ତଣ୍ଡ ହେବାକୁ ହେବ I ଓଡ଼ିଶା ହାଇକୋର୍ଟ ଏହି ନିର୍ଦେଶ ଦେଇଛନ୍ତି I ଓଡିଶା ଉଚ୍ଚ ନ୍ୟାୟାଳୟ ଗତ ୮

ମନୋଜ କୁମାର ମହାପାତ୍ରଙ୍କ ନୂଆ ଗପ -‘ଚଇତି ଘୋଡ଼ା’

ଗଳ୍ପ//ଚଇତି ଘୋଡା// ++++++++++++++ ମନୋଜ କୁମାର ମହାପାତ୍ର +++++++++++++++ ଘର ଠାରୁ ଡାକେ ଦୂରରେ ଥିବା ଶାଗ କିଆରୀରୁ ବିଡ଼ାଏ ଶାଗ ଉପାଡୁ ଥିବାବେଳେ ଯେମିତି କ୍ଷୀପ୍ର ପାହୁଣ୍ଡ ପକାଇ ଏକା ନିଃଶ୍ୱାସେ ଦୌଡ଼ିବା ଆରମ୍ଭ କରେ ମା'ଟିଏ ନିଜର କଅଁଳା ଶିଶୁର ରାହା

ଆରପାରିରେ ସମୀର ଦେ,ଶେଷ କୃତ୍ୟ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଅନୁଷ୍ଠିତ

ଦେ' ଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ଭୁବନେଶ୍ୱର//TATKAL ODISHA// ଆଉ ଇହ ଜଗତରେ ନାହାନ୍ତି ପୂର୍ବତନ ମନ୍ତ୍ରୀ ସମୀର ଦେ I ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ I କାର୍ତ୍ତିକ ପୁର୍ଣିମା ସାପ୍ତାହରେ ସେ ସଂସାରର ସବୁ ମୋହ ମାୟା ତୁଟାଇ ପରଲୋକ ଗମନ କରିଛନ୍ତି I

ହରଡ଼ ଘଣାରେ ଅଭିନେତା ମନୋଜ ମିଶ୍ର: ତାଙ୍କ ବିରୋଧରେ ବାଲେଶ୍ଵର ଟାଉନ ଥାନାରେ ଏତଲା

ବାଲେଶ୍ଵର,ଭୁବନେଶ୍ୱର,//TATKAL ODISHA//EXCLUSIVE //ଅଭିନେତାରୁ ରାତାରାତି ନେତା ହୋଇଯାଇଥିବା ମନୋଜ ମିଶ୍ର ଏବେ ହରଡ଼ ଘଣାରେ ପଡିଛନ୍ତି I ଗୋଟିଏ ପରେ ଗୋଟିଏ ଏତଲା ତାଙ୍କ ବିରୋଧରେ ଦାୟର ହୋଇଛି I ଫକୀର ମୋହନଙ୍କ ସାହିତ୍ୟ ସର୍ଜନା ଉପରେ ବିବାଦୀୟ ମନ୍ତବ୍ୟ ପ୍ରଦାନ କରି

ପଢ଼ନ୍ତୁ ନୂଆ ଗପ -ସନ୍ୟାସୀର ସ୍ତ୍ରୀ

//ସନ୍ତୋଷ କୁମାର ସେଠୀ // +++++++++++++++ ସନ୍ୟାସୀର ସ୍ତ୍ରୀ ନୂଆ ଯାଗାକୁ ବଦଳି ହୋଇ ଆସିବାର ପ୍ରାୟ ୪ ମାସ ପରେ ଝିଅର ସ୍କୁଲ ପରୀକ୍ଷା ଶେଷ ହେବା ରୁ ପତ୍ନୀ ଓ ଝିଅ ଆସି ପହଞ୍ଚିଲେ କ୍ୱାଟରରେ। ତାଙ୍କୁ ସ୍ୱାଗତ କରିନେଲା ସନ୍ୟାସୀ,ମୋ ଅର୍ଡଲୀ। ଭଲ ଲୋକ ଟିଏ। ବୟସ ୫୪/୫୫

ଶ୍ରୀମୟ କର, ପ୍ରମିଳା ସ୍ୱାଇଁଙ୍କୁ ହରିଶ୍ଚନ୍ଦ୍ର ବକ୍ସିପାତ୍ର ସମ୍ମାନ

ଭୁବନେଶ୍ୱର,//TATKAL ODISHA//ବରିଷ୍ଠ ସାମ୍ବାଦିକ ଶ୍ରୀମୟ କରଙ୍କୁ ସାମ୍ବାଦିକତା ପାଇଁ ଓ ସମାଜେସବୀ ପ୍ରମିଳା ସ୍ୱାଇଁଙ୍କୁ ସମାଜସେବା କ୍ଷେତ୍ରରେ ଉତ୍କର୍ଷତା ପାଇଁ ହରିଶ୍ଚନ୍ଦ୍ର ବକ୍ସିପାତ୍ର ସମ୍ମାନର ସମ୍ମାନୀତ କରାଯିବ। ଆସନ୍ତା ୧୭ ରବିବାର ସନ୍ଧ୍ୟା ୬ଟାରେ ଜୟଦେବ ଭବନ

ବାଲିଯାତ୍ରା ଉପରେ ହୃଦୟକୁ ଛୁଇଁଲା ଭଳି ନୂଆ ଗୀତ-ଯା’ରେ ଡଙ୍ଗା ଯା..

ସତ୍ୟବ୍ରତ ସାହୁଙ୍କ କଣ୍ଠରେ ଶୁଣନ୍ତୁ ଭିନ୍ନ ସ୍ୱାଦର ଗୀତ ଭୁବନେଶ୍ୱର //TATKAL ODISHA//MUSIC // ନା କାର୍ତ୍ତିକ ସମୋ ମାସୋ ନ କୃତେନ ସମଂ ଯୁଗମ୍ବ ନ ବେଦ ସଦୃଶଂ ଶାସ୍ତ୍ରଂ ନ ତୀର୍ଥଂ ଗଙ୍ଗାୟା ସମମ୍ "II କାର୍ତ୍ତିକ ପରି ମାସ ନାହିଁ, ସତ୍ୟଯୁଗ ପରି

କାର୍ତ୍ତିକ ପୂର୍ଣ୍ଣିମାର ବିଶେଷତ୍ୱ

********** ଶ୍ରୀକାନ୍ତ ଦାଶ ++++++++ ଭାରତୀୟ ଉପମହାଦେଶରେ ଉତ୍କଳର ସ୍ୱତନ୍ତ୍ରତା ଅବିସମ୍ବାଦିତ |କପିଳସଂହିତାରେ ଗଜପତି କପିଳେନ୍ଦ୍ର ଦେବ ଲେଖିଛନ୍ତି, "ବର୍ଷାଣା°ଭାରତଃ ଶ୍ରେଷ୍ଠ8,ଦେଶାନା°ଉତ୍କଳ8 ଶୃତଃ,ଉତ୍କଳସ୍ୟ ସମୋ ଦେଶୋଦେଶୋ ନାସ୍ତି ମହିତଳେ |"ଏଭଳି ଏକ ରାଜ୍ୟ

ମରିବାକୁ ଚାହେଁ ମୁହିଁ ସୁନ୍ଦର ଭୁବନେ,ବଞ୍ଚିବାକୁ ଚାହେଁ ମୁହିଁ ଶିଶୁଙ୍କ ଗହଣେ

ଶିଶୁଦିବସ-ପଣ୍ଡିତ ନେହରୁଙ୍କୁ ମନେ ପକେଇବାର ଦିନଟିଏ ନଭେମ୍ବର 14, ପ୍ରତି ଭାରତୀୟଙ୍କ ପାଇଁ ଏକ ସ୍ମରଣୀୟ ଦିବସ |ଏହା ହେଉଛି ଆମର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କର ଜନ୍ମଦିନ |ନୂତନ ଭାରତର ଦିଗନ୍ତ ବିସ୍ତାରୀ ରାଜନୈତିକ ଆକାଶକୁ ଯେଉଁ କେତେଜଣ ଉଜ୍ଜଳତମ

12 ଶହ ମିଟର ଯାଏ ସମ୍ପ୍ରସାରଣ ହେବ ରଙ୍ଗେଈଲୁଣ୍ଡା ଏୟାର ଷ୍ଟିପ

ମନ୍ତ୍ରୀ ବିଭୁତି ଜେନାଙ୍କ କଲେ ସମୀକ୍ଷା ସ୍ଥିତି ପରଖିଲେ ବିଶେଷଜ୍ଞ କମିଟି ବ୍ରହ୍ମପୁର, ଭୁବନେଶ୍ୱର//TATKAL ODISHA// ପ୍ରତୀକ୍ଷାର ଅନ୍ତ ଘଟିଛି I ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନିକଟସ୍ଥ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ ହେବ ସମ୍ପ୍ରସାରଣ I ଏନେଇ ନିର୍ମାଣ କାମ

ଦୁବାଇରେ ମୋଦୀ @୨୦ ଆନ୍ତର୍ଜାତୀୟ ଚିତ୍ରକଳା ପ୍ରଦର୍ଶନୀ

ଦୁବାଇ, ଭୁବନେଶ୍ୱର,//TATKAL ODISHA//: ପୂର୍ବ ଭାରତର ଅଗ୍ରଣୀ କଳା ଅନୁଷ୍ଠାନ ସୁଭଦ୍ରା ଆର୍ଟ ଗ୍ୟାଲେରୀ, ଭୁବନେଶ୍ୱର, ଦୁବାଇ ଓଡ଼ିଆ ସମାଜ ଏବଂ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଆଜି ଦୁବାଇ ଇଣ୍ଟରନ୍ୟାସନାଲ ଆର୍ଟ ସେଣ୍ଟର ଠାରେ ମୋଦି@୨୦ ଆନ୍ତର୍ଜାତୀୟ

ରାଜଧାନୀରେ ଅଦିନିଆ ‘ଘନ କୁହୁଡି଼’: ଲୋକେ ଅସ୍ତବ୍ୟସ୍ତ

ଦୃଶ୍ୟମାନ କ୍ଷମତା ୫୦ ମିଟର ଭୁବନେଶ୍ୱର// TATKAL ODISHA// ଶିତର ଦେଖା ନାହିଁ ଅଥଚ ଅଦିନିଆ ଘନ କୁହୁଡି଼ I ଏଥିଯୋଗୁଁ ରାଜଧାନୀ ଭୁବନେଶ୍ୱରରେ ରାସ୍ତାଘାଟ କିଛି ଦେଖାଯାଉନି। ଦୃଶ୍ୟମାନ କ୍ଷମତା ୫୦ ମିଟର ମଧ୍ୟରେ ରହିଛି I ଫଳରେ ଲୋକେ କଲବଲ ହେଉଛନ୍ତି I

ମାଡ଼ି ଆସୁଛି ‘ଲଘୁଚାପ’

ଭୁବନେଶ୍ୱର//TATKAL ODISHA// ପୁଣି ଏକ ଲଘୁଚାପ ମାଡ଼ି ଆସୁଛି I ବଙ୍ଗୋପସାଗରରେ  ସୃଷ୍ଟ ଏହି ଲଘୁଚାପ ଏବେ ଘୁର୍ଣ୍ଣିବଳୟ ସ୍ଥିତିରେ ରହିଛି I ତାହା ଅଧିକ ଘନୀଭୂତ ହେଲେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବୋହିବ I     ଭାରତୀୟ ପାଣିପାଗ ବିଭାଗ(ଆଇଏମଡି)ର  କହିଛି ଯେ, ନଭେମ୍ବର