ସଟଡାଉନ ସତ୍ବେ ଥମୁନି :ଦିନକରେ ସଂକ୍ରମଣ 6599
ଭୁବନେଶ୍ୱର //ତତ୍କାଳ ଓଡିଶା//
ଶନିବାର ଓ ରବିବାର ଥିଲା ସଟଡାଉନ I ପୂର୍ବ ଦିନ ଅପେକ୍ଷା ଏହି ଦୁଇ ଦିନ କରୋନା ସଂକ୍ରମଣ କମିବା କଥା I ହେଲେ ତାହା ହେଲାନି I କରୋନା ସଂକ୍ରମଣ ଦିନକରେ 6599 ହୋଇଛି I
ଏଥିରୁ କ୍ୱାରେଣ୍ଟିନରୁ 3827 ଓ ଲୋକାଲ କେସ୍ 2772 । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 958 ନୂଆପଡାରୁ551,କଟକରୁ 488, ଝାରସୁଗୁଡାରୁ 436, ଓ ସୁନ୍ଦରଗଡ଼ି ଜିଲ୍ଲାରୁ 434 ଚିହ୍ନଟ ହୋଇଛନ୍ତି ପଜିଟିଭ ।
DISTRICT WISE POSITIVE CASES 25-04-2021
- Angul: 187
- Balasore: 137
- Bargarh: 203
- Bhadrak: 87
- Balangir: 98
- Boudh: 70
- Cuttack: 488
- Deogarh: 38
- Dhenkanal: 20
- Gajapati: 81
- Ganjam: 323
- Jagatsinghpur: 93
- Jajpur: 237
- Jharsuguda: 436
- Kalahandi: 518
- Kandhamal: 35
- Kendrapada: 38
- Keonjhar: 166
- Khurda: 958
- Koraput: 69
- Malkangiri: 22
- Mayurbhanj: 180
- Nawarangpur: 221
- Nayagarh: 91
- Nuapada: 551
- Puri: 145
- Rayagada: 117
- Sambalpur: 226
- Sonepur: 129
- Sundargarh: 434
- State Pool: 201
Total: 6599
Comments are closed.