ବିଶିଷ୍ଟ ଚଳଚିତ୍ର ସମ୍ପାଦକ ରବି ପଟ୍ଟନାୟକ ଆରପାରିରେ

0

କଟକ, ଭୁବନେଶ୍ୱର//ତତ୍କାଳ ଓଡିଶା //

ବଲିଓଡ଼ ଓ ଓଲିଓଡ଼ର ବିଶିଷ୍ଟ ଚଳଚିତ୍ର ସମ୍ପାଦକ ରବି ପଟ୍ଟନାୟକ ଆଉ ଇହ ଜଗତରେ ନାହାନ୍ତି I 73 ବର୍ଷ ବୟସରେ କଟକଠାରେ ତାଙ୍କର ଦେହାନ୍ତ ହୋଇଛି ।

ଓଡ଼ିଆ ଚଳଚିତ୍ରତ୍କୁ ଅସାମାନ୍ୟ ଅବଦାନ ସ୍ୱରୂପ 2017ରେ ରାଜ୍ୟ ସରକାରଙ୍କ ସର୍ବୋଚ୍ଚ ଚଳଚିତ୍ର ସମ୍ମାନ ଜୟଦେବ ପୁରସ୍କାର ପ୍ରାପ୍ତ। ସମ୍ପାଦିତ ଉଲ୍ଲେଖନୀୟ ଚଳଚିତ୍ର: ଅଭିମାନ, ଦଣ୍ଡାବାଳୁଙ୍ଗା,ଆରତୀ, ସବୁ ମାୟାରେ ବାୟା,ବଧୂ ନିରୂପମା, ସ୍କୁଲ ମାଷ୍ଟର, କନ୍ୟାଦାନ, ଚିନି, ତ୍ରିସନ୍ଧ୍ୟା, ମଝି ପାହାଚ , ଅନ୍ଧ ଦିଗନ୍ତ।

Leave A Reply

Your email address will not be published.