ଆଉ ଜଣେ ଓଡ଼ିଆ ବି ପହଲଗାମ ଆକ୍ରମଣରେ ପ୍ରାଣ ହରାଇଛନ୍ତି
- ଶ୍ରୀନଗର //TATKAL ODISHA//
ପହଲଗାମ ଲୋମହର୍ଷଣକାରି ଆତଙ୍କୀ ଆକ୍ରମଣରେ କେବଳ ରେମୁଣାର ପ୍ରଶାନ୍ତ ଶତପଥୀ ନୁହେଁ, ଆଉ ଜଣେ ଓଡ଼ିଆ ବି ପ୍ରାଣ ହରାଇଛନ୍ତି ।
ତାଙ୍କ ନାଁ ହେଉଛି ଦିନେଶ ଆଗ୍ରୱାଲ I ଘର ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଲାଠୋର ଗାଁରେ I
ପ୍ରୟାଗ ଚାନ୍ଦ ଅଗ୍ରୱାଲଙ୍କ ସାନପୁଅ ହେଉଛନ୍ତି ଦିନେଶ ଅଗ୍ରୱାଲ I ତାଙ୍କ ମୃତ୍ୟୁ ଖବର ବଡ଼ ଦୁଃଖ ଦେଇଛି।
ଦିନେଶ ଛତିଶଗଡ ରାୟପୁରରେ ରହୁଥିବାରୁ ତାଙ୍କ ପାର୍ଥିବ ଶରୀର ରାୟପୁର ପହଞ୍ଚିଛି।
- ଦେଖନ୍ତୁ TATKAL ODISHAର ପୂର୍ଵ ରିପୋର୍ଟ…
// BIG BREAKING //
ସିନ୍ଧୁ ନଦୀ ଚୁକ୍ତି ବାତିଲ, ୱାଘା ସୀମା ବନ୍ଦ