ମିଳିଲା ନ୍ୟାୟ, ଦେବ ପ୍ରାସାଦ ଦାଶ I&PR ନୂଆ ନିର୍ଦେଶକ
ଭୁବନେଶ୍ୱର//TATKAL ODISHA//
ଦୀର୍ଘ ପ୍ରାୟ ସାତ ବର୍ଷ ସଂଘାତ ଓ ସଂଘର୍ଷ ପରେ ନ୍ୟାୟ ପାଇଛନ୍ତି ବରିଷ୍ଠ ଓଡ଼ିଶା ପ୍ରଶାସନିକ ଅଧିକାରୀ (ଓଏଏସ ) ଦେବ ପ୍ରାସାଦ ଦାଶ I
ସେ ସ୍ୱତନ୍ତ୍ର ସଚିବ ପାହ୍ୟାକୁ ପଦୋନ୍ନତି ସହ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନୂଆ ନିର୍ଦେଶକ ହୋଇଛନ୍ତି I
ହେଲେ ସଂସ୍କୃତି ବିଭାଗର ନିଜ ଦାୟିତ୍ୱ ସହ ଏଠାରେ ଅତିରିକ୍ତ ଦାୟିତ୍ୱ ତୁଲାଇବେ I
ମଙ୍ଗଳବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି I
