ନୂଆ ସୂଚନା କମିଶନର ହେଲେ ମନୋଜ କୁମାର ପରିଡା
ଭୁବନେଶ୍ଵର//TATKAL ODISHA//
ସବୁ କଳ୍ପନା ଜଳ୍ପନାର ଘଟିଛି ଅବସାନ I ନୂଆ ସୂଚନା କମିଶନର ହୋଇଛନ୍ତି ଅବସର ପ୍ରାପ୍ତ ଆଇଏଏସ ଅଧିକାରୀ ମନୋଜ କୁମାର ପରିଡ଼ା ।
ତିନି ସୂଚନା କମିଶନ ସଦସ୍ୟ
- ପ୍ରାଣବିନ୍ଦୁ ଆଚାର୍ଯ୍ୟ, ଅବସରପ୍ରାପ୍ତ ଆଇପିଏସ
- କଳ୍ପନା ପଟ୍ଟନାୟକ,ହାଇକୋର୍ଟର ବରିଷ୍ଠ ଆଇନଜୀବୀ
- ପବିତ୍ର ମଣ୍ଡଳ,ଅବସରପ୍ରାପ୍ତ ଆଇଏଏସ୍