ତିନି ଲକ୍ଷ କୋଟି ଟପିପାରେ ରାଜ୍ୟ ବଜେଟ

0
  • ଆଉ କିଛି ନୂଆ ଯୋଜନା ଘୋଷଣା ହେବ

ଭୁବନେଶ୍ୱର//TATKAL ODISHA//

ଆଉ କିଛି ଘଣ୍ଟା ପରେ ଅର୍ଥମନ୍ତ୍ରୀ ଦାୟୀତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ଣ୍ଣାଙ୍ଗ ବଜେଟ ବିଧାନସଭାରେ ଉପସ୍ଥାପନା କରିବେ I

ବଜେଟ ପରିମାଣ ୩ ଲକ୍ଷ କୋଟି ଟପିବାର ସମ୍ଭାବନା ରହିଛି।

ତେବେ ବଜେଟରେ ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ, କୃଷି, ସାମଜିକ ସୁରକ୍ଷା ସହ ଭିତ୍ତିଭୂମିକୁ ଅଧିକ ଗୁରୁତ୍ୱ ଦେଇଥିବା ଜଣାପଡ଼ିଛି ।

“ଅନେକ ନୂଆ ଯୋଜନା ଘୋଷଣା ହେଉଥିବା ଜଣାପଡ଼ିଛି”..

ଅର୍ଥନୈତିକ ସର୍ଭେ ରିପୋର୍ଟରେ ଦୃତ ଅଭିବୃଦ୍ଧି ନେଇ ଆକଳନ ପରେ, ରାଜ୍ୟ ବଜେଟର ପରିମାଣ ବଢ଼ିବ ବୋଲି ଅନୁମାନ କରାଯାଉଛି।

Leave A Reply

Your email address will not be published.