ବାତ୍ୟା ‘ଦାନା’ : ଭିତରକନିକା-ଧାମରା ମଧ୍ୟରେ ‘ଲ୍ୟାଣ୍ଡଫଲ୍’

0

ନୂଆଦିଲ୍ଲୀ, ଭୁବନେଶ୍ୱର//TATKAL ODISHA//

ମାଡ଼ି ଆସୁଛି ବାତ୍ୟା ‘ଦାନା’ I ଏହି ସାମୁଦ୍ରିକ ଝଡ଼ ଭିତରକନିକା-ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ।

“ଧାମରାରେ ମାଡ ହେବା ନେଇ ସୂଚନା ପରେ ହାଇ ଆଲର୍ଟ”

ବଙ୍ଗୋପସାଗରରେ ଗଭୀର ଅବପାତ ବାତ୍ୟା ରୂପ ନେବା ପରେ ଏହା ଏବେ ୧୫ କିଲୋମିଟର ବେଗରେ ଉତ୍ତର- ପଶ୍ଚିମ ଦିଗରେ ଆଗକୁ ବଢୁଛି”

  • ଭାରତୀୟ ପାଣିପାଗ ବିଭାଗ ରିପୋର୍ଟ…

ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ । 

ସେ କହିଛନ୍ତି ଯେ, ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ଦାନା’। ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୦୦ରୁ ୧୧୦ କିଲୋମିଟର ରହିବ। ଏହି ସମୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ I

ପବନ ଯୋଗୁଁ ବ୍ୟାପକ କ୍ଷତି ହେବାର ସମ୍ଭାବନା ରହିଛି I

“ପାରାଦୀପ ରାଡାରରୁ ମିଳିଥିବା ତଥ୍ୟ ଅନୁଯାୟୀ ଭଦ୍ରକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ଅଞ୍ଚଳରେ ବାତ୍ୟାର ବାହ୍ୟ ବଳୟ ସ୍ପର୍ଶ କରିଛି”

ଦେଖନ୍ତୁ ପୂର୍ବ ରିପୋର୍ଟ…

// CYCLONE BREAKING//

ବାତ୍ୟା ‘ଦାନା ଦଦାରଖ ‘: ନଅ ମନ୍ତ୍ରୀ ଗଲେ ନଅ ଜିଲ୍ଲା

Leave A Reply

Your email address will not be published.