ବାତ୍ୟା ‘ଦାନା’ : ନଅ ମନ୍ତ୍ରୀଙ୍କୁ ନଅ ଜିଲ୍ଲା ତଦାରଖ ଦାୟିତ୍ୱ

0

ଭୁବନେଶ୍ୱର// TATKAL ODISHA//

ବାତ୍ୟା ‘ଦାନା’ ତଦାରଖ ପାଇଁ ନଅ ମନ୍ତ୍ରୀଙ୍କୁ ନଅ ଜିଲ୍ଲା ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ I

ଦେଖନ୍ତୁ କେଉଁ ଜିଲ୍ଲା କାହାକୁ?

  • -ଜଗସିଂହପୁର: ସମ୍ପଦ ସ୍ୱାଇଁ,ଶିଳ୍ପ ମନ୍ତ୍ରୀ
  • -ବାଲେଶ୍ୱର- ରବି ନାୟକ, ପଞ୍ଚାୟତିରାଜ ମନ୍ତ୍ରୀ
  • -ଭଦ୍ରକ: ସୁରଜ ସୂର୍ଯ୍ୟବଂଶୀ, କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରୀ
  • – ମୟୂରଭଞ୍ଜ: ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର, ଗୃହ ଓ ନଗର ଉନ୍ନୟନ ବିଭାଗ
  • -ପୁରୀ: ପ୍ରଭାତି ପରିଡା, ଉପମୁଖ୍ୟମନ୍ତ୍ରୀ
  • -କେନ୍ଦ୍ରାପଡା: କେ ଭି ସିଂହଦେଓ,ଉପମୁଖ୍ୟମନ୍ତ୍ରୀ
  • -ଗଞ୍ଜାମ: ବି ବି ଜେନା,ବାଣିଜ୍ୟ ଓ ପରିବହନ ମନ୍ତ୍ରୀ
  • – କେନ୍ଦୁଝର : କୃଷ୍ଣଚନ୍ଦ୍ର ପାତ୍ର, ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ
  • କଟକ: ପୃଥ୍ୱୀରାଜ ହରିଚନ୍ଦନ, ଆଇନ, ନିର୍ମାଣ ମନ୍ତ୍ରୀ

Leave A Reply

Your email address will not be published.