ଅସହ୍ୟ ଗୁଳୁଗୁଳି, ଅଚେତ ହବିଷ୍ୟାଳୀ

0

ଭୁବନେଶ୍ୱର//TATKAL ODISHA//

ଅସହ୍ୟ ଗୁଳୁଗୁଳି ଓ ଗରମ ଯୋଗୁ ପୁରୀରେ ସ୍ଥିତି ଅସମ୍ଭାଳ ହୋଇଛି I ଅଧିକାଂଶ ହବିଷ୍ୟାଳୀ ବ୍ରତଧାରୀ ଅସୁସ୍ଥ ହୋଇ ପଡିଛନ୍ତି।

କାର୍ତ୍ତିକ ବ୍ରତ କରିବାକୁ ଆସି ଏଭଳି ହନ୍ତସନ୍ତ ହୋଇଛନ୍ତି ।

ମିଳିଥିବା ସୂଚନାନୁସାରେ କେନ୍ଦ୍ର ବୃନ୍ଦାବତୀ ନିବାସ ନିକଟରେ ଜଣେ ହବିଷ୍ୟାଳି ଆଚେତ ହୋଇପଡିଛନ୍ତି।

ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲରେ ଭର୍ତ୍ତ କରାଯାଇଛି I ଡାକ୍ତରମାନେ ଚିକିତ୍ସା କରୁଛନ୍ତି I

ତେଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ତୁରନ୍ତ ଜରୁରୀ ବ୍ୟବସ୍ଥା କରିବା ଦରକାର ବୋଲି ଦାବି ହୋଇଛି I

Leave A Reply

Your email address will not be published.