ମରାଠି, ବେଙ୍ଗଲି, ପାଲି, ପ୍ରାକୃତି, ଅହମିଆ ଭାଷାକୁ ମିଳିଲା ଶାସ୍ତ୍ରୀୟ ମାନ୍ୟତା

0
  • କେନ୍ଦ୍ର କ୍ୟାବିନେଟରେ ମୋହର
  • ଶାସ୍ତ୍ରୀୟ ଭାଷା ସଂଖ୍ୟା ହେଲା 11

ନୂଆଦିଲ୍ଲୀ//TATKAL ODISHA//

ମରାଠି, ବେଙ୍ଗଲି, ପାଲି, ପ୍ରାକୃତି, ଅହମିଆ ଭାଷାକୁ ମିଳିଲା ଶାସ୍ତ୍ରୀୟ ମାନ୍ୟତା I  ଏନେଇ କେନ୍ଦ୍ର କ୍ୟାବିନେଟ ମୋହର ବାଜିଛି । 

    ଗୁରୁବାର କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁବାର ଗଣମାଧ୍ୟମକୁ ଏହି ଦେଇଛନ୍ତି। ସେ କହିଛନ୍ତି ଯେ,   ପୂର୍ବରୁ ଓଡ଼ିଆ,ତାମିଲ, ସଂସ୍କୃତ, ତେଲୁଗୁ, କନ୍ନଡ, ମାଲାୟାଲମ୍ ଭାଷାକୁ ଏହି ଶାସ୍ତ୍ରୀୟ ମାନ୍ୟତା ମିଳିଥିଲା I ଫଳରେ ମୋଟ ଶାସ୍ତ୍ରୀୟ  ଭାଷା ସଂଖ୍ୟା ଏଗାରକୁ ବୃଦ୍ଧି ପାଇଛି I 

   ଉଲ୍ଲେଖନୀୟ ଯେ, ୨୦ ଫେବୃଆରୀ ୨୦୧୪ରେ କେନ୍ଦ୍ର ସରକାର ଓଡ଼ିଆ ଭାଷାକୁ ଶାସ୍ତ୍ରୀୟତା ମାନ୍ୟତା ଦେଇଥିଲେ I 

Leave A Reply

Your email address will not be published.