ନୁଆଁଖାଇ ପର୍ବରେ ଶୁଣନ୍ତୁ ସମ୍ବଲପୁରୀ ଢାପ- ‘ନୁଆଁଖାଇ ଜୁହାର’
- ସମ୍ବଲପୁର, ବଲାଙ୍ଗୀର //TATKAL ODISHA//
ପଶ୍ଚିମ ଓଡ଼ିଶାର ଗଣପର୍ବ ନୁଆଁଖାଇ ପାରମ୍ପରିକ ଓ ଖୁବ ଧୁମଧାମରେ ପାଳନ ହେଉଛି I
ଧାନ ଅମଳର ଖୁସିରେ ଏହି ପର୍ବ କାହିଁ କେଉଁ ଦିନରୁ ପାଳନ ହେଉଛି I
ଭାଦ୍ରବ ମାସର ଶୁକ୍ଳ ପଞ୍ଚମୀ ତିଥିରେ ଅର୍ଥାତ ଗଣେଶ ଚତୁର୍ଥୀର ପରଦିନ ପାଳିତ ହେବାର ଵିଧି ରହିଛି ।
ପ୍ରତି ଗ୍ରାମର ପରିବାରମାନେ ନିଜ ନିଜ ଘରେ ଅକାଣ୍ଡିଆ ଚାଉଳର କ୍ଷୀରି ରାନ୍ଧିବା ସହ ସାମୁହିକ ସେବନ କରୁଛନ୍ତି। ଏହି କ୍ଷୀରିକୁ “ନବାନ୍ନ” ବା “ନବାର୍ଣ୍ଣ” କୁହାଯାଉଛି ।
ଏହି ଅବସରରେ ନୁଆ ସମ୍ବଲପୁରୀ ଢାପ ‘ନୁଆଁଖାଇ ଜୁହାର’ ମୁକ୍ତିଲାଭ କରିଛି I
- କଣ୍ଠ – ନବୀନ, ସସ୍ମିତା
- ଗୀତ – ସଞ୍ଜୟ ତ୍ରିପାଠୀ
- ସଂଗୀତ – ନବୀନ କୁଅଁର
ତାହାଲେ ଆସନ୍ତୁ ଶୁଣିବା ସେଇ ସୁମଧୁର “ନୁଆଁଖାଇ ଗୀତ”…