ବସିଲା ଗୁଆ, ଆସିଲା ଆଜ୍ଞାମାଳ : ଶୁଭବେଳାକୁ ଅପେକ୍ଷା

0

ପୁରୀ//TATKAL ODISHA//

ପ୍ରତୀକ୍ଷାର ଅନ୍ତ ଘଟିଛି। ଆଉ କେଇ ଘଣ୍ଟା ଭିତରେ ଖୋଲିବ ମହାପ୍ରଭୁଙ୍କ ରତ୍ନ ଭଣ୍ଡାର।

ମା ବିମଳାଙ୍କ ନିକଟରେ ଗୁଆ ବସିଛି I

“୧ଟା ୨୮ରେ ଶୁଭ ମୁହୂର୍ତ୍ତରେ ଖୋଲାଯିବ ରନ୍‌ଭଣ୍ଡାର । ମୋଟ୍ ୧୧ ଜଣ ରନ୍‌ଭଣ୍ଡାର ଭିତରକୁ ଯିବୋ ଏନେଇ କମିଟିର ଅଧ୍ୟକ୍ଷ ବିଶ୍ଵନାଥ ରଥ  କହିଛନ୍ତି । ଏଥିରେ  ତଡଉକରଣ, ଦେଉଳକରଣ, ଭଣ୍ଡାରମେକାପ, ମୁଖ୍ୟ ପ୍ରଶାସକଙ୍କ ସହ ଜିଲ୍ଲାପାଳ ରନ୍‌ଭଣ୍ଡାର ଭିତରକୁ ଯିବେ। ଉଚ୍ଚସ୍ତରୀୟ କମିଟିରୁ ୨ ଜଣ ଜଷ୍ଟିସ୍ ବିଶ୍ବନାଥ କର, ଡାକ୍ତର ସିବିକେ ମହାନ୍ତି ରନ୍‌ଭଣ୍ଡାର ଭିତରକୁ ଯିବେ”

ମହାପ୍ରଭୁ ଲୋକନାଥଙ୍କ ପାଖରୁ ଆଜ୍ଞାମାଳ ଶ୍ରୀମନ୍ଦିରରେ ଆସି ପହଞ୍ଚିଛି । କାରଣ ଶ୍ରୀଲୋକନାଥ ହେଉଛନ୍ତି ରତ୍ନଭଣ୍ଡାର ରକ୍ଷକ I

ଲୋକନାଥଙ୍କ ଅନୁମତି କ୍ରମେ ଆଜ୍ଞାମାଳ ଧରି ଶ୍ରୀମନ୍ଦିରେ ପହଞ୍ଚିଛନ୍ତି ସେବାୟତ ।

ଶୁଭ ବେଳା ଦେଢ଼ଟା ପୂର୍ବରୁ ରତ୍ନ ଭଣ୍ଡାରର ପ୍ରଥମ ଦ୍ୱାର ଖୋଲାଯିବ I ପରେ ଦ୍ଵିତୀୟ ଦ୍ୱାର ଖୋଲାଯିବ I ତାଲା ନ ଖୋଲିଲେ ଭଙ୍ଗା ଯିବ ବୋଲି ବିଶେଷଜ୍ଞ କମିଟି ନିଷ୍ପତ୍ତି ନେଇଛନ୍ତି I

Leave A Reply

Your email address will not be published.