ଆଜି ସନ୍ଧ୍ୟାରେ ଜନ୍ମବେଦୀକୁ ଯିବେ ତିନି ଦିଅଁ

0

ପୁରୀ //TATKAL ODISHA//

ଗୁଣ୍ଡିଚା ମନ୍ଦିରକୁ ମଙ୍ଗଳବାର ସନ୍ଧ୍ୟାରେ ବିଜେ କରିବେ ତିନି ଦିଅଁ I ଗୋଟି ପହଣ୍ଡିରେ ଜନ୍ମବେଦୀକୁ ଯିବେ ମହାପ୍ରଭୁ I 

ସେଥିପାଇଁ ଆଜି ଦିନ ତମାମ ରଥରେ ମହାପ୍ରଭୁଙ୍କୁ ଭକ୍ତ ଦର୍ଶନ କରିପାରିବେ। 

“ଦିନ ତମାମ ରଥରେ ମହାପ୍ରଭୁଙ୍କୁ ଭକ୍ତ ଦର୍ଶନ କରିପାରିବେ” 

ବୁଧବାର ସକାଳରୁ ଭକ୍ତ ଆଡପ ମଣ୍ଡପରେ ଶ୍ରୀ ବଳଭଦ୍ର, ଶ୍ରୀ ସୁଭଦ୍ରା, ଶ୍ରୀ ଜଗନ୍ନାଥଙ୍କ ସହ ଶ୍ରୀ ସୁଦର୍ଶନଙ୍କୁ ଦର୍ଶନ କରିବେ I 

ଆଡପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କଲେ କୋଟି ପୂଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି। 

Leave A Reply

Your email address will not be published.