ଶ୍ରୀକ୍ଷେତ୍ର ପୁରୀରୁ ରଥଯାତ୍ରା LIVE ଚିତ୍ର ଦେଖନ୍ତୁ..

0

ପୁରୀ // TATKAL ODISHA// LIVE //

ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ବା ଶ୍ରୀଗୁଣ୍ଡିଚା ଯାତ୍ରା ପ୍ରତିବର୍ଷ ପରି ଚଳିତ ବର୍ଷ  ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥିରେ ଆରମ୍ଭ ହେଉଛି  | ଏହି ଯାତ୍ରାର ଅବଧି ପ୍ରକୃତରେ ବାର ଦିନ |

ଆଷାଢ଼ ଶୁକ୍ଳ ଦ୍ଵିତୀୟାଠାରୁ ଆଷାଢ଼ ଶୁକ୍ଳ ତ୍ରୟୋଦଶୀ (ନୀଳାଦ୍ରିବିଜେ)ପର୍ଯ୍ୟନ୍ତ |ଏହି ଯାତ୍ରାର ଅନ୍ୟାନ୍ୟ ନାମ ହେଲା -ଘୋଷ ଯାତ୍ରା, ଆଡପ ମଣ୍ଡପ , ନବଦିନାତ୍ମକ ଯାତ୍ରା, ଦଶବତାର ଯାତ୍ରା, ମହାଦେବୀ ମହୋତ୍ସବ, ଅନ୍ତର୍ବେଦୀ ମହୋତ୍ସବ, ଉତ୍ତରାଭିମୁଖି ଯାତ୍ରା, ଦକ୍ଷିଣାଭିମୁଖୀ ଯାତ୍ରା, ପତିତପାବନ ଯାତ୍ରା ଇତ୍ୟାଦି |

  • ଶ୍ରୀଗୁଣ୍ଡିଚା ଓ ବାହୁଡା଼କୁ ଏକ ଉତ୍ସବ ଅର୍ଥାତ ଏକ ରଥୋତ୍ସବ ବିବେଚନା କରାଯାଏ |
  • ଦେଖନ୍ତୁ ଶ୍ରୀକ୍ଷେତ୍ରରୁ LIVE ରଥଯାତ୍ରା..

Leave A Reply

Your email address will not be published.