ଇସିଆଇଙ୍କ କଡ଼ା ନିର୍ଦେଶ, ପ୍ରଶାସନିକ ବାବୁଙ୍କ ନୂଆ ନିଯୁକ୍ତି

0
  • କଟକ, ଜଗତସିଂହପୁରରେ ନୂଆ ଜିଲ୍ଲାପାଳ

ଭୁବନେଶ୍ୱର//TATKAL ODISHA//

ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦେଶ କ୍ରମେ ରାଜ୍ୟରେ ସାଧାରଣ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ କଡ଼ା ପଦକ୍ଷେପ ନିଆଯାଇଛି I 

ଦୁଇ ଜିଲ୍ଲାର ନୂଆ ଜିଲ୍ଲାପାଳ ନିଯୁକ୍ତି ପାଇଛନ୍ତି..

1. କଟକ –ଅରିନ୍ଦମ ଡାକୁଆ 

2. ଜଗତସିଂହପୁର – ଅନୁପମ ଶାହ 

କଟକ,ଅନୁଗୁଳ ଓ ରାଉରକେଲାରେ  ୩ ଆଇପିଏସ ଅଧିକାରୀଙ୍କୁ ଏସପି ଭାବେ ନୂଆ ଦାୟିତ୍ୱ ମିଳିଛି ।

ସେମାନେ ହେଉଛନ୍ତି..

– ପ୍ରକାଶ ଆର୍‌-କଟକ ଡିସିପି 

– ବ୍ରିଜେଶ କୁମାର ରାୟ-ରାଉରକେଲାର ଏସପି 

– ଉମାଶଙ୍କର ଦାଶ-ଅନୁଗୁଳ ଏସପି 

ସେହିପରି ଆଇଜି ଆଶୀଷ କୁମାର ସିଂଙ୍କୁ ବଦଳି କରାଯାଇଛି I ସେ ପୁଲିସ ମୁଖ୍ୟାଳୟରେ କାର୍ଯ୍ୟ କରିବେ I 

Leave A Reply

Your email address will not be published.