ମହାଶିବରାତ୍ରୀରେ ଶୁଣନ୍ତୁ ଭାବ, ଭକ୍ତିର ଭଜନ-ହେ ଆଶୁତୋଷ- ଓଁ ନମଃ ଶିବାୟ ..

0
  • କଣ୍ଠ : ସତ୍ୟବ୍ରତ ସାହୁ

// TATKAL ODISHA //ଭକ୍ତି//

ହର ହର ମହାଦେବ I ସେ ଶିବ, ସେ ମହେଶ୍ୱର I ସେ ଅଶୋତୋଷ, ସେ ଭୋଳାଶଙ୍କର I ସେ ପୁଣି ନୀଳକଣ୍ଠ I

କୋପେବର ତ ତପେବର I ଯିଏ ତାଙ୍କୁ ଭାବ ଓ ଭକ୍ତିର ସହ ଡାକିଛି ମଦଦେବ ତାର ମନୋଵାଞ୍ଛା ପୂର୍ଣ୍ଣ କରିଛନ୍ତି I

ଆସନ୍ତୁ.. ମହାଶିବରାତ୍ରୀ ଉପଲକ୍ଷେ ବିଶିଷ୍ଟ କଣ୍ଠଶିଳ୍ପୀ ତଥା ବରିଷ୍ଠ ପ୍ରଶାସକ ସତ୍ୟବ୍ରତ ସାହୁଙ୍କ ଭକ୍ତିଭରା ଭଜନ -ହେ ଆଶୁତୋଷ-  ଓଁ ନମଃ ଶିବାୟ ଶୁଣିବା..

  • ହେ ଆଶୁତୋଷ-  ଓଁ ନମଃ ଶିବାୟ
  • Singer : ସତ୍ୟବ୍ରତ  ସାହୁ
  • Lyrics : ଡ. ସନାତନ  ପଣ୍ଡା
  • Music Director : ବିଶ୍ୱନାଥ  ମିଶ୍ର
  • Video Artist : Satyabrata Sahu
  • Album : ହେ ଆଶୁତୋଷ

ଓଁ ନମୋ ଶିବାୟ
🙏🙏🙏

Leave A Reply

Your email address will not be published.