ବଢ଼ିଲା ୟୁପିଆଇ ଟ୍ରାଞ୍ଜେକ୍ସନ ସୀମା
- ସ୍କୁଲ, ହସ୍ପିଟାଲ ପାଇଁ ଲାଗୁ
- ନୂଆଦିଲ୍ଲୀ//TATKAL ODISHA//
ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (RBI) ଶୁକ୍ରବାର ବଡ଼ ନିଷ୍ପତ୍ତି ନେଇଛନ୍ତି I
ଏଣିକି ୟୁପିଆଇ (UPI) ଟ୍ରାଞ୍ଜାକ୍ସନ ସୀମା ବୃଦ୍ଧି ହେବ I
“ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଘୋଷଣା”
ଏବେ ଲୋକେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୈଠ କରିପାରିବେ I
ତେବେ ଅନ୍ୟଠି ନୁହେଁ ତାହା କେବଳ ହସ୍ପିଟାଲ ଓ ଶିକ୍ଷାନୁଷ୍ଠାନ ପାଇଁ ଲାଗୁ ହୋଇଛି I