ଆଠ ଥର ଓଡ଼ିଶା ଆସିଥିଲେ ମହାତ୍ମା
- ଭୁବନେଶ୍ୱର//TATKAL ODISHA//
ଠିକ୍ ଶହେ ବର୍ଷ ତଳେ ଦେବଭୂମି ଓଡ଼ିଶାରେ ମହାତ୍ମା ଗାନ୍ଧୀଙ୍କ ପାଦ ପଡିଥିଲା। ଗାନ୍ଧୀ ଓଡ଼ିଶାକୁ ୮ଥର ଆସିଥିଲେ ।
ମହାତ୍ମା କେବେ ଓଡ଼ିଶାକୁ ଆସିଥିଲେ?
- – ୧୯୨୧ ମାର୍ଚ୍ଚରୁ ୨୩ରୁ ୨୯: କଟକ, ଭଦ୍ରକ, ପୁରୀ ଓ ବ୍ରହ୍ମପୁର ଗ୍ରସ୍ତ କରିଥିଲେ
- – ୧୯୨୫ ଅଗଷ୍ଟ ୧୯ ଓ ୨୦: କଟକ କୁଷ୍ଠାଶ୍ରମ ପରିଦର୍ଶନ କରିଥିଲେ
- – ୧୯୨୭ ଡିସେମ୍ବର ୪ରୁ୨୧: ୧୫ ଦିନିଆ ଗସ୍ତରେ ଆସି ଖଦିର ପ୍ରସାର କରିଥିଲେ
- – ୧୯୨୮ ଡିସେମ୍ବର ୨୨: ଝାରସୁଗୁଡ଼ା ଓ ସାଲେପୁର ଗ୍ରସ୍ତ କରିଥିଲେ
- -୧୯୩୪ ମଇ ୫ରୁ ୧୬: ଝାରସୁଗୁଡ଼ା, ସମ୍ବଲପୁର, କଟକ ଓ ପୁରୀରେ ପଦଯାତ୍ରା କରିଥିଲେ
- – ୧୯୩୪ ମଇ ୨୧ରୁ ଜୁନ୍ ୭: ଯାଜପୁର, କେନ୍ଦ୍ରାପଡ଼ା ଓ ଭଦ୍ରକରେ ପଦଯାତ୍ରା କରିଥିଲେ
- – ୧୯୩୮ ମାର୍ଚ୍ଚ ୨୫ରୁ ୩୧: ପୁରୀ ଡେଲାଙ୍ଗ ଗ୍ରସ୍ତ କରିଥିଲେ
- – ୧୯୪୭ ଜାନୁୟାରୀ ୨୦: ବାଲେଶ୍ୱର, ଭଦ୍ରକ, କଟକ ଓ ବ୍ରହ୍ୱପୁର ରେଳ ଷ୍ଟେସନରେ ଓହ୍ଲାଇଥିଲେ
( ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶିତ ‘Gandhiji in Odisha’ ପୁସ୍ତକରୁ ଆନୀତ)