ସତ୍ୟବ୍ରତ ସାହୁଙ୍କ କଣ୍ଠରେ ଶୁଣନ୍ତୁ.. ଭାବ ଭକ୍ତିର ‘ଶ୍ରୀଗଣେଶ ବନ୍ଦନା’

0

ଭୁବନେଶ୍ୱର,//TATKAL ODISHA//

ଶ୍ରୀଗଣେଶ I ସେ ବିଦ୍ୟାଧିପତି, ବିଘ୍ନହର୍ତ୍ତା, ଅଗ୍ରପୂଜ୍ୟ ଗଣାଧିପତି, ଉମାପୁତ୍ର, ବିନାୟକ I  ସେ ବି ବିଘ୍ନରାଜ I

ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀରେ ମାତା ପାର୍ବତୀଙ୍କ ଅଙ୍ଗରାଗରୁ ଶ୍ରୀଗଣେଶ ଜନ୍ମ ଲାଭ କରିଥିଲେ | ପ୍ରତି ଶୁଭ କାର୍ଯ୍ୟରେ ତାଙ୍କର ଆରାଧନା ବିନା କାର୍ଯ୍ୟ ସାର୍ଥକ ହୋଇ ନ ଥାଏ..

ଶ୍ରୀ ଗଣେଶଙ୍କୁ ଆରାଧନା କରି ଭକ୍ତିପୂତ ଅର୍ଘ୍ୟ ଦେଇଛନ୍ତି ବିଶିଷ୍ଟ କଣ୍ଠଶିଳ୍ପୀ ତଥା ବରିଷ୍ଠ ପ୍ରଶାସକ ସତ୍ୟବ୍ରତ ସାହୁ I

ଶୁଣନ୍ତୁ.. ସେହି ଭାବ ଭକ୍ତିର ଭଜନ….

Leave A Reply

Your email address will not be published.