ସୁସ୍ଥ ପରେ ପ୍ରଣବ କିଶୋର ପଟ୍ଟନାୟକଙ୍କ କଣ୍ଠରୁ ଶୁଣନ୍ତୁ ଆବେଗ ଭରା ଗୀତ… ‘ଜୀବନଟା ଏକ ନାଟକ’
ଭୁବନେଶ୍ୱର//TATKAL ODISHA//
‘ରେ ଅତ୍ମନ ନିଦ୍ରା ପରି’.. ଭଳି ଶତାଧିକ କାଳଜୟୀ ଗୀତ ଗାଇ ଲକ୍ଷାଧିକ ଓଡ଼ିଆ ସଂଗୀତ ପ୍ରେମୀଙ୍କୁ ମନ୍ତ୍ରମୁଗ୍ଧ କରିଥିବା ବରେଣ୍ୟ କଣ୍ଠ ଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ ଅସୁସ୍ଥ ହୋଇ ହସ୍ପିଟାଲରେ ଥିଲେ I ଏହି ଖବର ପ୍ରଚାର ହେବା ମାତ୍ରେ ସାରା ଓଡ଼ିଶାରେ ପ୍ରଣବ ପ୍ରେମୀ ଲୋକେ ତାଙ୍କ ସୁସ୍ଥ ଜୀବନ କାମନା କରି ପୂଜାର୍ଚନା କରିଥିଲେ I
କିଛି ଦିନ ପୂର୍ବରୁ ସେ ସୁସ୍ଥ ଘରକୁ ଫେରିଥିଲେ ହେଁ ଡାକ୍ତରର ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅଛନ୍ତି I ରୁଗ୍ଣ ଶରୀରରେ ସେ ନିଜର ସୁପର ହିଟ ଗୀତ “ଜୀବନ ଟା ଏକ ନାଟକ”ଗାଇ ପୁଣି ଥରେ ମନ୍ତ୍ରମୁଗ୍ଧ କରିଛନ୍ତି I
“ଜୀବନ ଟା ଏକ ନାଟକ” ଗୀତ ଶୁଣନ୍ତୁ…
ନିମ୍ନରେ FACEBOOK ଲିଙ୍କ ଦିଆଯାଇଛି… ଏଠି touch କରି ତାଙ୍କ ମୁହଁରୁ ଗୀତଟି ଶୁଣନ୍ତୁ…
https://m.facebook.com/story.php?story_fbid=pfbid0KvZPGSqhcLG5gxzjbQv5Fn1CtbhBa6QFTBmZ5iYn9fN4EhmmVSEDvyNJ8eFYraM1l&id=100006923170278&mibextid=Nif5oz