ସଂସଦରେ ରାହୁଲଙ୍କ ଫ୍ଲାଇଙ୍ଗ କିସ, ନୂଆ ବିତର୍କ ଆରମ୍ଭ
- କାର୍ଯ୍ୟାନୁଷ୍ଠାନ ପାଇଁ ମହିଳା ସାଂସଦମାନେ ଦାବି
- ନୂଆଦିଲ୍ଲୀ, //TATKAL ODISHA//
ପୂର୍ବରୁ ସଂସଦ ଭିତରେ ଆଖି ମାରି ବିବାଦୀୟ ହୋଇଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏବେ ଫ୍ଲାଇଙ୍ଗ କିସ(ଉଡ଼ନ୍ତା ଚୁମ୍ବନ) ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି I
ସଂସଦରେ ମଣିପୁର ହିଂସା ନେଇ ଅନାସ୍ଥା ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ନିଜ ଭାଷଣ ଶେଷରେ ରାହୁଲ ଏଭଳି ଫ୍ଲାଇଙ୍ଗ କିସ୍ ଦେଇଥିଲେ I ସେତେବେଳେ ଲୋକସଭାରେ ବହୁ ମହିଳା ସାଂସଦ ଉପସ୍ଥିତ ଥିଲେ ।
ଏହାକୁ ନେଇ ନୂଆ ବିତର୍କ ସୃଷ୍ଟି ହୋଇଛି I ପ୍ରାୟ ଅଧିକାଂଶ ଏନଡ଼ିଏ ସାଂସଦ ଏହାକୁ ପ୍ରତିବାଦ କରି ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି I
- ଦେଖନ୍ତୁ ରାହୁଲ ସଂସଦରେ କଣ କହିଥିଲେ??